ଛୁଆକୁ ଛାଡ଼ି ପ୍ରେମିକ ସହ ଛୁ’ ମାରିଲା ମାଆ

ବିନିକା(ଦିଲ୍ଲୀପ ସାହୁ): ଘରେ ଦୁଇବର୍ଷର ଝିଅଟି ରାହା ଧରି କାନ୍ଦୁଛି। ମାଆକୁ ନପାଇ ଅନବରତ ଦାଣ୍ଡବାରଣ୍ଡାରେ ଘୂରି ବୁଲୁଛି। ହେଲେ ନିର୍ଦ୍ଦୟୀ ମାଆର କାନରେ ପଡ଼ୁନି ଝିଅର କାନ୍ଦ। କାରଣ ମମତାର ଏହି ଡୋରିକୁ ଛିନ୍ନ କରି ନୂଆ ପ୍ରେମର ରାସ୍ତା ଧରିଛି ମାଆ। ଆଉ ପୁଣି ଏକ ସଂସାର ଗଢ଼ିବା ପାଇଁ ପ୍ରେମିକ ସହିତ ଫେରାର ହୋଇଯାଇଛି। ଏମିତି ଏକ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରେ ଘଟିଛି। ଏନେଇ କୁନିଝିଅର ବାପା ଥାନାରେ […]

Untitled-2

Untitled-2

Manoranjan Sial
  • Published: Wednesday, 26 February 2020
  • Updated: 26 February 2020, 06:02 PM IST

Sports

Latest News

ବିନିକା(ଦିଲ୍ଲୀପ ସାହୁ): ଘରେ ଦୁଇବର୍ଷର ଝିଅଟି ରାହା ଧରି କାନ୍ଦୁଛି। ମାଆକୁ ନପାଇ ଅନବରତ ଦାଣ୍ଡବାରଣ୍ଡାରେ ଘୂରି ବୁଲୁଛି। ହେଲେ ନିର୍ଦ୍ଦୟୀ ମାଆର କାନରେ ପଡ଼ୁନି ଝିଅର କାନ୍ଦ। କାରଣ ମମତାର ଏହି ଡୋରିକୁ ଛିନ୍ନ କରି ନୂଆ ପ୍ରେମର ରାସ୍ତା ଧରିଛି ମାଆ। ଆଉ ପୁଣି ଏକ ସଂସାର ଗଢ଼ିବା ପାଇଁ ପ୍ରେମିକ ସହିତ ଫେରାର ହୋଇଯାଇଛି। ଏମିତି ଏକ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରେ ଘଟିଛି। ଏନେଇ କୁନିଝିଅର ବାପା ଥାନାରେ ଲିଖିତ ଅଭିଯୋଗ କରିଛି। ଆଉ ଏଫ୍‌ଆଇଆର୍‌ରେ ଲେଖିଛି, “ପୁଲିସ ବାବୁ ମୋ ସ୍ତ୍ରୀ ତା’ ପ୍ରେମିକ ସହ ପଳାଇ ଯାଇଛି। ତାକୁ ଖୋଜି ଆଣନ୍ତୁ।”

ପୂରା ଘଟଣାଟି ଏମିତି। ତିନି ବର୍ଷ ତଳେ ବିନିକା ଥାନା ଅଞ୍ଚଳର ଜଣେ ଯୁବକ ମିଲି(ଛଦ୍ମନାମ)ଙ୍କୁ ବାହା ହୋଇଥିଲେ। ବୈଦିକ ରୀତିନୀତିରେ ହୋଇଥିଲା ବାହାଘର। ବିବାହ ପରେ ଉଭୟଙ୍କ ଦାମ୍ପତ୍ୟ ଜୀବନ ଠିକ୍‌ଠାକ୍‌ ଚାଲିଥିଲା। କାମଦାମ କରି ଯାହା ଆଣନ୍ତି, ସେଥିରେ ଚଳେ ପୂରା ପରିବାର। ଉଭୟଙ୍କ ଔରଷରୁ ଏବେ ଗୋଟିଏ ଝିଅ ଅଛି।

ଆଜି ସକାଳେ ଉଠି ମିଲି ରୋଷେଇ କରିଥିଲେ। ପତ୍ନୀଙ୍କ ହାତ ରନ୍ଧା ଖାଇ ସ୍ୱାମୀ କାମ କରିବା ପାଇଁ ଯାଇଥିଲେ। ଏହାର ସୁଯୋଗ ନେଇ ଦୁଇ ବର୍ଷର ଝିଅକୁ ଘରେ ଛାଡ଼ି ପ୍ରେମିକ ସହ ମିଲି ପଳାଇଯାଇଗଲା। ଏନେଇ ବିନିକା ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ଏପର୍ଯ୍ୟନ୍ତ ମିଲିଙ୍କ ପତ୍ତା ପାଇନି ପୁଲିସ।

ଅନ୍ୟପକ୍ଷରେ ସକାଳ ପୁରରୁ ମାଆକୁ ନପାଇ କୁନି ଝିଅଟି କାନ୍ଦୁଛି। ଚିହ୍ନା ପରିଚିତ ଲୋକଙ୍କ ଭିତରୁ ନିଜ ମାଆର ମୁହଁକୁ ଖୋଜୁଛି। ହେଲେ ମାଆକୁ ନପାଇ ରାହା ଧରି କାନ୍ଦୁଛି। ପରିବାର ଲୋକେ ବହୁ ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ କୁନି ଝିଅ ବୁଝୁନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story