ସବୁ ରେକର୍ଡ ଭାଙ୍ଗିଲା ମହାମାରୀ, ରାଜ୍ୟରେ ଦିନକରେ ୧୦ ହଜାର ଡେଇଁଲା ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ନୂଆ ରେକର୍ଡ କରି ପୁଣି ତାକୁ ଭାଙ୍ଗୁଛି ମହାମାରୀ। ଆଜି ସବୁ ରେକର୍ଡ ଭାଙ୍ଗି ରାଜ୍ୟରେ ୧୦ ହଜାର ଉପରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକରେ  ୧୦,୪୧୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  ଆଗକୁ ପରିସ୍ଥିତି ଅସମ୍ଭାଳ ହେବା ନେଇ ଆଶଙ୍କା ପ୍ରକାଶ ପାଇଲାଣି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୧୦୦ ପଜିଟିଭ ଚିହ୍ନଟ  ହୋଇଛନ୍ତି। ଏହାବ୍ୟତୀତ କଟକରୁ  ୮୨୮, ପୁରୀରୁ ୫୩୩ […]

corona test

corona test

Niharika Rout
  • Published: Saturday, 01 May 2021
  • Updated: 01 May 2021, 11:16 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ନୂଆ ରେକର୍ଡ କରି ପୁଣି ତାକୁ ଭାଙ୍ଗୁଛି ମହାମାରୀ। ଆଜି ସବୁ ରେକର୍ଡ ଭାଙ୍ଗି ରାଜ୍ୟରେ ୧୦ ହଜାର ଉପରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକରେ  ୧୦,୪୧୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  ଆଗକୁ ପରିସ୍ଥିତି ଅସମ୍ଭାଳ ହେବା ନେଇ ଆଶଙ୍କା ପ୍ରକାଶ ପାଇଲାଣି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୧୦୦ ପଜିଟିଭ ଚିହ୍ନଟ  ହୋଇଛନ୍ତି। ଏହାବ୍ୟତୀତ କଟକରୁ  ୮୨୮, ପୁରୀରୁ ୫୩୩ ଓ ବରଗଡ଼ରୁ ୫୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଝାରସୁଗୁଡ଼ାରୁ ୪୪୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୪୨୬, ନୂଆପଡ଼ାରୁ ୪୧୮, ଅନୁଗୁଳରୁ ୩୯୨, ନବରଙ୍ଗପୁରରୁ ୩୭୮, କଳାହାଣ୍ଡିରୁ  ୩୭୬, ଷ୍ଟେଟ୍ ପୁଲରୁ ୩୬୦,  ଯାଜପୁରରୁ ୩୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମୟୂରଭଞ୍ଜରୁ ୨୪୭, ଗଞ୍ଜାମରୁ ୨୩୨, ନୟାଗଡ଼ରୁ ୨୧୮, ଭଦ୍ରକରୁ ୨୦୧, ରାୟଗଡ଼ାରୁ ୨୦୦, ବଲାଙ୍ଗିରରୁ ୧୬୦, ଗଜପତିରୁ ୧୫୬, ସୁବର୍ଣ୍ଣପୁରରୁ ୧୩୦, କେନ୍ଦୁଝରରୁ ୧୨୬, ବାଲେଶ୍ୱରରୁ ୧୨୪, ଦେବଗଡ଼ରୁ ୧୦୩, ବୌଦ୍ଧରୁ ୮୭, କେନ୍ଦ୍ରାପଡ଼ାରୁ ୭୭, କୋରାପୁଟରୁ ୬୮, କନ୍ଧମାଳରୁ ୫୫, ମାଲକାନଗିରିରୁ  ୫୪ ଓ ଢେଙ୍କାନାଳରୁ ୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story