କେଉଁଠି ବାହାଘର ତ କେଉଁଠି ଏକୋଇଶା ଭୋଜି ଖାଇ ୫୦ରୁ ଊର୍ଦ୍ଧ୍ୱ ଅସୁସ୍ଥ

ସମ୍ବଲପୁର/ଭଦ୍ରକ(ଓଡ଼ିଶା ରିପୋର୍ଟର): କେଉଁଠି ବାହାଘର ଭୋଜି ତ କେଉଁଠି ଏକୋଇଶା ଭୋଜି ଖାଇ ଅସୁସ୍ଥ ହେଲେ ଲୋକେ। ଏପରି ଘଟଣା ଗତକାଲି ସମ୍ବଲପୁର ଓ ଭଦ୍ରକରେ ଘଟିଥିବା ବେଳେ ଉଭୟ ସ୍ଥାନରେ  ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଲୋକ ଅସୁସ୍ଥ ହୋଇ ପଡ଼ିଥିବା ଜଣାଯାଇଛି।  ସମ୍ବଲପୁରରେ ବିବାହ ଭୋଜି ଖାଇ ୧୬ ଜଣ ଅସୁସ୍ଥ ହୋଇ ପଡ଼ିଥିବା ବେଳେ ଭଦ୍ରକରେ ଏକୋଶିଆ ଭୋଜି ଖାଇ  ୪୦ରୁ ଊର୍ଦ୍ଧ୍ୱ ଅସୁସ୍ଥ ହୋଇ ପଡ଼ିଥିବା ଜଣାଯାଇଛି। ଗତକାଲି ବୌଦ୍ଧ ବଘିଆପଡ଼ା ଅଞ୍ଚଳରୁ […]

sambalpur

sambalpur

Niharika Rout
  • Published: Saturday, 23 April 2022
  • Updated: 23 April 2022, 12:36 PM IST

Sports

Latest News

ସମ୍ବଲପୁର/ଭଦ୍ରକ(ଓଡ଼ିଶା ରିପୋର୍ଟର): କେଉଁଠି ବାହାଘର ଭୋଜି ତ କେଉଁଠି ଏକୋଇଶା ଭୋଜି ଖାଇ ଅସୁସ୍ଥ ହେଲେ ଲୋକେ। ଏପରି ଘଟଣା ଗତକାଲି ସମ୍ବଲପୁର ଓ ଭଦ୍ରକରେ ଘଟିଥିବା ବେଳେ ଉଭୟ ସ୍ଥାନରେ  ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଲୋକ ଅସୁସ୍ଥ ହୋଇ ପଡ଼ିଥିବା ଜଣାଯାଇଛି।  ସମ୍ବଲପୁରରେ ବିବାହ ଭୋଜି ଖାଇ ୧୬ ଜଣ ଅସୁସ୍ଥ ହୋଇ ପଡ଼ିଥିବା ବେଳେ ଭଦ୍ରକରେ ଏକୋଶିଆ ଭୋଜି ଖାଇ  ୪୦ରୁ ଊର୍ଦ୍ଧ୍ୱ ଅସୁସ୍ଥ ହୋଇ ପଡ଼ିଥିବା ଜଣାଯାଇଛି।

ଗତକାଲି ବୌଦ୍ଧ ବଘିଆପଡ଼ା ଅଞ୍ଚଳରୁ ୩୦ରୁ ୪୦ ଜଣ କନ୍ୟା ଯାତ୍ରୀ ସମ୍ବଲପୁର ଆସିଥିଲେ । ଭୋଜି ଖାଇବା ପରେ ସେମାନଙ୍କ ମଧ୍ୟରୁ  ୧୬ ଜଣ ବାନ୍ତି ଓ ଅନ୍ୟ ଅସୁସ୍ଥତା କାରଣରୁ  ସମ୍ବଲପୁର ସଦର ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ଗତକାଲି ପ୍ରାଥମିକ ଚିକିତ୍ସା ପରେ ୭ ଜଣ ଘରକୁ ଫେରିଛନ୍ତି । ଅନ୍ୟମାନଙ୍କ  ଅବସ୍ଥା ଏବେ ସ୍ୱାଭାବିକ ଥିବା ଜଣାପଡ଼ିଛି ।

[caption id="attachment_729453" align="aligncenter" width="650"]jajpur ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଅସୁସ୍ଥ ।[/caption]

ଏହାବାଦ, ଭଦ୍ରକ ଜିଲ୍ଲା ହସନାବାଦ ଅଷ୍ଟକ ଗାଁରେ ଗତକାଲି ଏକ ଏକୋଇଶିଆ ଭୋଜି ହୋଇଥିଲା । ସେଠାରେ ସମସ୍ତେ ପୁରୀ, ଘାଣ୍ଟ ସହ ସିରିଣୀ ଓ ପଞ୍ଚାମୃତ ଖାଇଥିଲେ  । ଏହାପରେ ୪୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଅସୁସ୍ଥ ହୋଇପଡ଼ିଥିଲେ ।

ଅସୁସ୍ଥମାନଙ୍କୁ ଯାଜପୁର ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।  ଫୁଡ୍ ପଏଜନିଂ କାରଣରୁ ଏପରି ହୋଇଥିବା ବେଳେ ଆକ୍ରାନ୍ତମାନେ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story