ଟ୍ରେନ୍‌ ଧକ୍କାରେ ମା’ଝିଅ ମୃତ

ଯାଜପୁର(ଓଡ଼ିଶା ରିପୋର୍ଟର): ଯାଜପୁର- କେନ୍ଦୁଝର ରୋଡର ଅହମ୍ମଦନଗରଠାରେ ଟ୍ରେନ୍‌ ଧକ୍କାରେ ମା’ଝିଅଙ୍କ ମୃତ୍ୟୁ ଘଟିଛି।  ଟ୍ରେନ୍ ଲାଇନ୍ ପାର୍ ହେଉଥିବା ବେଳେ ଦୁହିଁଙ୍କୁ ହାଓ୍ୱଡା-ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଧକ୍କା ଦେଇଥିଲା। ମୃତକଦ୍ୱୟଙ୍କ ଘର ବ୍ୟାସନଗର ପୋୖରାଞ୍ଚଳ ସ୍ଥିତ ଚାନ୍ଦମା ଗ୍ରାମରେ ବୋଲି ଜଣାପଡିଛି । ସେମାନେ ହେଲେ କାଠି ରାନା ଓ ତାଙ୍କ ଝିଅ ଗୁରୁବାରି ରାନା। ଘଟଣାସ୍ଥଳରେ ଜିଆରପି ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି  ।

deadbody

Jyoshna Pradhan
  • Published: Saturday, 23 November 2019
  • , Updated: 23 November 2019, 01:50 PM IST

ଯାଜପୁର(ଓଡ଼ିଶା ରିପୋର୍ଟର): ଯାଜପୁର- କେନ୍ଦୁଝର ରୋଡର ଅହମ୍ମଦନଗରଠାରେ ଟ୍ରେନ୍‌ ଧକ୍କାରେ ମା’ଝିଅଙ୍କ ମୃତ୍ୟୁ ଘଟିଛି।  ଟ୍ରେନ୍ ଲାଇନ୍ ପାର୍ ହେଉଥିବା ବେଳେ ଦୁହିଁଙ୍କୁ ହାଓ୍ୱଡା-ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଧକ୍କା ଦେଇଥିଲା।

ମୃତକଦ୍ୱୟଙ୍କ ଘର ବ୍ୟାସନଗର ପୋୖରାଞ୍ଚଳ ସ୍ଥିତ ଚାନ୍ଦମା ଗ୍ରାମରେ ବୋଲି ଜଣାପଡିଛି । ସେମାନେ ହେଲେ କାଠି ରାନା ଓ ତାଙ୍କ ଝିଅ ଗୁରୁବାରି ରାନା। ଘଟଣାସ୍ଥଳରେ ଜିଆରପି ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି  ।

Related story