ଦୋକାନରେ ମାଆ ଓ ପୁଅଙ୍କ ଦାଦାଗିରି

ସାଲେପୁର (ମନୋଜ ଆଚାର୍ଯ୍ୟ): ଦାଦାବଟି ନ ମିଳିବାରୁ ଦୋକାନରେ ଭଙ୍ଗାରୁଜା। ନିଶ୍ଚିନ୍ତକୋଇଲି ଥାନାଠାରୁ ମାତ୍ର ୧୦୦ମିଟର ଦୂରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଦାଦାବଟି ମାଗିବା ପରେ ଟଙ୍କା ନଦେବାରୁ ନିଜ ମାଆଙ୍କ ସହ ମିଶି ଜଣେ ଯୁବକ ଦୋକାନରେ ଭଙ୍ଗାରୁଜା କରିଛନ୍ତି। ଯୁବକ ଜଣଙ୍କ ପ୍ରଥମେ କବାଟକୁ ଗୋଇଠା ମାରି ଦୋକାନ ଭିତରକୁ ପଶି କମ୍ପ୍ୟୁଟର ଭାଙ୍ଗିଥିଲେ। ଏହାପରେ ଅନ୍ୟ ଜିନିଷକୁ ମଧ୍ୟ ଭାଙ୍ଗିଥିଲେ। ତେବେ ଆକ୍ରମଣରେ ବହୁ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଯାହାର […]

SALEPUR

SALEPUR

Ranjit Kumar Jena
  • Published: Sunday, 18 October 2020
  • Updated: 18 October 2020, 09:50 AM IST

Sports

Latest News

ସାଲେପୁର (ମନୋଜ ଆଚାର୍ଯ୍ୟ): ଦାଦାବଟି ନ ମିଳିବାରୁ ଦୋକାନରେ ଭଙ୍ଗାରୁଜା। ନିଶ୍ଚିନ୍ତକୋଇଲି ଥାନାଠାରୁ ମାତ୍ର ୧୦୦ମିଟର ଦୂରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଦାଦାବଟି ମାଗିବା ପରେ ଟଙ୍କା ନଦେବାରୁ ନିଜ ମାଆଙ୍କ ସହ ମିଶି ଜଣେ ଯୁବକ ଦୋକାନରେ ଭଙ୍ଗାରୁଜା କରିଛନ୍ତି।

ଯୁବକ ଜଣଙ୍କ ପ୍ରଥମେ କବାଟକୁ ଗୋଇଠା ମାରି ଦୋକାନ ଭିତରକୁ ପଶି କମ୍ପ୍ୟୁଟର ଭାଙ୍ଗିଥିଲେ। ଏହାପରେ ଅନ୍ୟ ଜିନିଷକୁ ମଧ୍ୟ ଭାଙ୍ଗିଥିଲେ। ତେବେ ଆକ୍ରମଣରେ ବହୁ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଯାହାର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି।

ଦାଦାବଟିକୁ କେନ୍ଦ୍ରକରି ଯୁବକ ଜଣକ ଭଙ୍ଗାରୁଜା କରିଥିବା ନେଇ ଦୋକାନ ମାଲିକ ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ କରିଛନ୍ତି। ଏହି ମାମଲାରେ ପୁଲିସ ଅଭିଯୁକ୍ତ ଯୁବକକୁ ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story