୩୦ ସୁଦ୍ଧା କେରଳ ଛୁଇଁବ ମୌସୁମୀ, ଓଡ଼ିଶାରେ କେବେ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆଉ ୨/୩ ଦିନ ଡେରିରେ କେରଳ ଛୁଇଁବ ମୌସୁମୀ । ମୌସୁମୀ ଏବେ ଦକ୍ଷିଣ ଆରବ ସାଗର, ଲାକ୍ଷାଦ୍ୱୀପ ଛୁଇଁ ସାରିଛି । ପରିସ୍ଥିତି ଅନୁକୂଳ ରହିଛି, ୨/୩ ଦିନ ଭିତରେ କେରଳ ଛୁଇଁବା ସମ୍ଭାବନା ରହିଛି। ଏପରି କହିଛନ୍ତି ଆଇଏମଡିର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି। ତାଙ୍କ କହିବାନୁଯାୟୀ, ମୌସୁମୀ ସମ୍ଭବତଃ ଆସନ୍ତା  ୨୯ କିମ୍ବା ୩୦ ସୁଦ୍ଧା  କେରଳ ଛୁଇଁବ ।  ଦକ୍ଷିଣ-ପୂର୍ବ ଆରବ ସାଗର ଓ କେରଳ ଉପକୂଳରେ ବାଦଲ […]

rain

rain

Niharika Rout
  • Published: Friday, 27 May 2022
  • Updated: 27 May 2022, 01:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆଉ ୨/୩ ଦିନ ଡେରିରେ କେରଳ ଛୁଇଁବ ମୌସୁମୀ । ମୌସୁମୀ ଏବେ ଦକ୍ଷିଣ ଆରବ ସାଗର, ଲାକ୍ଷାଦ୍ୱୀପ ଛୁଇଁ ସାରିଛି । ପରିସ୍ଥିତି ଅନୁକୂଳ ରହିଛି, ୨/୩ ଦିନ ଭିତରେ କେରଳ ଛୁଇଁବା ସମ୍ଭାବନା ରହିଛି। ଏପରି କହିଛନ୍ତି ଆଇଏମଡିର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି।

ତାଙ୍କ କହିବାନୁଯାୟୀ, ମୌସୁମୀ ସମ୍ଭବତଃ ଆସନ୍ତା  ୨୯ କିମ୍ବା ୩୦ ସୁଦ୍ଧା  କେରଳ ଛୁଇଁବ ।  ଦକ୍ଷିଣ-ପୂର୍ବ ଆରବ ସାଗର ଓ କେରଳ ଉପକୂଳରେ ବାଦଲ ଘନୀଭୂତ ହୋଇଛି । ରାଜ୍ୟର ଅର୍ଦ୍ଧାଧିକ କ୍ଷେତ୍ରରେ ବର୍ଷା ସମ୍ଭାବନା ରହିଛି।  ମୌସୁମୀ କେରଳ ଛୁଇଁବା ପରେ ହିଁ ଏହା କେବେ ଓଡ଼ିଶା ଛୁଇଁବ ତାହାର ସ୍ପଷ୍ଟ ସୂଚନା ମିଳିପାରିବ ବୋଲି କହିଛନ୍ତି ବରିଷ୍ଠ ପାଣିପାଗ ବିଜ୍ଞାନୀ ରାଜେନ୍ଦ୍ର ଜେନାମଣି।

ଏବେ ଦକ୍ଷିଣ-ପୂର୍ବ ଆରବ ସାଗର ଉପରେ ଅଧିକ ବାଦଲ ଘନୀଭୂତ ହେଉଥିବା ବେଳେ ବଙ୍ଗୋପସାଗର ଉପରେ  ବାଦଲ ସୃଷ୍ଟି ହେଉନି। ଏଠାରେ ମୌସୁମୀ ଉପକୂଳ ପାଣିପାଗ ସୃଷ୍ଟି ହୋଇନି। ତେଣୁ ଏବେ ମୌସୁମୀ କେରଳ ଛୁଇଁବାକୁ ଅପେକ୍ଷା କରାଯାଇଛି। ତାହା ପରେ ହିଁ ଓଡ଼ିଶା ଉପରେ ଏହାର ପ୍ରଭାବ ସମ୍ପର୍କରେ ଆକଳନ କରିହେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।

ମୌସୁମୀର ଆଗମନକୁ ଓଡ଼ିଶାର ଚାଷୀ କୂଳ ଅପେକ୍ଷା କରି ରହିଥିବା ବେଳେ ଏହାର କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳି ପାରୁ ନ ଥିବାରୁ ସେମାନେ ନିରାଶ ହୋଇ ଯାଇଛନ୍ତି। ମୌସୁମୀଜନିତ ବର୍ଷା ହେଲେ ହିଁ ସେମାନେ ନିଜ ଚାଷ କାର୍ଯ୍ୟ ଆରମ୍ଭ କରିପାରିବେ, ତେଣୁ ଏହାକୁ ବେଶ୍‌ ବ୍ୟାକୁଳତାର ସହ ଅପେକ୍ଷା କରିଛନ୍ତି ଚାଷୀ ଭାଇ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story