୬ ଲକ୍ଷ ଟଙ୍କା ଜବତ କଲା ଫ୍ଲାଇଂ ସ୍କ୍ୱାଡ୍‌

ଜଗତସିଂହପୁର,(ଓଡ଼ିଶା ରିପୋର୍ଟର) ଅଜଣା ବ୍ୟକ୍ତିଙ୍କଠାରୁ ଟଙ୍କା ଜବତ କଲେ ଫ୍ଲାଇଂ ସ୍କ୍ୱାର୍ଡ଼। ଜଗତସିଂହପୁର-କଟକ ପାରାଦୀପ ରାସ୍ତାର ଚୌଧୁରୀଗଡ଼ା ନିକଟରୁ  ମଙ୍ଗଳବାର ଅପରାହ୍ନରେ ୬ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି ଟିମ୍ । ସୂଚନା ମୁତାବକ, ଜଣେ ବ୍ୟକ୍ତି କାରରେ ଏହି ଟଙ୍କା ନେଇ ଯାଉଥିବାବେଳେ ଫ୍ଲାଇଂ ସ୍କ୍ବାର୍ଡ ଦ୍ୱାରା ଧରାପଡିଯାଇଥିଲେ । ତେବେ ଏତେ ପରିମାଣରେ ଟଙ୍କା କେଉଁଠୁ ଅସିଲା, ସେନେଇ ଉପଯୁକ୍ତ  କାଗଜପତ୍ର ଦେଖାଇନପାରିବାରୁ ସମସ୍ତ ଟଙ୍କା ଜବତ କରିଛି ଟିମ୍।

ppp

Tapas Behera
  • Published: Wednesday, 24 April 2019
  • , Updated: 24 April 2019, 05:09 PM IST

ଜଗତସିଂହପୁର,(ଓଡ଼ିଶା ରିପୋର୍ଟର) ଅଜଣା ବ୍ୟକ୍ତିଙ୍କଠାରୁ ଟଙ୍କା ଜବତ କଲେ ଫ୍ଲାଇଂ ସ୍କ୍ୱାର୍ଡ଼। ଜଗତସିଂହପୁର-କଟକ ପାରାଦୀପ ରାସ୍ତାର ଚୌଧୁରୀଗଡ଼ା ନିକଟରୁ  ମଙ୍ଗଳବାର ଅପରାହ୍ନରେ ୬ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି ଟିମ୍ ।

ସୂଚନା ମୁତାବକ, ଜଣେ ବ୍ୟକ୍ତି କାରରେ ଏହି ଟଙ୍କା ନେଇ ଯାଉଥିବାବେଳେ ଫ୍ଲାଇଂ ସ୍କ୍ବାର୍ଡ ଦ୍ୱାରା ଧରାପଡିଯାଇଥିଲେ । ତେବେ ଏତେ ପରିମାଣରେ ଟଙ୍କା କେଉଁଠୁ ଅସିଲା, ସେନେଇ ଉପଯୁକ୍ତ  କାଗଜପତ୍ର ଦେଖାଇନପାରିବାରୁ ସମସ୍ତ ଟଙ୍କା ଜବତ କରିଛି ଟିମ୍।

Related story