ହେଇ ଦେଖରେ ପିସିଆର୍‌ ଭ୍ୟାନ୍‌ରେ ବୁଲୁଛି ମାଙ୍କଡ଼

ଭଦ୍ରକ(ପାର୍ଥସାରଥୀ ନାୟକ): ପିସିଆର୍‌ ଭ୍ୟାନ୍‌ରେ ବୁଲୁଛି ମାଙ୍କଡ଼। ଖାଲି ବୁଲୁନାହିଁ, ପୂଜା ମଣ୍ଡପକୁ ଯାଇ ମାଆ ଦୁର୍ଗାଙ୍କୁ ଦର୍ଶନ କରୁଛି। ଏପରି ଚିତ୍ର ଆସିଛି ଭଦ୍ରକ ଟାଉନ୍‌ରୁ। ମାଙ୍କଡ଼ଟି ପ୍ରଥମେ ରିକ୍ସାରେ ବସି ବଲୁଥିଲା। ହେଲେ ମଙ୍ଗଳବାରଠାରୁ ସିପିଆର୍‌ ଭ୍ୟାନ୍‌ରେ ବସି ବୁଲୁଛି। ମଙ୍ଗଳବାର ଥିଲା ମାଆ ଦୁର୍ଗାଙ୍କ ନବମୀ ପୂଜା। ସେଥିପାଇଁ ଚଳଚଞ୍ଚଳ ଥିଲା ଭଦ୍ରକ ଟାଉନ୍‌। ମାଆଙ୍କ ଏହି ପୂଜାରେ ସାମିଲ ହୋଇଥିଲା ମାଙ୍କଡ଼! ମାଙ୍କଡ଼ଟି ରିକ୍ସାରେ ବସି ମେଢ଼ ବୁଲୁଥିଲା। ମାଆଙ୍କୁ ଦର୍ଶନ […]

Bhadrak

Bhadrak

Manoranjan Sial
  • Published: Wednesday, 05 October 2022
  • Updated: 05 October 2022, 05:49 PM IST

Sports

Latest News

ଭଦ୍ରକ(ପାର୍ଥସାରଥୀ ନାୟକ): ପିସିଆର୍‌ ଭ୍ୟାନ୍‌ରେ ବୁଲୁଛି ମାଙ୍କଡ଼। ଖାଲି ବୁଲୁନାହିଁ, ପୂଜା ମଣ୍ଡପକୁ ଯାଇ ମାଆ ଦୁର୍ଗାଙ୍କୁ ଦର୍ଶନ କରୁଛି। ଏପରି ଚିତ୍ର ଆସିଛି ଭଦ୍ରକ ଟାଉନ୍‌ରୁ। ମାଙ୍କଡ଼ଟି ପ୍ରଥମେ ରିକ୍ସାରେ ବସି ବଲୁଥିଲା। ହେଲେ ମଙ୍ଗଳବାରଠାରୁ ସିପିଆର୍‌ ଭ୍ୟାନ୍‌ରେ ବସି ବୁଲୁଛି।

ମଙ୍ଗଳବାର ଥିଲା ମାଆ ଦୁର୍ଗାଙ୍କ ନବମୀ ପୂଜା। ସେଥିପାଇଁ ଚଳଚଞ୍ଚଳ ଥିଲା ଭଦ୍ରକ ଟାଉନ୍‌। ମାଆଙ୍କ ଏହି ପୂଜାରେ ସାମିଲ ହୋଇଥିଲା ମାଙ୍କଡ଼! ମାଙ୍କଡ଼ଟି ରିକ୍ସାରେ ବସି ମେଢ଼ ବୁଲୁଥିଲା। ମାଆଙ୍କୁ ଦର୍ଶନ କରୁଥିଲା। ତେବେ ସନ୍ଧ୍ୟା ବେଳେ ବନ୍ତ ବଜାରରେ ମାଙ୍କଡ଼ଟି ରିକ୍ସାରେ ବୁଲୁଥିବା ବେଳେ ପିସିଆର୍‌ ଭ୍ୟାନ୍‌କୁ ଦେଖି ପଳାଇ ଆସିଥିଲା। ଟାଉନ୍‌ ଥାନା ପିସିଆର୍‌ ଭ୍ୟାନ୍‌ ଛାତ ଉପରେ ବସି ଯାଇଥିଲା। ତା’ପରଠାରୁ ପିସିଆର୍‌ରେ ବୁଲୁଛି। ପୁଲିସ୍‌ଙ୍କ ସାଙ୍ଗରେ ପ୍ୟାଣ୍ଡାଲ୍‌ରୁ ପ୍ୟାଣ୍ଡେଲ୍‌କୁ ଯାଉଛି। ମଙ୍ଗଳବାର ରାତିସାରା ମଙ୍କଡ଼ଟି ପୁଲିସ୍‌ ସାଙ୍ଗରେ ବୁଲିଥିଲା। ଯିଏ ଯାହା ଦେଇଥିଲା, ତାକୁ ଖାଉଥିଲା।

ଆଜି ମଧ୍ୟ ପୁଲିସ୍‌ ସାଙ୍ଗରେ ମାଙ୍କଡ଼ଟି ବୁଲିଥିଲା। ପିସିଆର୍‌ ଭ୍ୟାନ୍‌ ଥାନାକୁ ଆସିଲେ, ମାଙ୍କଡ଼ ଆସୁଥିଲା। କର୍ମଚାରୀମାନେ ଥାନା ଭିତରକୁ ଯାଉଥିଲା ବେଳେ ମାଙ୍କଡ଼ଟି କେତେବେଳେ ପିସିଆର୍‌ ଭ୍ୟାନ୍‌ ଛାତ ତ କେତେବେଳେ ବୋନେଟ୍‌ ଉପରେ ବସୁଥିଲା। ଆଉ କେତେବେଳେ ଥାନା ପିଣ୍ଡାରେ ବସୁଥିଲା। ମାଙ୍କଡ଼କୁ ଦେଖି କିଏ କଦଳୀ ଖାଇବାକୁ ଦେଉଥିଲା ତ ଆଉ କିଏ ଫଳମୂଳ ଦେଉଥିଲା। ପୁଲିସ ମାଙ୍କଡ଼କୁ ଗୋଡ଼ାଇବାକୁ ଚେଷ୍ଟା କଲେ ମଧ୍ୟ ସେ ଯାଉନଥିବା ଦେଖିବାକୁ ମିଳିଛି। ପୁଲିସ୍‌ ସହିତ ମାଙ୍କଡ଼ର ବନ୍ଧୁତା ଖବର ଭଦ୍ରକ ଟାଉନ୍‌ରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story