ଉତ୍କଟ ଜଳସଂକଟର ସମାଧାନ ଲାଗି ଆରମ୍ଭ ହେଲା ଜଳଶକ୍ତି ଅଭିଯାନ

କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଦିନକୁ ଦିନ ଉତ୍କଟ ହେଉଥିବା ଜଳ ସଂକଟର ସମାଧାନ ପାଇଁ ଆରମ୍ଭ ହେଲା ଜଳଶକ୍ତି ଅଭିଯାନ। ସ୍ୱଚ୍ଛ ଭାରତ ଅଭିଯାନ ଭଳି ଏହାକୁ ମଧ୍ୟ ଏକ ଜନ ଆନ୍ଦୋଳନର ରୂପ ଦେବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ପ୍ରାରମ୍ଭିକ ଭାବେ ସାରା ଦେଶର ୨୫୫ ଜିଲ୍ଲାରେ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରୁ ସାମିଲ ହୋଇଛି କେନ୍ଦ୍ରାପଡ଼ା । ବିଭିନ୍ନ ବିଭାଗ ସହ ଆଲୋଚନା କରି ଜିଲ୍ଲାର ୯ଟି ବ୍ଲକରେ ଏହି […]

547

547

Tapas Behera
  • Published: Monday, 01 July 2019
  • Updated: 01 July 2019, 08:59 PM IST

Sports

Latest News

କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଦିନକୁ ଦିନ ଉତ୍କଟ ହେଉଥିବା ଜଳ ସଂକଟର ସମାଧାନ ପାଇଁ ଆରମ୍ଭ ହେଲା ଜଳଶକ୍ତି ଅଭିଯାନ। ସ୍ୱଚ୍ଛ ଭାରତ ଅଭିଯାନ ଭଳି ଏହାକୁ ମଧ୍ୟ ଏକ ଜନ ଆନ୍ଦୋଳନର ରୂପ ଦେବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ପ୍ରାରମ୍ଭିକ ଭାବେ ସାରା ଦେଶର ୨୫୫ ଜିଲ୍ଲାରେ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରୁ ସାମିଲ ହୋଇଛି କେନ୍ଦ୍ରାପଡ଼ା । ବିଭିନ୍ନ ବିଭାଗ ସହ ଆଲୋଚନା କରି ଜିଲ୍ଲାର ୯ଟି ବ୍ଲକରେ ଏହି ଯୋଜନା କିପରି ସଫଳତାର ସହ କାର୍ଯ୍ୟକାରୀ ହେବ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି।

ଗାଁରେ ନଳକୂପ ଅଛି, ହେଲେ ଅଧିଂକାଶ ଅଚଳ। ଯେଉଁଟି ସଚଳ ସେଥିରୁ ବାହାରୁଛି ଗୋଳିଆ ପାଣି । କେନ୍ଦ୍ରପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ମଣ୍ଡପଡ଼ା ଗାଁ ୨ ବର୍ଷ ତଳେ ସରକାର ପାଣିଟାଙ୍କି ନିର୍ମାଣ କରିଥିଲେ।  ହେଲେ ଗାଁକୁ ପାଇପ୍ ବିଛା ଯାଇପାରୁ ନାହିଁ । ପୁରା ଗାଁରେ ଏବେ ପାଣି ସଂକଟ । ଏ ସମସ୍ୟା କେବଳ କେନ୍ଦ୍ରାପଡ଼ା ଜିଲ୍ଲାର ନୁହେଁ, ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ଉଣା ଅଧିକ ରହିଛି।

କିଛିଦିନ ତଳେ ଉତ୍କଟ ଜଳ ସଙ୍କଟ ପାଇଁ ଚର୍ଚ୍ଚାରେ ଥିଲା ଚେନ୍ନାଇ ସହର। ମୁନ୍ଦାଏ ପାଣି ପାଇଁ ସହରବାସୀ କିଭଳି ସଂଘର୍ଷ କରୁଥିଲେ ଦେଖିଥିଲା ସାରା ଦେଶ । ଏହି ସମସ୍ୟାରୁ ମୁକୁଳିବା ପାଇଁ କେନ୍ଦ୍ର ସରକାର ଆଜିଠାରୁ ଆରମ୍ଭ କରିଛନ୍ତି ଜଳଶକ୍ତି ଅଭିଯାନ। ବିଭାଗୀୟ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱାତ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହା ଅଧିନରେ ପ୍ରଥମ ପର୍ଯ୍ୟାୟରେ ୨୫୫ ଜିଲ୍ଲାର ୧୫୯୩ ଟି ବ୍ଲକ୍‌କୁ ଚିହ୍ନଟ କରାଯାଇଛି। ଯୋଜନାର ସଫଳ ରୂପାୟନ ପାଇଁ ନିଯୁକ୍ତ ହୋଇଛନ୍ତି କେନ୍ଦ୍ରୀୟ ପ୍ରଭାରୀ । ଜଳ ସଂରକ୍ଷଣର ୫ଟି ପ୍ରମୁଖ ଦିଗ- ଜଳ ଓ ବର୍ଷାଜଳ ସଂରକ୍ଷଣ, ଜଳାଶୟର ପୁନରୁଦ୍ଧାର, ନଳକୂପକୁ ପୁନଃ ବ୍ୟବହାର ଯୋଗ୍ୟ କରିବା, ଜଳଛାୟା ପ୍ରକଳ୍ପର ବିକାଶ, ବ୍ୟାପକ ବନୀକରଣ କରିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଜଳଶକ୍ତି ଅଭିଯାନରେ ସାମିଲ ହୋଇଛି ଆମ ରାଜ୍ୟର କେନ୍ଦ୍ରାପଡ଼ା ଜିଲ୍ଲା। ଜିଲ୍ଲାର ୯ଟି ବ୍ଲକ କେନ୍ଦ୍ରପଡ଼ା, ଡେରାବିଶ୍, ମାର୍ଶାଘାଇ, ଗରଦପୁର, ପଟାମୁଣ୍ଡାଇ, ମହାକାଳପଡା, ରାଜନଗର , ଆଳି ଓ ରାଜକନିକାରେ ଏହି କାର୍ଯ୍ୟକ୍ରମ ପ୍ରଥମେ ଆରମ୍ଭ ହେବ। ଏଥିପାଇଁ ଜଳସଂପଦ ବିଭାଗ ପକ୍ଷରୁ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ଡାକି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ କୁହଯାଇଛି। ସେପଟେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ଏ ନେଇ ଏକ ବୈଠକ ବସିଥିଲା।

କେନ୍ଦ୍ରାପଡ଼ା ବାଦ୍ ଯାଜପୁର, ପୁରୀ, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, ଖୋର୍ଦ୍ଧା, ଗଂଜାମ, ବଲାଙ୍ଗିର ଓ ନୂପଡ଼ା ଜିଲ୍ଲାରେ ଉତ୍କଟ ଜଳ ସମସ୍ୟା ରହିଛି ଏସବୁ ଜିଲ୍ଲାକୁ ଜଳଶକ୍ତି ଅଭିଯାନରେ କେବେ ସାମିଲ କରାଯିବ ତାଉପରେ ନଜର ରହିଛି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story