ଟ୍ୟୁସନ୍‌ ସାର୍‌ ଓ ମା‘ର ଲଭ୍‌ଷ୍ଟୋରୀରେ ପାଚେରୀ ଥିଲା ପିଲା, ମାରିଦେଲେ!

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ପିଲାଙ୍କୁ ଟ୍ୟୁସନ୍‌ କରିବାକୁ ଆସୁଥିଲେ ସାର୍‌। ହେଲେ ପିଲାଙ୍କ ମା’ଙ୍କୁ ପଢ଼ାଇଲେ ପ୍ରେମ ପାଠ। ତାଙ୍କ ପ୍ରେମରେ ହେଲେ ଉବୁଟୁବୁ। ୩ ବର୍ଷର କୁନି ପୁଅ ପ୍ରତିବନ୍ଧକ ସାଜିବାରୁ ଜନ୍ମକଲା ମା’ ଓ ତାଙ୍କ ପ୍ରେମିକ ମିଶି ମାରିଦେଲେ! ଏପରି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ରାକ୍ଷସୀ ମାଆ ଓ ତାଙ୍କ ପ୍ରେମିକକୁ ଗିରଫ କରି ତଦନ୍ତ […]

Kendrapara

Kendrapara

Manoranjan Sial
  • Published: Monday, 03 October 2022
  • Updated: 04 October 2022, 08:23 AM IST

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ପିଲାଙ୍କୁ ଟ୍ୟୁସନ୍‌ କରିବାକୁ ଆସୁଥିଲେ ସାର୍‌। ହେଲେ ପିଲାଙ୍କ ମା’ଙ୍କୁ ପଢ଼ାଇଲେ ପ୍ରେମ ପାଠ। ତାଙ୍କ ପ୍ରେମରେ ହେଲେ ଉବୁଟୁବୁ। ୩ ବର୍ଷର କୁନି ପୁଅ ପ୍ରତିବନ୍ଧକ ସାଜିବାରୁ ଜନ୍ମକଲା ମା’ ଓ ତାଙ୍କ ପ୍ରେମିକ ମିଶି ମାରିଦେଲେ! ଏପରି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ରାକ୍ଷସୀ ମାଆ ଓ ତାଙ୍କ ପ୍ରେମିକକୁ ଗିରଫ କରି ତଦନ୍ତ ଚଳାଇଛି।

ପୂରା ଘଟଣା ଏମିତି। ପଟ୍ଟାମୁଣ୍ଡାଇ ଥାନା ମାଟିଆପଡ଼ା ଗାଁର ସୁକାନ୍ତ ନାଥ। ସେ ଦୁହିଡ଼ିପୁର ଗାଁର ସସ୍ମିତା ନାଥଙ୍କୁ ବିବାହ କରିଥିଲେ। ବିବାହ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ପାରିବାରିକ ସଂସାର ଠିକ୍‌ଠାକ୍‌ ଚାଲିଥିଲା। ସୁକାନ୍ତ ରାଜ୍ୟ ବାହାରେ କାମଦାମ କରି ଯାହା ଉପାର୍ଜନ କରନ୍ତି, ସେଥିରେ ଚଳେ ପୂରା ପରିବାର। ଇତି ମଧ୍ୟ ଉଭୟଙ୍କ ଔରଷରୁ ୩ଟି ପିଲା ହୋଇଥିଲା। ଦୁଇ ପୁଅ ଓ ଗୋଟିଏ ଝିଅ।

ବଡ଼ପୁଅ ଓ ଝିଅଙ୍କ ପାଠ ପଢ଼ିବା ପାଇଁ ସ୍ୱାମୀଙ୍କ ଅନୁମତିରେ ରଶ୍ମୀତା ପଟ୍ଟାମୁଣ୍ଡାଇ ଟାଉନ୍‌କୁ ପଳାଇ ଆସିଥିଲେ। ସେଠାରେ ଘର ଭଡ଼ା ନେଇ ରହୁଥିଲେ। ଏହା ପରେ ବଡ଼ପୁଅ ଓ ଝିଅଙ୍କୁ ପାଠ ପଢ଼ାଇବା ପାଇଁ ଆସିଲେ ଜଣେ ଟ୍ୟୁସନ୍‌ ମାଷ୍ଟର। ମାଷ୍ଟ୍ରେ ଆଜ୍ଞା ପିଲାଙ୍କୁ ପାଠ କମ୍‌, କିନ୍ତୁ ତାଙ୍କ ମା’ଙ୍କୁ ଅଧିକ ପ୍ରେମ ପାଠ ପଢ଼ାଇବା ଆରମ୍ଭ କଲେ। ବେଶ୍‌ କିଛି ଦିନ ଆଖିଆଖିର ଲଢ଼େଇ ପରେ ଆରମ୍ଭ ହୋଇଥିବା ପ୍ରେମ। ପରସ୍ପରର ପ୍ରେମରେ ପଡ଼ି ଉବୁଟୁବୁ ହେଲେ ରଶ୍ମୀତା ଓ ଟ୍ୟୁସନ ସାର୍‌।

ରଶ୍ମୀତାଙ୍କ ବଡ଼ ପୁଅ ଓ ଝିଅ ସବୁ ଜାଣିପାରୁଥିଲେ। ହେଲେ ମାଡ଼ ଭୟରେ ମୁହଁ ଖୋଲୁ ନଥିଲେ। ଯେଉଁଦିନ ଟ୍ୟୁସନ୍‌ ରହୁନଥିଲା, ସେଦିନ ରଶ୍ମୀତାଙ୍କ ବଡ଼ପୁଅ ଓ ଝିଅ ମାମୁ ଘରକୁ ପଳାଇ ଯାଉଥିଲେ। ଘରେ କେବଳ ୩ ବର୍ଷର ସାନ ପୁଅ ଓ ରଶ୍ମୀତା ରହୁଥିଲେ। ଏହାର ସୁଯୋଗ ନେଇ କ୍ଲାସ ନଥିଲେ ମଧ୍ୟ ସାର୍‌ ତାଙ୍କ ପ୍ରେମିକା ରଶ୍ମୀତାଙ୍କ ଘରକୁ ଆସୁଥିଲେ। ଆଉ ତାଙ୍କ ସହ ପୂରା ଦିନ କାଟୁଥିଲେ।

ତେବେ ପ୍ରେମିକ ସାରଙ୍କ ପ୍ରେମରେ ପ୍ରତିବନ୍ଧକ ସାଜିଥିଲା ରଶ୍ମୀତାଙ୍କ ୩ ବର୍ଷର ପୁଅ। ତେଣୁ ଛୁଆକୁ ରାସ୍ତାରୁ ହଟାଇବା ପାଇଁ ଉଭୟ(ରଶ୍ମୀତା ଓ ସାର୍‌) କରିଥିଲେ ପ୍ଲାନ୍‌। ଯୋଜନା ଅନୁସାରେ, ଗତ ଶନିବାର(ଅକ୍ଟୋବର ୧) ରଶ୍ମୀତା ଓ ତାଙ୍କ ପ୍ରେମିକ ଟ୍ୟୁସନ ସାର୍‌ ମିଶି ଛୁଆକୁ ତଳେ କଚାଡ଼ି ଦେଇଥିଲେ। ପରେ କିଛି ନଜାଣିଲା ଭଳି ଛୁଆକୁ ଧରି ମେଡିକାଲ୍‌ ଯାଇଥିଲେ ରଶ୍ମୀତା।

ସେଠାରେ ଡାକ୍ତର ଛୁଆକୁ ମୃତ ଘୋଷଣା କରିଥିଲେ। ଏହା ପରେ ରଶ୍ମୀତାଙ୍କୁ ଡାକ୍ତର ପଚାରିଥିଲେ, କେମିତି ଛୁଆର ମୃତ୍ୟୁ ହେଲା। ରଶ୍ମୀତା କହିଥିଲେ, ଛାତ ଉପରେ ଖେଳୁଥିବା ବେଳେ ଖସି ପଡ଼ିଲା। ତା’ପରେ ମୃତଦେହକୁ ଆଣି ଗାଁରେ ପୋତି ଦେଇଥିଲେ ରଶ୍ମୀତା ଓ ତାଙ୍କ ପ୍ରେମିକ।

୩ ବର୍ଷର ସାନ ଭାଇର ମୃତ୍ୟୁ କେମିତି ହେଲା? ଏକଥା ବଡ଼ଭାଇ ଓ ଭଉଣୀ ବେଶ ଭଲ ଭାବେ ଜାଣିଥିଲେ। କାରଣ ସବୁବେଳେ ମାମୁ ଘରକୁ ଚାଲି ଯାଉଥିବା ଦୁଇ ପିଲା ଘଟଣା ଦିନ ଘର ଭିତରେ ହିଁ ରହିଥିଲେ। ସେମାନେ ସବୁ ଜାଣିଥିବାରୁ ମା’ ରଶ୍ମୀତା ଓ ଟ୍ୟୁସନ ସାର୍‌ ମୁହଁ ବନ୍ଦ ରଖିବାକୁ ଧମକଚମକ ଦେଇଥିଲେ। ସେମାନଙ୍କ ମନରେ ଭୟ ସୃଷ୍ଟି କରିବାକୁ ଘଟଣା ଦିନ ରଶ୍ମୀତା ଓ ତାଙ୍କ ପ୍ରେମିକ ଭାଇ ଭଉଣୀଙ୍କୁ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ମଧ୍ୟ ହୋଇଛି। ମାଡ଼ ଭୟରେ ସେମାନେ ମାମୁ ଘରକୁ ଚାଲି ଯାଇଥିଲେ ଓ ସେଠାରେ କାହାକୁ କିଛି କହି ନଥିଲେ। ଦୁଇ ପିଲା ମାମୁ ଘରକୁ ଚାଲି ଯିବାରୁ  ପଟ୍ଟାମୁଣ୍ଡାଇ ସ୍ଥିତ ଭଡ଼ା ଘରେ ଏକାକୀ ରହିଥିଲେ ରଶ୍ମୀତା।

ଶନିବାର ଛୁଆକୁ ହତ୍ୟା କରିବା ପରେ ରବିବାର ଶାରୀରିକ ଲାଳସା ମେଣ୍ଟାଇବା ପାଇଁ ଆସିଥିଲେ ଟ୍ୟୁସନ ସାର। ହେଲେ ପୁଅକୁ ହରାଇଥିବା ମା’ର ମନ ବୁଝୁ ନଥିଲା। ଆଖି ଆଗରେ ବଢ଼ିଲା ପୁଅର ମୃତ୍ୟୁକୁ ଭୁଲି ପାରିନଥିଲେ ରଶ୍ମୀତା। ତେଣୁ ସେ ଚୁପ୍‌ଚାପ ରହୁଥିଲେ। ଏହା ଦେଖି ପ୍ରେମିକ ପ୍ରବର ବିରକ୍ତି ପ୍ରକାଶ କରିଥିଲା। ଏପରିକି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚାହିଁଥିଲେ ବି ରଶ୍ମୀତା ରାଜି ହୋଇ ନଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ତା’ପରେ ପ୍ରେମିକ ପ୍ରବର ସେଠାରୁ ପଳାଇ ଯାଇଥିଲେ।

ସନ୍ଧ୍ୟାରେ ଥାନାରେ ପହଞ୍ଚିଥିଲେ ରଶ୍ମୀତା। ଆଉ ପ୍ରେମିକଙ୍କ ବିରୋଧରେ ଆଣିଥିଲେ ସଙ୍ଗୀନ ଅଭିଯୋଗ। ଟ୍ୟୁସନ୍‌ କଲା ବେଳେ ପିଲାଙ୍କୁ ପିଟିବାକୁ ବାରଣ କରିବାରୁ ଟ୍ୟୁସନ୍‌ ସାର ତାଙ୍କୁ ଅଶ୍ଲୀଳ ଇଙ୍ଗିତ କରିଥିବା ସେ ଅଭିଯୋଗ କରିଥିଲେ। ପୁଲିସ୍‌ ଅଭିଯୋଗକୁ ଭିତ୍ତିକରି ତଦନ୍ତ ଆରମ୍ଭ କରିଥିଲା।

ରବିବାର ପ୍ରେମିକ ଟ୍ୟୁସନ୍‌ ସାର୍‌ ପ୍ରେମିକା ରଶ୍ମୀତାଙ୍କ ବାପ ଘରକୁ ଯାଇଥିଲେ। ସେଠାରେ ଟ୍ୟୁସନ ସାର୍‌ଙ୍କୁ ଦେଖି ରଶ୍ମୀତାଙ୍କ ବଡ଼ ଝିଅ ଚିତ୍କାର କରିଥିଲେ। ଏଥିସହ ତାଙ୍କ ସାନ ଭାଇଙ୍କୁ ଟ୍ୟୁସନ ସାର୍‌ ହିଁ ହତ୍ୟା କରିଥିବା ମାମୁ ଘର ଲୋକଙ୍କୁ ଜଣାଇଥିଲେ। ଝିଅ ଠାରୁ ସବୁ କଥା ଶୁଣିବା ପରେ ପ୍ରେମିକ ପ୍ରବରକୁ ଘର ଲୋକେ ଅଟକ ରଖି ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ୍‌ ତାଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ପରେ ପୂରା ଘଟଣା ଉପରୁ ପର୍ଦ୍ଦା ହଟିଥିଲା। ରଶ୍ମୀତା ଓ ଟ୍ୟୁସନ୍‌ ସାରଙ୍କ ଭିତରେ ପ୍ରେମ ସମ୍ପର୍କ ଥିଲା ବୋଲି ପୁଲିସ ସ୍ପଷ୍ଟ କରିଛି। ଏହି ପ୍ରେମ ସମ୍ପର୍କକୁ ଲୁଚାଇବା ପାଇଁ ୩ ବର୍ଷର ଛୁଆକୁ ହତ୍ୟା କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି। ଘଟଣା ଜଣାପଡ଼ିବା ପରେ ପୁଲିସ୍‌ ଉଭୟଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଛି। ଏଥିସହ ଛୁଆର ମୃତଦେହ ଗାତରୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story