ଆଦିବାସୀ ଇଲାକାରେ ଜନନୀ ଯନ୍ତ୍ରଣା: ୫କିମି ଖଟିଆରେ ବୁହା ହେଲେ ଗର୍ଭବତୀ

କଳାହାଣ୍ଡି(ରାଜକୁମାର ସିଂହଦେଓ): ଆଦିବାସୀ ମୂଲକରୁ ପୁଣି ଆସିଛି ଜନନୀ ଯନ୍ତ୍ରଣାର ଦୁଃଖଦ ଦୃଶ୍ୟ। ଗାଁକୁ ସରକାର ରାସ୍ତାଟିଏ କରିବାକୁ ମନଯୋଗ ଦେଉ ନ ଥିବାରୁ ପଶି ପାରିଲାନି ଆମ୍ବୁଲାନ୍ସ। ତେଣୁ ପ୍ରାୟ ୫ କିଲୋମିଟର ଭାରରେ ବୁହା ହେଲେ ଗର୍ଭବତୀ। ଯନ୍ତ୍ରଣାରେ କଲବଲ ହୋଇ ଡାକ୍ତରଖାନାରେ ସେ ଡାକ୍ତରଖାନାରେ ପହଞ୍ଚି ଥିଲେ। ଆଜି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଖମନପଡା ଗାଁରେ ଏହି ଘଟଣା ଘଟିଛି। ରାମପୁର ବ୍ଲକ ମୁଖ୍ୟାଳୟ ଠାରୁ ମାତ୍ର ୨୫ […]

mother

mother

Niranjan Mishra
  • Published: Saturday, 31 December 2022
  • Updated: 31 December 2022, 09:41 PM IST

Sports

Latest News

କଳାହାଣ୍ଡି(ରାଜକୁମାର ସିଂହଦେଓ): ଆଦିବାସୀ ମୂଲକରୁ ପୁଣି ଆସିଛି ଜନନୀ ଯନ୍ତ୍ରଣାର ଦୁଃଖଦ ଦୃଶ୍ୟ। ଗାଁକୁ ସରକାର ରାସ୍ତାଟିଏ କରିବାକୁ ମନଯୋଗ ଦେଉ ନ ଥିବାରୁ ପଶି ପାରିଲାନି ଆମ୍ବୁଲାନ୍ସ। ତେଣୁ ପ୍ରାୟ ୫ କିଲୋମିଟର ଭାରରେ ବୁହା ହେଲେ ଗର୍ଭବତୀ। ଯନ୍ତ୍ରଣାରେ କଲବଲ ହୋଇ ଡାକ୍ତରଖାନାରେ ସେ ଡାକ୍ତରଖାନାରେ ପହଞ୍ଚି ଥିଲେ। ଆଜି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଖମନପଡା ଗାଁରେ ଏହି ଘଟଣା ଘଟିଛି। ରାମପୁର ବ୍ଲକ ମୁଖ୍ୟାଳୟ ଠାରୁ ମାତ୍ର ୨୫ କିଲୋମିଟର ଦୂରରେ ରହିଛି ଏହି ଗାଁ। ସେହି ଗାଁର ଦ୍ରୋପଦୀ ଗୌଡ଼ ଏଭଳି ସ୍ଥିତିରେ ସଂଘର୍ଷ କରି ଡାକ୍ତରଖାନାରେ ପହଞ୍ଚିଛନ୍ତି।

ପ୍ରସବ ଯନ୍ତ୍ରଣା ପରେ ତାଙ୍କୁ ଡାକ୍ତରଖାନା ନେବା ପାଇଁ  ପରିବାର ଲୋକେ ସରକାରୀ ୧୦୮ ଆମୁଲାନ୍ସର ସୁବିଧା ନିବାକୁ ଫୋନ୍ କରି ଯୋଗାଯୋଗ କରିଥିଲେ। ଖବର ପାଇ ଆମ୍ବୁଲାନ୍ସ ମଧ୍ୟ ଆସିଥିଲା। କିନ୍ତୁ ଗାଁକୁ ରାସ୍ତା ଓ ନଦୀରେ ପୋଲ ନଥିବା କାରଣରୁ ଖମନପଡ଼ା ଗାଁରେ ପହଞ୍ଚି ପାରି ନ ଥିଲା ଆମ୍ବୁଲାନ୍ସ। ପରେ ପରିବାର ଓ ଗ୍ରାମବାସୀମାନେ ଦ୍ରୋପଦୀଙ୍କୁ ଖଟିଆରେ ବୋହି ଖମନପଡା ଗାଁରୁ  ୫ କିଲୋମିଟର ଦୂର ଡେର୍ଲାଗାଁ ପର୍ଯ୍ୟନ୍ତ ନେଇ ଯାଇଥିଲେ।

ସେଠାରେ ଅଟକି ରହିଥିବା ଆମୁଲାନ୍ସ ଭର୍ତ୍ତି କରି ଦ୍ରୋପଦୀଙ୍କୁ ଥୁଆମୂଳ ରାମପୁର ଡାକ୍ତରଖାନାକୁ ଆଣିଥିଲେ। ଏଠାରେ ଦ୍ରୋପଦୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡିଛି। ଖମନପଡା ଗାଁକୁ ସବୁଦିନିଆ ରାସ୍ତା ନ ଥିବା ରୁ ଅନେକ ସମୟରେ ଏଭଳି ଚିତ୍ର ସାମ୍ନାକୁ ଆସୁଛି। ଗ୍ରାମବାସୀମାନେ ବାରମ୍ବାର ପ୍ରଶାସନ ନିକଟରେ ରାସ୍ତା ଟିଏ କରି ଦେବାକୁ ନିବେଦନ କରି ଆସୁଥିଲେ ହେଁ କୌଣସି ସୁଫଳ ମିଳୁନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story