ନିଶାଖୋର ପୁଅକୁ ଖୁଣ୍ଟରେ ବାନ୍ଧି ଜାଳିଦେଲା ମା’

ଅନୁଗୋଳ(ବିରଜା ଦାସ): ଯେଉଁ ମା’ ୯ ମାସ ଗର୍ଭରେ ରଖି  ଜନ୍ମ ଦେଇଥିଲା, ସେହି ମା’ ଶେଷରେ ନିଜ ପୁଅର ଜୀବନ ନେଲା ।  ଯାହାକୁ ଦୁନିଆକୁ ଆଣିଥିଲା, ପାଳିପୋଷି ବଡ଼ କରିଥିଲା, ଶେଷରେ ତାକୁ ଖୁଣ୍ଟରେ ବାନ୍ଧି ଜାଳିଦେଲା। ନିଶାଖୋର ପୁଅ ନିର୍ଯାତନାରେ ଅତିଷ୍ଠ ମା’ ଏପରି ଚରମ ପଦକ୍ଷେପ ନେଇଥିବା ଜଣାଯାଇଛି ।  କେବଳ ମା’ ନୁହେଁ ଏପରି ଜଘନ୍ୟ କାଣ୍ଡରେ ମୃତକଙ୍କ ବଡ଼ ଭାଇ, ଭଉଣୀ ମଧ୍ୟ ସାମିଲ ଅଛନ୍ତି।   ଏପରି […]

fire

fire

Niharika Rout
  • Published: Wednesday, 13 January 2021
  • Updated: 13 January 2021, 02:12 PM IST

Sports

Latest News

ଅନୁଗୋଳ(ବିରଜା ଦାସ): ଯେଉଁ ମା’ ୯ ମାସ ଗର୍ଭରେ ରଖି  ଜନ୍ମ ଦେଇଥିଲା, ସେହି ମା’ ଶେଷରେ ନିଜ ପୁଅର ଜୀବନ ନେଲା ।  ଯାହାକୁ ଦୁନିଆକୁ ଆଣିଥିଲା, ପାଳିପୋଷି ବଡ଼ କରିଥିଲା, ଶେଷରେ ତାକୁ ଖୁଣ୍ଟରେ ବାନ୍ଧି ଜାଳିଦେଲା। ନିଶାଖୋର ପୁଅ ନିର୍ଯାତନାରେ ଅତିଷ୍ଠ ମା’ ଏପରି ଚରମ ପଦକ୍ଷେପ ନେଇଥିବା ଜଣାଯାଇଛି ।  କେବଳ ମା’ ନୁହେଁ ଏପରି ଜଘନ୍ୟ କାଣ୍ଡରେ ମୃତକଙ୍କ ବଡ଼ ଭାଇ, ଭଉଣୀ ମଧ୍ୟ ସାମିଲ ଅଛନ୍ତି।   ଏପରି ଅଭାବନୀୟ ଘଟଣା ଗତକାଲି ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବଇଣ୍ଡା କେନ୍ଦୁସାହି ଗାଁରେ ଘଟିଥିଲା। ମୃତ ରାଜକିଶୋର ପ୍ରଧାନ(୨୫)ଙ୍କ  ମା’ ବଡ଼ ଭାଇ ଓ ଭଉଣୀଙ୍କୁ ପୁଲିସ୍‌ ଗିରଫ କରିଛି।

ସୂଚନାଯୋଗ୍ୟ,  ରାଜକିଶୋର ପ୍ରତିଦିନ ନିଶା ପିଇ ଆସି ଘରେ କଳହ ତଥା ମାରପିଟ କରୁଥିଲେ । ଗତକାଲି  ସନ୍ଧ୍ୟାବେଳେ ନିଶା ସେବନ କରି ଘରେ ପହଞ୍ଚିଥିଲେ। ଏହାପରେ ପରିବାର ଲୋକଙ୍କୁ ଗାଳିଗୁଲଜ କରିବା ସହ ଭଉଣୀଙ୍କୁ ମାରପିଟ କରିବାକୁ ଉଦ୍ୟତ ହୋଇଥିଲେ। ଏଥିରେ ଅତିଷ୍ଠ ହୋଇ  ରାଜକିଶୋରଙ୍କ ମା’, ବଡ଼ଭାଇ ଓ ଭଉଣୀ ତାଙ୍କୁ ଏକ ଖୁଣ୍ଟରେ ବାନ୍ଧି ଦେଇଥିଲେ। ଏହାପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ପୁଲିସ୍‌ ଗତକାଲି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଥିବା ବେଳେ ଆଜି ମା’, ଭାଇ, ଭଉଣୀଙ୍କୁ ଗିରଫ କରିଛି।

ପୁଲିସ୍‌  ଗତକାଲି ଅର୍ଦ୍ଧଦଗ୍ଧ ରାଜକିଶୋରଙ୍କୁ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।  ଘରେ ଆଉ କେହି ନ ଥିବାରୁ ରାଜକିଶୋରଙ୍କ ମୃତଦେହ ଆଠମଲ୍ଲିକ ଶବବ୍ୟବଚ୍ଛେଦ ଗୃହରେ ଥିବା ଜଣାଯାଇଛି। କେହି ନିକଟ ସମ୍ପର୍କୀୟ ପହଞ୍ଚିଲେ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୁଲିସ୍‌ କହିଛି। ରାଜକିଶୋରଙ୍କ ନିଶାଖୋର ପ୍ରବୃତ୍ତି କିଛି ମାସ ପୂର୍ବେ ତାଙ୍କ ସ୍ତ୍ରୀ ଛାଡ଼ି ଚାଲିଯାଇଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story