ନିଷ୍ଠୁର ମାଆ! ନିଜର ୩ ବର୍ଷ ଶିଶୁପୁତ୍ରର ତଣ୍ଟିଚିପି ମାରିଦେଲା

ଆନନ୍ଦପୁର(ମୁନ୍ନା ସିଂ): ନିଷ୍ଠୁର ମାଆ! ରକ୍ତର ସମ୍ପର୍କକୁ ଭୁଲିଗଲା। ଗର୍ଭ ଯନ୍ତ୍ରଣା ସହି ଜନ୍ମ ଦେଇଥିବା ନିଜ ରକ୍ତର ତଣ୍ଟି ଚିପି ମାରିଦେଲା। ପାରିବାରିକ କଳହକୁ କେନ୍ଦ୍ରକରି ସେ ଆଜି ଏପରି କରିଥିବା ଅଭିଯୋଗ ହୋଇଛି। ଶାଶୂ ଉପରେ ରାଗ ଶୁଝାଇବାକୁ ଯାଇ ସେ ନିଜର ୩ ବର୍ଷର ଶିଶୁପୁତ୍ରର ତଣ୍ଟି ଚିପି ହତ୍ୟା କରି ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଆଜି ଏପରି ଖବର କେନ୍ଦୁଝର ଜିଲ୍ଲାରୁ ଆସିଛି। ନନ୍ଦିପଦା […]

child

child

Manoranjan Sial
  • Published: Tuesday, 13 July 2021
  • Updated: 13 July 2021, 10:56 PM IST

Sports

Latest News

ଆନନ୍ଦପୁର(ମୁନ୍ନା ସିଂ): ନିଷ୍ଠୁର ମାଆ! ରକ୍ତର ସମ୍ପର୍କକୁ ଭୁଲିଗଲା। ଗର୍ଭ ଯନ୍ତ୍ରଣା ସହି ଜନ୍ମ ଦେଇଥିବା ନିଜ ରକ୍ତର ତଣ୍ଟି ଚିପି ମାରିଦେଲା। ପାରିବାରିକ କଳହକୁ କେନ୍ଦ୍ରକରି ସେ ଆଜି ଏପରି କରିଥିବା ଅଭିଯୋଗ ହୋଇଛି। ଶାଶୂ ଉପରେ ରାଗ ଶୁଝାଇବାକୁ ଯାଇ ସେ ନିଜର ୩ ବର୍ଷର ଶିଶୁପୁତ୍ରର ତଣ୍ଟି ଚିପି ହତ୍ୟା କରି ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଆଜି ଏପରି ଖବର କେନ୍ଦୁଝର ଜିଲ୍ଲାରୁ ଆସିଛି।

ନନ୍ଦିପଦା ଥାନା ଜଗନ୍ନାଥପୁର ଗାଁର ବିଶ୍ୱଜିତ ପ୍ରଧାନ ଆଜି ଘରେ ନଥିଲେ। ଏହି ସମୟରେ ତାଙ୍କ ପତ୍ନୀ ମୋନାଲିଶା ଓ ମାଆଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ପରେ ଏହି ଘରୋଇ କଳହ ଉଗ୍ରରୂପ ଧାରଣ କରିଥିଲା। ପରେ ମୋନାଲିଶା ଉତ୍‌କ୍ଷିପ୍ତ ହୋଇ ନିଜର ୩ ବର୍ଷର ଶିଶୁ ପତ୍ରର ତଣ୍ଟି ଚିପି ମାରିଦେଲେ। ତା’ପରେ ନିଜେ ବିଷ ପିଇଦେଇଲେ।

ଖବର ପାଇ ବିଶ୍ୱଜିତ ଘରେ ପହଞ୍ଚିଥିଲେ। ମୋନାଲିଶାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story