ଓଡ଼ିଶାରେ କରୋନାରେ ପ୍ରାଣ ହରାଇଛନ୍ତି ୨୦ ହଜାରରୁ ଅଧିକ ଲୋକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀରେ ୨୦୨୦ରୁ ୨୦୨୨ ମସିହା ମଧ୍ୟରେ ୨୦ହଜାରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହି ମୃତ୍ୟୁ ସଂଖ୍ୟା ୯୨୦୪ ବୋଲି ଦର୍ଶାଉଥିଲେ ମଧ୍ୟ ଏହି ସଂଖ୍ୟା ୨୦ହଜାରୁ ଅଧିକ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି । ତେବେ ସରକାର କୋଭିଡଜନିତ ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି ଓ ଏଥିପାଇଁ ଏକ ଶ୍ୱେତପତ୍ର ଆଣନ୍ତୁ ବୋଲି ବିରୋଧୀ ଦଳ ଦାବି କରିଛନ୍ତି […]

corona

corona

Ordigital Desk
  • Published: Thursday, 01 December 2022
  • Updated: 01 December 2022, 09:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀରେ ୨୦୨୦ରୁ ୨୦୨୨ ମସିହା ମଧ୍ୟରେ ୨୦ହଜାରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହି ମୃତ୍ୟୁ ସଂଖ୍ୟା ୯୨୦୪ ବୋଲି ଦର୍ଶାଉଥିଲେ ମଧ୍ୟ ଏହି ସଂଖ୍ୟା ୨୦ହଜାରୁ ଅଧିକ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି । ତେବେ ସରକାର କୋଭିଡଜନିତ ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି ଓ ଏଥିପାଇଁ ଏକ ଶ୍ୱେତପତ୍ର ଆଣନ୍ତୁ ବୋଲି ବିରୋଧୀ ଦଳ ଦାବି କରିଛନ୍ତି ।

ବିଧାନସଭାରେ ଆଜି ବିଧାୟକ ନବ ଚରଣ ମାଝୀ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ, କୋଭିଡ-୧୯ ମହାମାରୀ ଯୋଗୁ ୨୦୨୦ରୁ ୨୦୨୨ ମସିହା ମଧ୍ୟରେ ଏପର୍ଯ୍ୟନ୍ତ ୨୦ହଜାରରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସେହିପରି ରାଜ୍ୟରେ ୨୦୧୨ରୁ ୨୦୨୨ ମସିହା ମଧ୍ୟରେ ବାତ୍ୟା, ବନ୍ୟା, ମରୁଡ଼ି ଓ ବର୍ଷା ଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଆସିଥିଲେ ମଧ୍ୟ ସେଥିରେ ମୃତ୍ୟୁ ସଂଖ୍ୟା ମାତ୍ର ୨୨୭ ମଧ୍ୟରେ ସୀମିତ ରହିଛି ।

୨୦୧୨ ଓ ୨୦୧୬ ମସିହାରେ ରାଜ୍ୟରେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସିନଥିବାବେଳେ ୨୦୧୮ ମସିହାର ବାତ୍ୟା ‘ତିତଲି’ରେ ସର୍ବାଧିକ ୭୨ଜଣ ଓ ବାତ୍ୟା ‘ଫନି’ରେ ୬୪ଜଣଙ୍କ ମୃତ୍ୟୁ ହୋଇଛି । ୨୦୨୦ରେ ପ୍ରବଳ ବନ୍ୟା ଓ ବର୍ଷା ଯୋଗୁ ୩୮ଜଣ, ୨୦୨୧ରେ ବନ୍ୟା ଓ ବର୍ଷା ଯୋଗୁ ୧୩ଜଣ ଏବଂ ୨୦୨୨ରେ ବନ୍ୟା ଓ ବର୍ଷାରେ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ଗତ ଦୁଇଦିନ ତଳେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଥିଲେ ଯେ, ରାଜ୍ୟର ମୋଟ ୨୨୪ଜଣ ସରକାରୀ କର୍ମଚାରୀ କୋଭିଡରେ ପ୍ରାଣ ହରାଇଛନ୍ତି । ରାଜ୍ୟ ସରକାରଙ୍କ ୧୭ଟି ବିଭାଗରେ କାର୍ଯ୍ୟରତ ମୋଟ ୨୨୪ଜଣ କର୍ମଚାରୀଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହି କୋଭିଡ୍ ଯୋଦ୍ଧାମାନଙ୍କୁ ସରକାର ଚିହ୍ନଟ କରିଛନ୍ତି ଓ ସେମାନଙ୍କ ମଧ୍ୟରୁ ୧୭୭ଜଣଙ୍କ ଜ୍ଞାତିକୁଟୁମ୍ବଙ୍କୁ ପ୍ରତିଶ୍ରୁତି ମୁତାବକ କୋଭିଡ୍ ସହାୟତା ବାବଦରେ ୫୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ବାକି ୪୭ଜଣଙ୍କ ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ରହିଛି । କରୋନାରେ ପ୍ରାଣ ହରାଇଥିବା ସରକାରୀ କର୍ମଚାରୀଙ୍କ ମଧ୍ୟରେ ସର୍ବାଧିକ ଗୃହ ବିଭାଗରେ ୭୬ଜଣ, ସ୍ୱାସ୍ଥ୍ୟ ବିଭାଗରେ ୬୦ଜଣ, ପଂଚାୟତିରାଜ ବିଭାଗରେ ୨୫ଜଣ, ମହିଳା ଓ ଶିଶୁବିକାଶ ବିଭାଗରେ ୧୯ଜଣ, ନଗର ଉନ୍ନୟନ ବିଭାଗରେ ୧୬ଜଣ, ସ୍କୁଲ ଓ ଗଣଶିକ୍ଷା ବିଭାଗରେ ୯ଜଣ ଏଭଳି ମୋଟ ୨୨୪ଜଣ କୋଭିଡ୍ ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି ।

ଆଜି କଂଗ୍ରେସ ଓ ବିଜେପିର ସଦସ୍ୟମାନେ ଏହି କୋଭିଡଜନିତ ମୃତ୍ୟୁର ସଂଖ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି । ସରକାର ଜାଣିଶୁଣି କୋଭିଡ୍ ମୃତ୍ୟୁ ସଂଖ୍ୟାକୁ କମ୍ ଦେଖାଉଛନ୍ତି ବୋଲି ବିଜେପି ଓ କଂଗ୍ରେସ କହିଛନ୍ତି ।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କରୋନାରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ରାଜ୍ୟ ସରକାର ୫୦ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ସହାୟତା ରାଶି ପ୍ରଦାନ କରୁଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story