ରାଉରକେଲାକୁ ପଠାଯିବ ଅଧିକ ୨୦ ଡାକ୍ତର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଚକିତ୍ସା ପାଇଁ ରାଉରକେଲାକୁ ଖୁବଶୀଘ୍ର ଅଧିକ ୨୦ଜଣ ଡାକ୍ତର ପଠାଯିବ। ଦିନେଦୁଇଦିନ ମଧ୍ୟରେ ସେମାନେ କାର୍ଯ୍ୟରେ ଯୋଗ ଦେବେ। ସୁନ୍ଦରଗଡ଼ ଜିଲ୍ଲାକୁ ଗସ୍ତ କରି କରୋନା ସ୍ଥିତିର ସମୀକ୍ଷା କରିବା ପରେ ମୁଖ୍ୟ ସଚିତ ଅସିତ୍ କୁମାର ତ୍ରିପାଠୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯାଇ କୋଭିଡ୍ ସ୍ଥିତିର ସମୀକ୍ଷା କରିଥିଲେ। […]

asit-tipathi

asit-tipathi

Manoranjan Sial
  • Published: Tuesday, 08 September 2020
  • Updated: 08 September 2020, 09:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଚକିତ୍ସା ପାଇଁ ରାଉରକେଲାକୁ ଖୁବଶୀଘ୍ର ଅଧିକ ୨୦ଜଣ ଡାକ୍ତର ପଠାଯିବ। ଦିନେଦୁଇଦିନ ମଧ୍ୟରେ ସେମାନେ କାର୍ଯ୍ୟରେ ଯୋଗ ଦେବେ। ସୁନ୍ଦରଗଡ଼ ଜିଲ୍ଲାକୁ ଗସ୍ତ କରି କରୋନା ସ୍ଥିତିର ସମୀକ୍ଷା କରିବା ପରେ ମୁଖ୍ୟ ସଚିତ ଅସିତ୍ କୁମାର ତ୍ରିପାଠୀ ଏହି ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯାଇ କୋଭିଡ୍ ସ୍ଥିତିର ସମୀକ୍ଷା କରିଥିଲେ। ଏହାପରେ ଶ୍ରୀ ତ୍ରିପାଠୀ କହିଥିଲେ ଯେ, କୋଭିଡ୍ ପରିଚାଳନାରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର କାର୍ଯ୍ୟ ସନ୍ତୋଷଜନକ ରହିଛି। ଜିଲ୍ଲାରେ ଏବେ କରୋନା ପଜେଟିଭ୍ ହାର ୧% ରହିଛି। ଏବେ ଜିଲ୍ଲାରେ ୨ଟି ଆଇସିୟୁ କାର୍ଯ୍ୟ କରୁଥିବାବେଳେ ଖୁବଶୀଘ୍ର ଆଉ ଗୋଟିଏ ଆଇସିୟୁ ପ୍ରତିଷ୍ଠା କରାଯିବ। କୋଭିଡ୍ ନିରାକରଣ, ଘରକୁ ଘର ସର୍ଭେ ଓ ବ୍ୟାପକ ସଚେତନତା ନିମନ୍ତେ ଜନପ୍ରତିନିଧି, ଜନ ଅନୁଷ୍ଠାନ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସାମିଲ କରି ଜନସମ୍ପର୍କ ଅଭିଯାନ ଆରମ୍ଭ କରିବା ନିମନ୍ତେ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ରାଉରକେଲା ପୌର ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଶୁକ୍ରବାରଠୁ ଏହି ଅଭିଯାନ ଆରମ୍ଭ ହେବ। ରାଉରକେଲାରେ ଏବେ ଗୋଟିଏ ପ୍ଲାଜା ବ୍ୟାଙ୍କ କାର୍ଯ୍ୟ କରୁଛି। ରାଉରକେଲା ସହରରେ ପ୍ରାୟ ୨୫% ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ଯାହାକି ଏକ ଶୁଭସୂଚନ। ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ପଂଚାୟତରେ ୨୯୭ଟି କୋଭିଡ୍ କେୟାର ସେଣ୍ଟର ଖୋଲାଯାଇଛି। ସେସବୁରେ ଥିବା ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବାରୁ ଅଧିକାଂଶ ସେଣ୍ଟର ଖାଲି ହୋଇଛି।

ଏହି ଗସ୍ତବେଳେ ହାଇଟେକ୍ ହସ୍ପିଟାଏ ଜେପି ହସ୍ପିଟାଲ, ଶାନ୍ତି ସ୍ମାରକୀ ହସ୍ପିଟାଲ ଗସ୍ତ କରି ଉଭୟ ଅଧିକାରୀ ଚିକିତ୍ସା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଏହି ସମୀକ୍ଷାବେଳେ ସୁନ୍ଦରଗଡ଼ ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱନେଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story