ମୋଦିଙ୍କ ପୁରୀ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ପୁରୀ: ନାଇଜର ଲୋକାର୍ପଣ ଉତ୍ସବରେ ଯୋଗଦେବା ପରେ ମୋଦି ସକାଳ ପ୍ରାୟ ୧୦ଟାରେ ହେଲିକପଟର ଯୋଗେ ପୁରୀ ଯିବେ। ସେଠାରେ ପ୍ରାୟ ଏକ ଘଣ୍ଟା ରହି ଶ୍ରୀଜିଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ମୋଦି ଗସ୍ତକୁ ନେଇ ପୁରୀରେ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୁରୀ ପୋଲିସ ପକ୍ଷରୁ ସମୀକ୍ଷା ବୈଠକ କରାଯାଇଥିଲା।  ସମୀକ୍ଷା ବୈଠକରେ ଆଡିସିନାଲ ଡିଜି ବିନୟାନନ୍ଦ ଝା, ପୁରୀ ଏସପି ପ୍ରମୁଖ ଉପସ୍ଥିତ ଥିଲେ। ସୁରକ୍ଷା ନେଇ ପୁରୀରେ  ୩୫ ପ୍ଲାଟୁନ […]

police

Rakesh Mallick
  • Published: Saturday, 06 February 2016
  • , Updated: 06 February 2016, 05:56 AM IST

ପୁରୀ: ନାଇଜର ଲୋକାର୍ପଣ ଉତ୍ସବରେ ଯୋଗଦେବା ପରେ ମୋଦି ସକାଳ ପ୍ରାୟ ୧୦ଟାରେ ହେଲିକପଟର ଯୋଗେ ପୁରୀ ଯିବେ। ସେଠାରେ ପ୍ରାୟ ଏକ ଘଣ୍ଟା ରହି ଶ୍ରୀଜିଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ମୋଦି ଗସ୍ତକୁ ନେଇ ପୁରୀରେ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୁରୀ ପୋଲିସ ପକ୍ଷରୁ ସମୀକ୍ଷା ବୈଠକ କରାଯାଇଥିଲା।  ସମୀକ୍ଷା ବୈଠକରେ ଆଡିସିନାଲ ଡିଜି ବିନୟାନନ୍ଦ ଝା, ପୁରୀ ଏସପି ପ୍ରମୁଖ ଉପସ୍ଥିତ ଥିଲେ। ସୁରକ୍ଷା ନେଇ ପୁରୀରେ  ୩୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ଏହାସହ ବିଭିନ୍ନ ସ୍ଥାନରେ ବ୍ୟାରିକେଡ ମଧ୍ୟ କରାଯାଇଛି।

Related story