ହଂସୁଆରେ ଭାସୁଛି ମାଆର ମୃତଦେହ, ଆଉ ଗାଁ ପୋଖରୀରେ ଝିଅ

ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ): ମାଆ ନିଖୋଜ ନେଇ ଝିଅ ଥାନାରେ ଅଭିଯୋଗ କରିଥିଲା। ଗତକାଲି ହଂସୁଆ ନଦୀରୁ ମାଆର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଥାନାରେ ଅଭିଯୋଗ କରିଥିବା ଝିଅର ମୃତଦେହ ଗାଁ ପୋଖରୀରୁ ମିଳିଛି। ଏପରି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଞ୍ଚଳରେ ଘଟିଛି। ପୁଲିସ ମୃତଦେହ ଜବତ କରି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ପତିତ ପାବନ ନାଥ, ତାଙ୍କ ସ୍ତ୍ରୀ ପ୍ରମିଳା ନାଥ ଓ ତାଙ୍କର ଦୁଇ ଝିଅ […]

mother-and-daughter-death-in-kendrapara-district

Manoranjan Sial
  • Published: Monday, 21 September 2020
  • Updated: 21 September 2020, 04:20 PM IST

Sports

Latest News

ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ): ମାଆ ନିଖୋଜ ନେଇ ଝିଅ ଥାନାରେ ଅଭିଯୋଗ କରିଥିଲା। ଗତକାଲି ହଂସୁଆ ନଦୀରୁ ମାଆର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଥାନାରେ ଅଭିଯୋଗ କରିଥିବା ଝିଅର ମୃତଦେହ ଗାଁ ପୋଖରୀରୁ ମିଳିଛି। ଏପରି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଞ୍ଚଳରେ ଘଟିଛି। ପୁଲିସ ମୃତଦେହ ଜବତ କରି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ପତିତ ପାବନ ନାଥ, ତାଙ୍କ ସ୍ତ୍ରୀ ପ୍ରମିଳା ନାଥ ଓ ତାଙ୍କର ଦୁଇ ଝିଅ ଶ୍ୱଶୁର ଘର ମହୁଲିଆ ପଞ୍ଚାୟତ ମାଣପଡ଼ା ଗାଁରେ ରୁହନ୍ତି। ଗତ ଶନିବାର ପତିତ ପାବନଙ୍କ ପତ୍ନୀ ପ୍ରମିଳା କେଉଁଆଡ଼େ ଚାଲି ଚାଲି ଯାଇଥିଲେ। ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ ମଧ୍ୟ ପାଇନଥିଲେ। ପରେ ପ୍ରମିଳାଙ୍କ ଚପଲ ଓ ମୋବାଇଲ୍‌ ମାଟିଆ ମଙ୍ଗଳା ମନ୍ଦିର ନିକଟସ୍ଥ ହଂସୁଆ ନଦୀ ପଠାରୁ ମିଳିଥିଲା। ଏନେଇ ପ୍ରମିଳାଙ୍କ ବଡ଼ ଝିଅ ସତ୍ୟପ୍ରିୟା ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଗତକାଲି ଅର୍ଥାତ ଶନିବାର ପ୍ରମିଳାଙ୍କ ମୃତଦେହ ହଂସୁଆ ନଦୀରେ ଭାସୁଥିବା ଦେଖିବା ମିଳିଥିଲେ। ଏ ନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଉଦ୍ଧାର କରିଥିଲା। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମାଆ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିବା ଝିଅର ମୃତଦେହ ଆଜି ସକାଳେ ଗାଁ ପୋଖରୀରୁ ମିଳିଛି। କେଉଁ ପରିସ୍ଥିତିରେ ମାଆ ଓ ଝିଅଙ୍କ ମୃତ୍ୟୁ ହେଲା, ତାହା ଜଣା ପଡ଼ି ନାହିଁ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବାପା ପତିତ ପାବନଙ୍କ ଅଭିଯୋଗ ଆଧାରରେ ପୁଲିସ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story