ଅସଦାଚରଣ ଘଟଣାର ନୂଆ ମୋଡ଼: ବିଜୟ ନାମକ କୌଣସି ପୋଲିସ ଡ୍ୟୁଟିରେ ନଥିବା କହିଲେ ଏସ୍‌ପି

ପୁରୀ: ଶରଧାବାଲିରେ ଯୁବତୀ ଓ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ମାମଲାରେ ନୂଆ ମୋଡ଼। ଯୁବତୀ ଯେଉଁ ବିଜୟ ବେହେରାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ସେଦିନ ସେଇ ନାଁରେ କୌଣସି ପୋଲିସ ଅଧିକାରୀ ଡ୍ୟୁଟିରେ ନଥିଲେ। ପ୍ରାଥମିକ ତଦନ୍ତ ପରେ ପୁରୀ ଏସ୍‌ପି ସାର୍ଥକ ଷଡଙ୍ଗୀ ଏହା କହିଛନ୍ତି। ଯୁବତୀଙ୍କ ଅଭିଯୋଗ ଆଧାରରେ ପୁରୀ ପୋଲିସ ଆଜି ଘଟଣାର ଝାନଭିନ୍ ଆରମ୍ଭ କରିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ପୋଲିସ ଯୁବତୀ ପଢ଼ୁଥିବା ଭୁବନେଶ୍ୱରର ଘରୋଇ ମେଡ଼ିକାଲ କଲେଜକୁ ଯାଇ ତାଙ୍କ […]

puri girl

puri girl

Rakesh Mallick
  • Published: Tuesday, 04 July 2017
  • Updated: 04 July 2017, 11:04 PM IST

Sports

Latest News

ପୁରୀ: ଶରଧାବାଲିରେ ଯୁବତୀ ଓ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ମାମଲାରେ ନୂଆ ମୋଡ଼। ଯୁବତୀ ଯେଉଁ ବିଜୟ ବେହେରାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ସେଦିନ ସେଇ ନାଁରେ କୌଣସି ପୋଲିସ ଅଧିକାରୀ ଡ୍ୟୁଟିରେ ନଥିଲେ। ପ୍ରାଥମିକ ତଦନ୍ତ ପରେ ପୁରୀ ଏସ୍‌ପି ସାର୍ଥକ ଷଡଙ୍ଗୀ ଏହା କହିଛନ୍ତି।

ଯୁବତୀଙ୍କ ଅଭିଯୋଗ ଆଧାରରେ ପୁରୀ ପୋଲିସ ଆଜି ଘଟଣାର ଝାନଭିନ୍ ଆରମ୍ଭ କରିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ପୋଲିସ ଯୁବତୀ ପଢ଼ୁଥିବା ଭୁବନେଶ୍ୱରର ଘରୋଇ ମେଡ଼ିକାଲ କଲେଜକୁ ଯାଇ ତାଙ୍କ ବୟାନ ରେକର୍ଡ କରିଥିଲା। ଘଟଣା ସଂପର୍କରେ ତଦନ୍ତ ଅଧିକାରୀ ବିସ୍ତୃତ ତଥ୍ୟ ସଂଗ୍ରହ କରିଥିଲେ। ଆବଶ୍ୟକସ୍ଥଳେ ଅଭିଯୋଗକାରିଣୀଙ୍କ ମା ଏବଂ ସଂପୃକ୍ତ ଛାତ୍ରୀଙ୍କର ପୁଣି ବୟାନ ରେକର୍ଡ କରାଯିବ ବୋଲି ତଦନ୍ତ ଅଧିକାରୀ କହିଥିଲେ। ସିସିଟିଭି ଫୁଟେଜ ଅଧାରରେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ ପଚରାଉଚରା କରାଯିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷରେ ଅଭିଯୋଗକାରିଣୀଙ୍କ ପକ୍ଷରୁ କୌଣସି ଲିଖିତ ଅଭିଯୋଗ କରାଯାଇନଥିଲେ ମଧ୍ୟ ସୋସିଆଲ୍ ସାଇଟ୍ ଏବଂ ଗଣମାଧ୍ୟମ ରିପୋର୍ଟ ଆଧାରରେ ପୋଲିସ ନିଜ ଆଡୁ ତଦନ୍ତ ଜାରି କରୁଛି। ସେପଟେ ଆଗକୁ ଯେମିତି ଏଭଳି ଅଭିଯୋଗ ନଆସିବ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story