ମୋଦକ ସେବନ ପରେ ସୁସ୍ଥ ହେଲେ ଶ୍ରୀଜିଉ

ପୁରୀ: ଶ୍ରୀମନ୍ଦିରେ ମହାଅଣସରରେ ଥିବା ଶ୍ରୀଜୀଉ ସୁସ୍ଥ ହୋଇଛନ୍ତି। ଗତକାଲି ତିନି ଠାକୁରଙ୍କୁ ଦଶମୂଳ ମୋଦକ ଲାଗି କରାଯାଇଥିଲା। ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପ୍ରଥମେ ବିଦ୍ଧି ମୁତାବକ ଖଳି ଲାଗି, ସର୍ବାଙ୍ଗ ଓ ତୁଳସୀ ଲାଗି  ହୋଇଥିଲା। ଏହାପରେ ରାଜବୈଦ୍ୟ ଦେଇଥିବା ଦଶମୂଳ ମୋଦକକୁ ପତିମହାପାତ୍ର ସେବାୟତ ଭୋଗ ଲଗାଇଥିଲେ। ମୋଦକ ସେବନ ପରେ ଶ୍ରୀଜୀଉ ସୁସ୍ଥ ହୋଇଛନ୍ତି। ଆଜି ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ।

srimandir

Rakesh Mallick
  • Published: Monday, 13 July 2015
  • , Updated: 13 July 2015, 04:33 AM IST

Related story