ନିଜ ପାପକୁ ଲୁଚାଇବାକୁ ମହାପାପ କଲା ମାଆ; ଜନ୍ମକଲା ଛୁଆର ପାଟି ଫାଡ଼ି ଦେଲା!

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ନିଜ ପାପକୁ ଲୁଚାଇବାକୁ ମହାପାପ କଲା ମାଆ! କାନ୍ଦ ବନ୍ଦ କରିବା ପାଇଁ ଜନ୍ମକଲା ଛୁଆର ପାଟି ଫାଡି ଦେଲା। ଲୋକ ଲଜ୍ଜ୍ୟା ଭୟରେ ସେ ନିଜ ପାପକୁ ନିଜ ହତରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଲୋମହର୍ଷଣୀ ଘଟଣା ନୟାଗଡ଼ ଜିଲ୍ଲାରେ ଘଟିଛି। ନୟାଗଡ଼ ସଦର ଥାନା ଅଞ୍ଚଳର ରେଖା(ଛଦ୍ମନାମ)ଙ୍କ ସ୍ୱାମୀଙ୍କ ମୃତ୍ୟୁ ୭ ବର୍ଷ ତଳେ ହୋଇଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଇ ପିଲାଙ୍କୁ ଧରି ରହୁଥିଲା ରେଖା। […]

Nayagarh

Nayagarh

Manoranjan Sial
  • Published: Monday, 12 September 2022
  • Updated: 12 September 2022, 08:50 PM IST

Sports

Latest News

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ନିଜ ପାପକୁ ଲୁଚାଇବାକୁ ମହାପାପ କଲା ମାଆ! କାନ୍ଦ ବନ୍ଦ କରିବା ପାଇଁ ଜନ୍ମକଲା ଛୁଆର ପାଟି ଫାଡି ଦେଲା। ଲୋକ ଲଜ୍ଜ୍ୟା ଭୟରେ ସେ ନିଜ ପାପକୁ ନିଜ ହତରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଲୋମହର୍ଷଣୀ ଘଟଣା ନୟାଗଡ଼ ଜିଲ୍ଲାରେ ଘଟିଛି।

ନୟାଗଡ଼ ସଦର ଥାନା ଅଞ୍ଚଳର ରେଖା(ଛଦ୍ମନାମ)ଙ୍କ ସ୍ୱାମୀଙ୍କ ମୃତ୍ୟୁ ୭ ବର୍ଷ ତଳେ ହୋଇଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଇ ପିଲାଙ୍କୁ ଧରି ରହୁଥିଲା ରେଖା। ଏହାରି ଭିତରେ ତାଙ୍କର ଅନ୍ୟ ଜଣେ ଯୁବକଙ୍କ ସହିତ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ଆଉ ସମ୍ପୃକ୍ତ ଯୁବକଙ୍କ ସହିତ ରେଖା ରଖିଥିଲା ଶାରୀରିକ ସମ୍ପର୍କ। ଯେଉଁଥିପାଇଁ ସେ ଗର୍ଭବତୀ ହୋଇଯାଇଥିଲା।

ରେଖା ନିଜ ପାପ ଗର୍ଭକୁ ଲୁଚାଇବା ପାଇଁ ଅନ୍ୟ ଏକ ଗାଁକୁ ପଳାଇ ଆସିଥିଲା। ସେଠାରେ ଝିଅ ଓ ପୁଅଙ୍କ ରହୁଥିଲା। ତେବେ ୫ ଦିନ ତଳେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲା। ଜନ୍ମ ବେଳେ ପିଲାଟି କାନ୍ଦି ପକାଇ ଥିଲା। ଲୋକ ଲଜ୍ଜ୍ୟା ଭୟରେ ସେ ନବଜାତ ଶିଶୁର ପାଟିକୁ ଫାଡି ଦେଇଥିଲା। ଯାହାଫଳରେ ଶିଶୁର ମୃତ୍ୟୁ ଘଟିଥିଲା। ରେଖା ଜନ୍ମ କଲା ପିଲାର ପାଟି ସିନା ବନ୍ଦ କରିଦେଲା, ହେଲେ ନିଜ ଶରୀରରୁ ବୋହୁଥିବା ରକ୍ତକୁ ବନ୍ଦ କରିପାରିଲା ନାହିଁ।

ରକ୍ତଶ୍ରାବ ପରେ ରେଖାଙ୍କ ଶରୀର ଧୀରେ ଧୀରେ ଦୁର୍ବଳ ହେଉଥିଲା। ରକ୍ତ ବନ୍ଦ ହେଉନଥିବାରୁ ରେଖା ମୃତ ପିଲାକୁ ଧରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଧାଇଲା। ମୃତ ପିଲାର ପାଟିର ଦୁଇ ପାର୍ଶ୍ୱ କଳରେ ଗଭୀର କ୍ଷତ ହୋଇଥିବା ଦେଖି ରେଖାଙ୍କୁ ଡାକ୍ତର ନାନା ପ୍ରଶ୍ନ ପଚାରି ଥିଲେ। ମାତ୍ର ରେଖା କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିଲା ନାହିଁ। ଡାକ୍ତରଙ୍କ ମନରେ ସନ୍ଦେହ ହେବାରୁ ପୁଲିସକୁ ଖବର ଦେଇଥିଲେ।

ପୁଲିସ ଶିଶୁର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଅନ୍ୟପକ୍ଷରେ ରେଖାଙ୍କୁ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା। ଶିଶୁର ଶବ ବ୍ୟବଚ୍ଛେଦ ରିପୋର୍ଟରେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା। ଏହା ପରେ ପୁଲିସ ମହିଳାଙ୍କୁ ଜେରା କରିଥିଲେ। ଜେରା ବେଳେ ନିଜ ପାପ ସମ୍ପର୍କରେ କହିଥିଲା। ଏହା ପରେ ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story