ବ୍ୟାଙ୍କ ସମ୍ମୁଖରେ ପ୍ରସବ କଲେ ମହିଳା

ତେଲକୋଇ(ଚିନ୍ମୟ କୁମାର ସାହୁ): ମେଡିକାଲ୍‌ ଚେକ୍‌ଅପ୍‌ ପାଇଁ ସ୍ୱାମୀଙ୍କ ସହିତ ଆସିଥିଲେ ପ୍ରସୂତୀ। ଟଙ୍କା ଆବଶ୍ୟକ ହେବ ବୋଲି ଭାବି ପତ୍ନୀକୁ ବ୍ୟାଙ୍କ ସମ୍ମୁଖରେ ବସାଇ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଭିତରକୁ ଯାଇଥିଲେ। ସ୍ୱାମୀ ଫେରିଲା ବେଳକୁ ପତ୍ନୀ ଶିଶୁ କନ୍ୟା ଜନ୍ମ ଦେଇସାରିଛନ୍ତି। ଏପରି ଘଟଣା କେନ୍ଦୁଝର ଜିଲ୍ଲା ଅଞ୍ଚଳରେ ଘଟିଛି। ଗତକାଲି ଉରୁମୁଣ୍ଡା ଗାଁର ରତ୍ନା ପଧାନ ତାଙ୍କ ଗର୍ଭବତୀ ପତ୍ନୀ କୁଡୁମୀଙ୍କୁ ଧରି ବଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଉଥିଲେ। ସ୍ୱାସ୍ଥ୍ୟ […]

Telkoi

Telkoi

Manoranjan Sial
  • Published: Tuesday, 06 July 2021
  • Updated: 06 July 2021, 06:01 PM IST

Sports

Latest News

ତେଲକୋଇ(ଚିନ୍ମୟ କୁମାର ସାହୁ): ମେଡିକାଲ୍‌ ଚେକ୍‌ଅପ୍‌ ପାଇଁ ସ୍ୱାମୀଙ୍କ ସହିତ ଆସିଥିଲେ ପ୍ରସୂତୀ। ଟଙ୍କା ଆବଶ୍ୟକ ହେବ ବୋଲି ଭାବି ପତ୍ନୀକୁ ବ୍ୟାଙ୍କ ସମ୍ମୁଖରେ ବସାଇ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଭିତରକୁ ଯାଇଥିଲେ। ସ୍ୱାମୀ ଫେରିଲା ବେଳକୁ ପତ୍ନୀ ଶିଶୁ କନ୍ୟା ଜନ୍ମ ଦେଇସାରିଛନ୍ତି। ଏପରି ଘଟଣା କେନ୍ଦୁଝର ଜିଲ୍ଲା ଅଞ୍ଚଳରେ ଘଟିଛି।

ଗତକାଲି ଉରୁମୁଣ୍ଡା ଗାଁର ରତ୍ନା ପଧାନ ତାଙ୍କ ଗର୍ଭବତୀ ପତ୍ନୀ କୁଡୁମୀଙ୍କୁ ଧରି ବଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଉଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ପୂର୍ବରୁ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କକୁ ଯାଇଥିଲେ ରତ୍ନା। ଆଉ ନିଜ ପତ୍ନୀ କୁଡୁମୀଙ୍କୁ ବ୍ୟାଙ୍କ ସମ୍ମୁଖ ପଡ଼ିଆରେ ବସାଇ ଦେଇଥିଲେ। ସେପଟେ ସ୍ୱାମୀଙ୍କ ଫେରିବା ରାସ୍ତାକୁ ଅନାଇ ବସିଥିଲେ କୁଡୁମୀ।

ଟଙ୍କା ଉଠାଇବା ପାଇଁ ରତ୍ନା ଧାଡ଼ିରେ ଛିଡ଼ା ହୋଇଥିବା ବେଳେ କୁଡୁମୀ ଗର୍ଭଯନ୍ତ୍ରଣା ପାଇଲେ। ଯନ୍ତ୍ରଣା ଭିତରେ ଖୋଲା ପଡ଼ିଆରେ ସେ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ। କୋଭିଡ୍‌ ଭୟରେ ତାଙ୍କ ପାଖକୁ କେହି ଆସିନଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ପ୍ରଶାସନ ପ୍ରସୂତୀ ଓ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରି ବଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଉଭୟ ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story