ଆଗପଛ ହୋଇ ଚାଲିଗଲେ ମାଆ-ଝିଅ, ସତ୍କାର କରିବାକୁ ଆସିଲେନି ସାହିଭାଇ

ଆସିକା (ମନୋଜ ମୁନୀ): କରୋନା ମହାମାରୀ ବେଳରେ ମାଆ-ଝିଅ ଆଗପଛ ହୋଇ ଅଫେରା ରାଇଜକୁ ଚାଲିଗଲେ। ହେଲେ ମୃତଦେହ ଉଠାଇବାକୁ ସାହି-ଭାଇ ଆସିଲେ ନାହିଁ। ମାଆ-ଝିଅଙ୍କ ମୃତ୍ୟୁ କରୋନାରେ ହୋଇଥିବା ସନ୍ଦେହ କରି ଆସିବାକୁ ରୋକ୍‌ଠୋକ୍‌ ଭାବେ ମନା କରିଦେଇଥିଲେ। ଶେଷରେ ପ୍ରଶାସନିକ ଅଧିକାରୀଙ୍କ ହସ୍ତକ୍ଷେପ ପରେ ସ୍ୱେଚ୍ଛାସେବୀ ଓ ପରିବାର ଲୋକେ ପିପିଇ କିଟ୍‌ ପିନ୍ଧି ଶବ ସତ୍କାର କରିଛନ୍ତି। ଆଜି ଏପରି ଘଟଣା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଧର୍ମରାୟପୁର ଗାଁରେ ଘଟିଛି। ପୂରା […]

Ganjam

Ganjam

Manoranjan Sial
  • Published: Saturday, 15 May 2021
  • Updated: 15 May 2021, 04:10 PM IST

Sports

Latest News

ଆସିକା (ମନୋଜ ମୁନୀ): କରୋନା ମହାମାରୀ ବେଳରେ ମାଆ-ଝିଅ ଆଗପଛ ହୋଇ ଅଫେରା ରାଇଜକୁ ଚାଲିଗଲେ। ହେଲେ ମୃତଦେହ ଉଠାଇବାକୁ ସାହି-ଭାଇ ଆସିଲେ ନାହିଁ। ମାଆ-ଝିଅଙ୍କ ମୃତ୍ୟୁ କରୋନାରେ ହୋଇଥିବା ସନ୍ଦେହ କରି ଆସିବାକୁ ରୋକ୍‌ଠୋକ୍‌ ଭାବେ ମନା କରିଦେଇଥିଲେ। ଶେଷରେ ପ୍ରଶାସନିକ ଅଧିକାରୀଙ୍କ ହସ୍ତକ୍ଷେପ ପରେ ସ୍ୱେଚ୍ଛାସେବୀ ଓ ପରିବାର ଲୋକେ ପିପିଇ କିଟ୍‌ ପିନ୍ଧି ଶବ ସତ୍କାର କରିଛନ୍ତି। ଆଜି ଏପରି ଘଟଣା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଧର୍ମରାୟପୁର ଗାଁରେ ଘଟିଛି।

ପୂରା ଘଟଣାଟି ଏମିତି। ଶୁକ୍ରବାର ରାତିରେ ସାନଖେମୁଣ୍ଡି ବ୍ଲକ୍‌ ଧର୍ମରାୟପୁର ଗାଁର ତମାଳ ପଣ୍ଡା(୭୦)ଙ୍କର ମୃତ୍ୟୁ ଘଟିଥିଲା। ମୃତଦେହ ସଂସ୍କାର ପାଇଁ ପରିବାର ଲୋକ ସାହି-ଭାଇଙ୍କୁ ଡାକିଥିଲେ। ମାତ୍ର କେହି ଆସିଲେ ନାହିଁ। ରାତି ସାରା ସେମିତି ପଡ଼ି ରହିଲା ମୃତଦେହ। ଦୁର୍ଭାଗ୍ୟକୁ ଶନିବାର ସକାଳେ ତମାଳଙ୍କ ଘରେ ରହୁଥିବା ବିବାହିତ ଝିଅ ନଳିନୀ କୁମାରୀ ଆଚାର୍ଯ୍ୟ(୩୮)ଙ୍କ ମୃତ୍ୟୁ ଘଟିଥିଲା। ମାଆ-ଝିଅଙ୍କ ମୃତଦେହ ସତ୍କାର ପାଇଁ ପରିବାର ଲୋକେ ପୁଣି ଥରେ ସାହି-ଭାଇଙ୍କୁ ଡାକି ଥିଲେ। ମାତ୍ର କରୋନା ଭୟରେ କେହି ଆସିବାକୁ ମନା କରିଦେଇଥିଲେ। ଯାହାକୁ ନେଇ ନେଇ ଚିନ୍ତାରେ ପଡ଼ିଯାଇଥିଲେ ପରିବାର ଲୋକ।

ମୃତକଙ୍କ ପରିବାର ଲୋକେ ଏନେଇ ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ। ଖବର ପାଇ ଗାଁରେ ପହଞ୍ଚିଥିଲେ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ, ତହସିଲଦାର ଡକ୍ଟର ଶ୍ରୀନିବାସ ବେହେରା ଓ ପାଟପୁର ଆଇଆଇସି ସବ୍ୟସାଚୀ ମଲ୍ଲ ଧର୍ମରାୟପୁର। ଏମାନେ ସମସ୍ତେ ଗାଁ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର କେହି ରାଜି ହୋଇନଥିଲେ। ପରେ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏରେଣ୍ଡ୍ର। ଗାଁର ଦୁଇ ସ୍ୱେଚ୍ଛାସେବୀ ବୁଡୁ ବରାଡ, ମଙ୍ଗୁଲୁ ଜେନା ଓ ମୃତ ତମାଳଙ୍କ ପୁଅ ଏବଂ ଜ୍ୱାଇ ପିପିଇ କିଟ୍‌ ପିନ୍ଧି ମାଆ-ଝିଅଙ୍କ ମୃତଦେହକୁ ସତ୍କାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story