ଅସଦାଚରଣର ଶିକାର ହେବା ଅସହ୍ୟ ହେଲା, ନାବାଳିକା ନେଲେ ଚରମ ନିଷ୍ପତ୍ତି

ତେଲକୋଇ (ଚିନ୍ମୟ କୁମାର ସାହୁ):  ଅସଦାଚରଣର ଶିକାର ହେବା ଅସହ୍ୟ ହେଲା। ଏହାକୁ ସାହି ପଡ଼ିଶା କେଉଁ ନଜରରେ ଦେଖିବେ, କିପରି ପୁଣି ଥରେ ମୁଣ୍ଡ ଟେକି ବାଟ ଚାଲିବେ, ସେହି ଚିନ୍ତାରେ ଘାରି ହେଉଥିବା ନାବାଳିକା ଶେଷରେ ନେଲେ ଚରମ ନିଷ୍ପତ୍ତି।  ସେ ହାରିଦେଲେ ନିଜ ଜୀବନ। ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ। ସୂଚନା ଅନୁଯାୟୀ,  ଏହି ୧୬ ବର୍ଷୀୟା ନାବାଳିକା ଜଣକ ନିଜ ସାଙ୍ଗ ସହିତ […]

minor girl

minor girl

Niharika Rout
  • Published: Tuesday, 24 May 2022
  • Updated: 24 May 2022, 03:06 PM IST

ତେଲକୋଇ (ଚିନ୍ମୟ କୁମାର ସାହୁ):  ଅସଦାଚରଣର ଶିକାର ହେବା ଅସହ୍ୟ ହେଲା। ଏହାକୁ ସାହି ପଡ଼ିଶା କେଉଁ ନଜରରେ ଦେଖିବେ, କିପରି ପୁଣି ଥରେ ମୁଣ୍ଡ ଟେକି ବାଟ ଚାଲିବେ, ସେହି ଚିନ୍ତାରେ ଘାରି ହେଉଥିବା ନାବାଳିକା ଶେଷରେ ନେଲେ ଚରମ ନିଷ୍ପତ୍ତି।  ସେ ହାରିଦେଲେ ନିଜ ଜୀବନ। ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ।

ସୂଚନା ଅନୁଯାୟୀ,  ଏହି ୧୬ ବର୍ଷୀୟା ନାବାଳିକା ଜଣକ ନିଜ ସାଙ୍ଗ ସହିତ ଗାଁ ପାଖ ଝରଣାକୁ ଗତକାଲି ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଗାଁର ସରୋଜ ପ୍ରଧାନ ନାମକ ୨୨   ବର୍ଷୀୟ  ଯୁବକ ତାଙ୍କୁ ଅସଦାଚରଣ କରିଥିଲେ । ଏ ଘଟଣାକୁ ଗାଁର କିଛି ଲୋକ ଦେଖିଥିଲେ । ଯୁବତୀ ଜଣଙ୍କ ଅପମାନିତ ବୋଧ କରିଥିଲେ। ଏ ଘଟଣା ନେଇ ଲୋକେ ତାଙ୍କୁ କ’ଣ କହିବେ ଭାବି ସେ ଚିନ୍ତିତ ହୋଇପଡ଼ିଥିଲେ ଓ ବିଷ ପିଇ ଦେଇଥିଲେ।

ଏକଥା ଜାଣି ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଅନୁଗୋଳ ଜିଲ୍ଲା ଖମାର ମେଡିକାଲକୁ ନେଇଥିଲେ । ଅବସ୍ଥା ଅଧିକ ସଂଗିନ ହେବାରୁ ସେଠାରୁ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା ।

ଏ ଘଟଣାକୁ ନେଇ ମୃତ ନାବାଳିକାଙ୍କ ବାପା ତେଲକୋଇ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି । ମୃତ ନାବାଳିକାଙ୍କ ମୃତଦେହକୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି ।  ଆଜି ଶଵ ବ୍ୟବଛେଦ ପରେ ଶେଷକୃତ ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ପ୍ରକାଶ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story