୩୫ ମୋବାଇଲର ଚୋର ଗିରଫ: କାଲି ଛପର ଫାଡି ନେଇଥିଲା, ଆଜି ଧରାପଡ଼ିଲା

<p>ଅନୁଗୋଳ (ବିରଜା ଦାସ): ପାଲଲହଡ଼ାର ମୁଖ୍ୟ ବଜାରର ଏକ ଦୋକାନରୁ ୩୫ଟି ମୋବାଇଲ ଚୋରି କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି ଅଞ୍ଚଳବାସୀ। ଦୋକାନର ଟିଣ ଛାତ ତା଼ଡ଼ି ଗତରାତିରେ ଅଭିଯୁକ୍ତ ଜଣଙ୍କ ମୋବାଇଲ ଚୋରି କରିଥିଲା। ଏହି ଚୋରା ମୋବାଇଲ ବିକିବା ବେଳେ ଗାଁ ଲୋକଙ୍କ ହାବୁଡରେ ପଡ଼ି ଯାଇଥିଲା।</p> <p>ପୋଲିସ ଅଭିଯୁକ୍ତ ପାଖରୁ ୩୫ଟି ମୋବାଇଲ, ଚାର୍ଜର, ପେନ୍ ଡ୍ରାଇଭ ଜବତ କରିଛି। ଅଭିଯୁକ୍ତ ଜଣକ ତାଳଚେର ଅଞ୍ଚଳର ବୋଲି ଜଣାପଡ଼ିଛି। ଆଗରୁ ମଧ୍ୟ ସେ ଅନେକ ଥର ମୋବାଇଲ ଚୋରି କରି ଧରାପଡ଼ିଥିବା ପୋଲିସ କହିଛି। ତେବେ ମୋବାଇଲ ଚୋରିରେ ସେ କେବଳ ଏକା ସଂପୃକ୍ତ ନା ଆଉ କିଏ ଅଛନ୍ତି, ତା&rsquo;ର ଖୋଳତାଡ଼ କରୁଛି ପୋଲିସ।</p>

Ordigital Desk
  • Published: Sunday, 10 June 2018
  • Updated: 10 June 2018, 06:49 PM IST

Sports

Latest News

<p>ଅନୁଗୋଳ (ବିରଜା ଦାସ): ପାଲଲହଡ଼ାର ମୁଖ୍ୟ ବଜାରର ଏକ ଦୋକାନରୁ ୩୫ଟି ମୋବାଇଲ ଚୋରି କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି ଅଞ୍ଚଳବାସୀ। ଦୋକାନର ଟିଣ ଛାତ ତା଼ଡ଼ି ଗତରାତିରେ ଅଭିଯୁକ୍ତ ଜଣଙ୍କ ମୋବାଇଲ ଚୋରି କରିଥିଲା। ଏହି ଚୋରା ମୋବାଇଲ ବିକିବା ବେଳେ ଗାଁ ଲୋକଙ୍କ ହାବୁଡରେ ପଡ଼ି ଯାଇଥିଲା।</p><p>ପୋଲିସ ଅଭିଯୁକ୍ତ ପାଖରୁ ୩୫ଟି ମୋବାଇଲ, ଚାର୍ଜର, ପେନ୍ ଡ୍ରାଇଭ ଜବତ କରିଛି। ଅଭିଯୁକ୍ତ ଜଣକ ତାଳଚେର ଅଞ୍ଚଳର ବୋଲି ଜଣାପଡ଼ିଛି। ଆଗରୁ ମଧ୍ୟ ସେ ଅନେକ ଥର ମୋବାଇଲ ଚୋରି କରି ଧରାପଡ଼ିଥିବା ପୋଲିସ କହିଛି। ତେବେ ମୋବାଇଲ ଚୋରିରେ ସେ କେବଳ ଏକା ସଂପୃକ୍ତ ନା ଆଉ କିଏ ଅଛନ୍ତି, ତା&rsquo;ର ଖୋଳତାଡ଼ କରୁଛି ପୋଲିସ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos