ମାଆଙ୍କ ହୁଣ୍ଡିରୁ ମିଳିଲା କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା

କଲ୍ୟାଣସିଂହପୁର (ମାଉଡି ବାରିକ): ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀଙ୍କ ହୁଣ୍ଡିରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ମିଳିଛି। ଏଥିସହ ସୁନା ଓ ରୁପା ମଧ୍ୟ ମିଳିଛି। ରାଜ୍ୟ ଓ ଦେଶ ବାହାରୁ ଆସୁଥିବା ଭକ୍ତମାନେ ମାଆଙ୍କ ହୁଣ୍ଡିରେ ଏହି ସବୁ ଅର୍ଥ ଦାନ କରିଥିବା ଜଣାପଡ଼ିଛି। ଏଥର ମାଆଙ୍କ ହୁଣ୍ଡିରୁ ଡଲାର ବାହାରିଛି। ବୁଧବାର ମାଆ ମଝିଘରିଆଣୀଙ୍କ ହୁଣ୍ଡି ଖୋଲାଯାଇଥିଲା। ବିଳମ୍ୱିତ ରାତି ପର୍ଯ୍ୟନ୍ତ ଚାଲିଥିଲା ଗଣନା। ମାଆଙ୍କ ହୁଣ୍ଡିରୁ ନଗଦ ୧ କୋଟି ୧ ଲକ୍ଷ […]

Maa

Maa

Manoranjan Sial
  • Published: Thursday, 25 August 2022
  • Updated: 25 August 2022, 05:01 PM IST

କଲ୍ୟାଣସିଂହପୁର (ମାଉଡି ବାରିକ): ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀଙ୍କ ହୁଣ୍ଡିରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ମିଳିଛି। ଏଥିସହ ସୁନା ଓ ରୁପା ମଧ୍ୟ ମିଳିଛି। ରାଜ୍ୟ ଓ ଦେଶ ବାହାରୁ ଆସୁଥିବା ଭକ୍ତମାନେ ମାଆଙ୍କ ହୁଣ୍ଡିରେ ଏହି ସବୁ ଅର୍ଥ ଦାନ କରିଥିବା ଜଣାପଡ଼ିଛି। ଏଥର ମାଆଙ୍କ ହୁଣ୍ଡିରୁ ଡଲାର ବାହାରିଛି।

ବୁଧବାର ମାଆ ମଝିଘରିଆଣୀଙ୍କ ହୁଣ୍ଡି ଖୋଲାଯାଇଥିଲା। ବିଳମ୍ୱିତ ରାତି ପର୍ଯ୍ୟନ୍ତ ଚାଲିଥିଲା ଗଣନା। ମାଆଙ୍କ ହୁଣ୍ଡିରୁ ନଗଦ ୧ କୋଟି ୧ ଲକ୍ଷ ୨୩ ହଜାର ୩୮୦ ଟଙ୍କା, ୧୦୪ ଗ୍ରାମ ସୁନା ଓ ୨ କିଲୋ ୬୭୯ ଗ୍ରାମ ରୁପା ମିଳିଛି। ଏହା ସର୍ବକାଳୀନ ରେକର୍ଡ ବୋଲି ଜଣାପଡ଼ିଛି।

ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ୱବଧାନରେ ପୁଲିସର କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା, ବ୍ୟାଙ୍କ କର୍ମଚାରୀ, ମହିଳା ସେଚ୍ଛାସେବୀ ସଙ୍ଗଠନର ସଦସ୍ୟ ଓ କେତେକ ଛାତ୍ରଛାତ୍ରୀଙ୍କ ସହିତ ୧୫୦ ଜଣ ଗଣନ୍ତି କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

୨୦୨୨ ମାର୍ଚ୍ଚ ୧୬ ତାରିଖରେ ଶେଷ ଥର ପାଇଁ ମାଆଙ୍କ ହୁଣ୍ଡି ଖୋଲା ଯାଇଥିଲା।  ସେତେବେଳେ ହୁଣ୍ଡିରୁ ୭୫ ଲକ୍ଷ ୮୮ ହାଜର ୪୦୫ ଟଙ୍କା, ୫୪.୩୨ ଗ୍ରାମ ସୁନା ଓ ୨୬୦୬ ଗ୍ରାମ ରୁପା ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story