ମୋହନା: ଫରେଷ୍ଟରଙ୍କ କ୍ୱାର୍ଟର୍ସ ପରିସରରୁ ଟିଫିନ୍ ବୋମା ଉଦ୍ଧାର
ମୋହନା: ଗଜପତି ଜିଲ୍ଲା ମୋହନା ପାଣିଗଣ୍ଡା ସେକ୍ସନ ଫରେଷ୍ଟରଙ୍କ କ୍ୱାର୍ଟର୍ସ ପରିସରରୁ ଆଜି ସକାଳେ ଏକ ଟିଫିନ୍ ବୋମା ଉଦ୍ଧାର ହୋଇଛି। ଯାହାର ଅନୁମାନିକ ଓଜନ ୫ରୁ ୬ କେଜି ହେବ। ୨୦୧୦ ମସିହାରେ ଏହି କ୍ୱାର୍ଟର୍ସ ନିକଟରେ ଥିବା ଭିଏସଏସ୍ ଅଫିସକୁ ମାଓବାଦୀମାନେ ଟିଫିନ୍ ବୋମା ଲଗାଇ ଉଡ଼ାଇ ଦେଇଥିଲେ । ତେବେ ଏହା ଏକ ପୁରୁଣା ଟିଫିନ୍ ବୋମା ହୋଇଥାଇପାରେ ବୋଲି ଅନୁମାନ କରାଯାଉଥିବା ମୋହନା ରେଞ୍ଜର ସୂଚନା ଦେଇଛନ୍ତି ।