ବିଜେଡିରୁ ଇସ୍ତଫା ଦେଲେ ପ୍ରବୀଣ ଭଞ୍ଜଦେଓ

ବାରିପଦା (ମାଣିକ ଲାଲ ପାଣି): ଗତକାଲି ଉତ୍ତର ଓଡ଼ିଶାର ଟାଣୁଆ ନେତା ରଘୁନାଥ ମହାନ୍ତି ବିଜେଡିରୁ ଇସ୍ତଫା ଦେଇଥିବା ବେଳେ ଆଜି ଏ ଅଞ୍ଚଳର ଆଉ ଜଣେ ନେତା ବିଜେଡି ଛାଡ଼ିଛନ୍ତି। ସେ ହେଉଛନ୍ତି ମୋରଡ଼ା ବିଧାୟକ ପ୍ରବୀଣଚନ୍ଦ୍ର ଭଞ୍ଜଦେଓ। ସେ ମୟୂରଭଞ୍ଜ ଜିଲ୍ଲା ବିଜେଡିର ସଭାପତି ମଧ୍ୟ ଥିଲେ। ପ୍ରବୀଣ ଭଞ୍ଜଦେଓ ଦଳର ପ୍ରାଥମିକ ସଦସ୍ୟତା ସହିତ ଜିଲ୍ଲା ସଭାପତି ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ତାଙ୍କ ଇସ୍ତଫାପତ୍ର […]

bhanja

bhanja

Tapaswini Nayak
  • Published: Monday, 01 April 2019
  • Updated: 01 April 2019, 04:20 PM IST

Sports

Latest News

ବାରିପଦା (ମାଣିକ ଲାଲ ପାଣି): ଗତକାଲି ଉତ୍ତର ଓଡ଼ିଶାର ଟାଣୁଆ ନେତା ରଘୁନାଥ ମହାନ୍ତି ବିଜେଡିରୁ ଇସ୍ତଫା ଦେଇଥିବା ବେଳେ ଆଜି ଏ ଅଞ୍ଚଳର ଆଉ ଜଣେ ନେତା ବିଜେଡି ଛାଡ଼ିଛନ୍ତି। ସେ ହେଉଛନ୍ତି ମୋରଡ଼ା ବିଧାୟକ ପ୍ରବୀଣଚନ୍ଦ୍ର ଭଞ୍ଜଦେଓ। ସେ ମୟୂରଭଞ୍ଜ ଜିଲ୍ଲା ବିଜେଡିର ସଭାପତି ମଧ୍ୟ ଥିଲେ।

ପ୍ରବୀଣ ଭଞ୍ଜଦେଓ ଦଳର ପ୍ରାଥମିକ ସଦସ୍ୟତା ସହିତ ଜିଲ୍ଲା ସଭାପତି ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ତେବେ ସେ ଏଥିରେ ତାଙ୍କ ଇସ୍ତଫାର କାରଣ ସଂପର୍କରେ କିଛି ଉଲ୍ଲେଖ କରି ନାହାନ୍ତି। ସେ କେଉଁ ଦଳକୁ ଯିବେ, ସେ ନେଇ କିଛି ସ୍ପଷ୍ଟ ହୋଇନି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos