ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ୫୦୦ ଅତିକ୍ରମ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୩ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୫୨୭ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୩୩୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିବା ବେଳେ ୧୮୯ଟି ଲୋକାଲ୍ କେସ୍ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Covid-19 Report For 7th July
New Positive Cases: 527
In Quarantine: 338
Local Contacts: 189(Details of local contacts will be shared by concerned Dist Administration)
District Wise Cases
1. Angul: 1
2. Balasore: 26
3. Bargarh: 1
4. Bhadrak: 2
5. Bolangir: 21
6. Cuttack: 17— I & PR Department, Odisha (@IPR_Odisha) July 8, 2020
7. Dhenkanal: 1
8. Gajapati: 3
9. Ganjam: 215
10. Jagatsinghpur: 4
11. Jajpur: 25
12. Jharsuguda: 4
13. Kendrapada: 5
14. Keonjhar: 7
15. Khorda: 50
16. Koraput: 6
17. Malkangiri: 3
18. Mayurbhanj: 10
19. Nawarangpur: 3
20. Nayagarh: 18
21. Nuapada: 4
22. Puri: 16
23. Rayagada: 1— I & PR Department, Odisha (@IPR_Odisha) July 8, 2020
24. Sambalpur: 1
25. Sonepur: 5
26. Sundargarh: 78New Recoveries: 217
Cumulative Tested: 308698
Positive: 10624
Recovered: 6703
Active Cases: 3860— I & PR Department, Odisha (@IPR_Odisha) July 8, 2020
ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଖୋର୍ଦ୍ଧାରୁ ୫୦, ଯାଜପୁରରୁ ୨୫, ମୟୂରଭଞ୍ଜ ଜିଲ୍ଲାରୁ ୧୦, କେନ୍ଦୁଝରରୁ ୭, କୋରାପୁଟରୁ ୬, କେନ୍ଦ୍ରାପଡ଼ାରୁ ୫, ଝାରସୁଗୁଡ଼ା, ନୂଆପଡ଼ା, ଜଗତସିଂହପୁର ଜିଲ୍ଲାରୁ ୪ ଜଣ ଲେଖା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱରରୁ ୨୬, ବଲାଙ୍ଗିର ଜିଲ୍ଲାରୁ ୨୧, ନୟାଗଡ଼ରୁ ୧୮, କଟକ ଜିଲ୍ଲାରୁ ୧୭, ପୁରୀରୁ ୧୬, ମାଲକାନଗିରି, ଗଜପତି, ନବରଙ୍ଗପୁରରୁ ୩, ଭଦ୍ରକରୁ ୨, ଅନୁଗୁଳ, ବରଗଡ଼, ଢେଙ୍କାନାଳ, ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪ରେ ପହଞ୍ଚିଛି। ସେଥିମଧ୍ୟରୁ ୬୭୦୩ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଆକ୍ଟିଭ କେସ୍ ହେଉଛି ୬୭୦୩।