ମତୁଆଲା କଲା ସମ୍ବଲପୁରୀ ଆଉଟ୍‌ଫିଟ୍‌ରେ ମଡେଲଙ୍କ କ୍ୟାଟ୍‌ୱାକ୍‌

ସମ୍ବଲପୁର(ସଞ୍ଜୟ ଜେନା ) ରଙ୍ଗିନ୍ ଆଲୋକ ଓ ମ୍ୟୁଜିକ୍‌ର ତାଳେ ତାଳେ ଚାଲିଥିଲା ରାମ୍ପ୍‌ ଶୋ’। ଜଣେ ପରେ ଜଣେ ମଡେଲ ରାମ୍ପକୁ ଆସୁଥିଲେ ଆଉ ଦେଖାଉଥିଲେ ସମ୍ବଲପୁରୀ ବସ୍ତ୍ରର ନୂଆ ନୂଆ ଡିଜାଇନ୍ । କେତେବେଳେ ସମ୍ବଲପୁରୀ ଶାଢୀ ତ ଆଉ କେତବେଳେ ସମ୍ବଲପୁରୀ ସାଲଓ୍ୱାର ପରିପାଟୀରେ ଲାଗୁଥିଲେ ବେଶ୍‌ ଆକର୍ଷଣୀୟ। ପାରମ୍ପରିକ ସମ୍ବଲପୁରୀ ବସ୍ତ୍ରର ୱେଷ୍ଟର୍ଣ୍ଣ ଆଉଟଫିଟ୍‌ ପିନ୍ଧି ମଧ୍ୟ କ୍ୟାଟ୍‌ ୱାକ୍‌ କରୁଥିଲେ ମଡ଼େଲ। ଭଳିକି ଭଳି ଡ୍ରେସ୍‌ ଦେଖି ଲାଖି ଯାଉଥିଲା […]

smb-2..

smb-2..

Niharika Rout
  • Published: Tuesday, 27 August 2019
  • Updated: 27 August 2019, 01:16 PM IST

Sports

Latest News

ସମ୍ବଲପୁର(ସଞ୍ଜୟ ଜେନା ) ରଙ୍ଗିନ୍ ଆଲୋକ ଓ ମ୍ୟୁଜିକ୍‌ର ତାଳେ ତାଳେ ଚାଲିଥିଲା ରାମ୍ପ୍‌ ଶୋ’। ଜଣେ ପରେ ଜଣେ ମଡେଲ ରାମ୍ପକୁ ଆସୁଥିଲେ ଆଉ ଦେଖାଉଥିଲେ ସମ୍ବଲପୁରୀ ବସ୍ତ୍ରର ନୂଆ ନୂଆ ଡିଜାଇନ୍ । କେତେବେଳେ ସମ୍ବଲପୁରୀ ଶାଢୀ ତ ଆଉ କେତବେଳେ ସମ୍ବଲପୁରୀ ସାଲଓ୍ୱାର ପରିପାଟୀରେ ଲାଗୁଥିଲେ ବେଶ୍‌ ଆକର୍ଷଣୀୟ। ପାରମ୍ପରିକ ସମ୍ବଲପୁରୀ ବସ୍ତ୍ରର ୱେଷ୍ଟର୍ଣ୍ଣ ଆଉଟଫିଟ୍‌ ପିନ୍ଧି ମଧ୍ୟ କ୍ୟାଟ୍‌ ୱାକ୍‌ କରୁଥିଲେ ମଡ଼େଲ। ଭଳିକି ଭଳି ଡ୍ରେସ୍‌ ଦେଖି ଲାଖି ଯାଉଥିଲା ଆଖି ଓ କରତାଳିରେ ଫାଟି ପଡ଼ୁଥିଲା ସମଗ୍ର ପରିବେଶ।

ଦିନକୁ ଦିନ ବଢିବାରେ ଲାଗିଛି ସମ୍ବଲପୁରୀ ଶାଢୀ ଓ ପୋଷାକର ଚାହିଦା । ତେବେ ରାଜ୍ୟ ଓ ଦେଶ ବାହାରେ ଏହାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ସମ୍ବଲପୁରରେ ଆୟୋଜିତ ହୋଇଯାଇଛି ‘ଫେସ୍ନୋଭା-୨୦୧୯’ । ଓରିସସ୍ ଓ ନେକ୍ସଜେନ୍ ତରଫରୁ  ଆୟୋଜିତ ଏହି ଫ୍ୟାସନ ସୋରେ ସମ୍ବଲପୁରୀ ଡିଜାଇନ୍‌ର ଶାଢୀ, ସାଲଓ୍ୱାର, କ୍ରପ୍ଟପ୍, ପ୍ଲାଜୋ ପିନ୍ଧି ରାମ୍ପରେ ଚାଲିଥିଲେ ମଡେଲ୍ । ଏହି ଫ୍ୟାସନ ସୋ’ରେ ରାଜ୍ୟ ଓ ରାଜ୍ୟ ବାହାରୁ ୩୦ରୁ ଅଧିକ ମଡେଲ ସାମିଲ୍ ହୋଇଥିଲେ ।

ପୂର୍ବରୁ କେବେଳ ସମ୍ବଲପୁରୀ ଶାଢୀର ଚାହିଦା ଥିବାବେଳେ ବର୍ତ୍ତମାନ ଯୁବପିଢ଼ି ଏଥିରେ ପ୍ରସ୍ତୁତ ଡ୍ରେସକୁ ବେଶ ପସନ୍ଦ କରୁଥିବା ଆୟୋଜକ କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆୟୋଜିତ ହୋଇଛି ସମ୍ବଲପୁରୀ ଆଉଟଫିଟ୍‌ର ଫ୍ୟାସନ ଶୋ’ । ଏହି ଶୋ’ରେ ପାରମ୍ପାରିକ ସମ୍ବଲପୁରୀ ବସ୍ତ୍ରକୁ ଆଧୁନିକ ଡିଜାଇନରେ ପ୍ରଦର୍ଶୀତ କରାଯାଇଛି। ଯାହାକି ଦର୍ଶକଙ୍କୁ ବେଶ୍‌ ମତୁଆଲା କରିଛି।

ଏପରି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପଭୋଗ କରିବାକୁ ବହୁ ଦର୍ଶକ ଏକତ୍ରିତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ, ନେକ୍ସଜେନ୍‌ ନିର୍ଦ୍ଦେଶକ ହିତେନ୍ଦ୍ର ସାହି ପ୍ରମୁଖ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story