ମାନସିକ ରୋଗ ଉଜାଡ଼ି ଦେଇଥିଲା ସଂସାର, ୨୫ ବର୍ଷ ପରେ ଘରକୁ ଫେରିଲା ମା’

ପାଟଣାଗଡ଼(କରୁଣାକର ବୁଡେକ): ଆଖିରେ ଝାପସା ରହିଛି ମା’ର ମୁହଁ । ଯେଉଁ ବୟସରେ ପିଲାଟି ମା’ ପଣତ କାନି ତଳେ ମୁହଁ ଲୁଚାଇବା କଥା ସେତେବେଳେ ମା’ କେଉଁଆଡ଼େ ଚାଲିଗଲା। ମିଳିଲାନି କୌଣସି ପତ୍ତା । ଶେଷରେ ଏହାକୁ ଦଇବର ନିୟତି ଭାବି ମା’କୁ ଝୁରି ଝୁରି ବଡ଼ ହେଲେ ୨ ପିଲା। ଇତି ମଧ୍ୟରେ ୨୫ ବର୍ଷ ବିତିଗଲାଣି। ପିଲାଙ୍କର ବି ପିଲା ହେଲେଣି। ହଠାତ୍‌ ରୁଗଣ ଶରୀର, କୁଞ୍ଚିତ ଚମକୁ ଧଳା କୁଞ୍ଚ କୁଞ୍ଚ […]

blng

blng

Niharika Rout
  • Published: Thursday, 20 October 2022
  • Updated: 20 October 2022, 09:45 AM IST

Sports

Latest News

ପାଟଣାଗଡ଼(କରୁଣାକର ବୁଡେକ): ଆଖିରେ ଝାପସା ରହିଛି ମା’ର ମୁହଁ । ଯେଉଁ ବୟସରେ ପିଲାଟି ମା’ ପଣତ କାନି ତଳେ ମୁହଁ ଲୁଚାଇବା କଥା ସେତେବେଳେ ମା’ କେଉଁଆଡ଼େ ଚାଲିଗଲା। ମିଳିଲାନି କୌଣସି ପତ୍ତା । ଶେଷରେ ଏହାକୁ ଦଇବର ନିୟତି ଭାବି ମା’କୁ ଝୁରି ଝୁରି ବଡ଼ ହେଲେ ୨ ପିଲା। ଇତି ମଧ୍ୟରେ ୨୫ ବର୍ଷ ବିତିଗଲାଣି। ପିଲାଙ୍କର ବି ପିଲା ହେଲେଣି। ହଠାତ୍‌ ରୁଗଣ ଶରୀର, କୁଞ୍ଚିତ ଚମକୁ ଧଳା କୁଞ୍ଚ କୁଞ୍ଚ କେଶ  ଥିବା ଜଣେ ବୃଦ୍ଧା ଗାଁକୁ ଫେରିଥିବା ବେଳେ ସେ ଯେ ଜନ୍ମ କଲା ମା’ ତାହା ଚିହ୍ନିବାରେ ଡେରି କଲେନି ୨ ପୁଅ ।

ଦୀର୍ଘ ୨୫ ବର୍ଷ ପୂର୍ବେ ମାନସିକ ରୋଗ ସଂସାର ଉଜାଡ଼ି ଦେଇଥିବା ବେଳେ ଏବେ ପୁଣି ଥରେ ଏକାଠି ହୋଇଛନ୍ତି ପରିବାର। ଦୀର୍ଘ ବର୍ଷ ପରେ ମା’କୁ ଫେରିପାଇ ସାରା ପରିବାର ଖୁସିରେ ଫାଟିପଡ଼ୁଛି।  ଛୋଟ ବେଳେ ମା’ର ମମତାଙ୍କୁ ଝୁରି ହେଉଥିବା ପିଲା ବଡ଼ ହେଲା ପରେ  ମା’କୁ ଫେରିପାଇ ନିଜ ଆଖିକୁ ବିଶ୍ୱାସ କରିପାରୁ ନାହାନ୍ତି। ଏପରି ଘଟଣା ବଲାଙ୍ଗିର ଜିଲ୍ଲା କନ୍ଧେନଝୁଲା ଗାଁରେ ଘଟିଛି।

[caption id="attachment_775058" align="aligncenter" width="650"]pic ୨୫ ବର୍ଷ ପରେ ଗାଁକୁ ଫେରୁଛନ୍ତି ସୋମବାରୀ।[/caption]

କନ୍ଧେନଝୁଲା ଗାଁର ସୋମବାରୀ ବିଶି । ବୟସ ୫୦ ଟପିଲାଣି । ପ୍ରାୟ ୩୦ ବର୍ଷ ପୂର୍ବେ ବଲାଙ୍ଗିର ବେଲପଡ଼ା ବ୍ଲକ କନ୍ଧେନଝୁଲା ଗାଁର ଜୟ ସିଂ ବିଶିଙ୍କୁ ବିବାହ କରିଥିଲେ ସୋମବାରୀ । ବେଶ ହସଖୁସିରେ ଚାଲୁଥିଲା ତାଙ୍କ ପରିବାର । ୨ପୁଅ ଦିନ ଓ କୃପା ବି  କୋଳକୁ ଆସିଥିଲେ। ବଡପୁଅକୁ ଯେତେବେଳେ ୮ ବର୍ଷ ଓ ସାନକୁ ୫ବର୍ଷ, ସେହି ସମୟରେ ମାନସିକ ରୋଗରେ ଆକ୍ରାନ୍ତ ହେଲେ ସୋମବାରୀ।

ନିଜର କ୍ଷମତା ଅନୁଯାୟୀ ତାଙ୍କ ସ୍ୱାମୀ ଡାକ୍ତରୀ ଚିକିତ୍ସା କଲା ପରେ ବି ସୁସ୍ଥ ହେଲେନି ସେ । ଏସବୁ ଭିତରେ ଦିନେ ଗାଏବ ହୋଇଗଲେ ସୋମବାରୀ  । ବହୁ ଖୋଜାଖୋଳି ପରେ ବି ଆଉ ପତ୍ତା ମିଳିଲାନି ତାଙ୍କର । ଶେଷରେ ପତ୍ନୀ  କେଉଁଠି ପ୍ରାଣ ହରାଇସାରିଥିବ ଭାବି ଶୁଦ୍ଧିକ୍ରିୟା ସାରିଦେଲେ ଜୟ ସିଂ ॥ ପୁଅମାନେ ବଡ଼ ହେବା ପରେ ସେମାନଙ୍କୁ ବାହାସାହା ବି କରାଇଦେଲେ। ତଥାପି ପତ୍ନୀର ଅନୁପସ୍ଥିତିକୁ ଅନୁଭବ କରୁଥିଲେ  ଜୟ ସିଂ ।

[caption id="attachment_775059" align="aligncenter" width="650"]blng ସମ୍ପର୍କୀୟଙ୍କ ସହ ସୋମବାରୀ।[/caption]

ନିରାଶ୍ରୟ, ମାନସିକ ରୋଗୀ, ଅସହାୟଙ୍କ ପାଇଁ କାର୍ଯ୍ୟ କରୁଥିବା ଶ୍ରଦ୍ଧା ଫାଉଣ୍ଡେସନ୍ ଗତ ୬ ମାସ ତଳେ ପତ୍ତା ପାଇଥିଲା ସୋମବାରୀଙ୍କର । ବିଶାଖାପାଟଣାର ଏକ ମାନସିକ ରୋଗ ହସ୍ପିଟାଲ୍‌ରେ ସୋମବାରୀ ଚିକିତ୍ସାଧିନ ଥିବା ଖବର ପାଇଥିଲା ଏହି ଅନୁଷ୍ଠାନ। ଆଉ ୬ ମାସର ଚିକିତ୍ସା ପରେ ସୁସ୍ଥ ହେବାରୁ ସୋମବାରୀକୁ ଧରି ଗାଁରେ ପହଞ୍ଚିଥିଲେ ଅନୁଷ୍ଠାନ ସଦସ୍ୟ ।

ଦୀର୍ଘ ବର୍ଷ ପରେ ସୋମବାରୀଙ୍କ ହାବଭାବ ବଦଳି ଯାଇଛି। ଯେଉଁ ପୁଅମାନେ ଛୋଟ ଥିବା ବେଳେ ସୋମବାରୀ ସେମାନଙ୍କୁ ଛାଡ଼ି ଚାଲି ଯାଇଥିଲେ ଏବେ ସେମାନଙ୍କୁ ଦେଖି ଆଖିର  ଲୁହକୁ ରୋକି ପାରୁ ନାହାନ୍ତି। ହେଲେ ସେ କାହାକୁ ଚିହ୍ନି ପାରୁଛନ୍ତି ତ ଆଉ କାହାକୁ ଦେଖି ଦୋ ଦୋ ପାଞ୍ଚ ହେଉଛନ୍ତି।

[caption id="attachment_775060" align="aligncenter" width="650"]pic ସୋମବାରୀଙ୍କୁ ଗାଁରେ ସ୍ୱାଗତ କରାଯାଉଛି।[/caption]

ସୋମବାରୀ ଫେରି ଆସିଥିବା ଖବର ଜାଣିବା ପରେ ଘରେ ପଡ଼ୋଶୀ, ବନ୍ଧୁ, କୁଟୁମ୍ବ, ସଂପର୍କିୟଙ୍କ ଭିଡ଼ ଜମିଛି ।   ଏତେଦିନ ଧରି କୁଆଡ଼େ ଯାଇଥିଲ ବୋଲି ସମ୍ପର୍କୀୟ ପ୍ରଶ୍ନ କରୁଥିବା ବେଳେ ସୋମବାରୀଙ୍କ ଉତ୍ତର କିନ୍ତୁ କେହି ବୁଝି ପାରୁ ନାହାନ୍ତି। ସମସ୍ତଙ୍କୁ ବଲବଲ କରି ଅନାଉ ଥିବା ବେଳେ   ତାଙ୍କ ଆଖିରେ ଲୁହ ଜକେଇ ଆସୁଛି ।

ଶ୍ରଦ୍ଧା ଫାଉଣ୍ଡେସନ ସଦସ୍ୟା ଲକ୍ଷ୍ମୀପ୍ରିୟା ବିଶୋଇ କହିଛନ୍ତି, ସୋମବାରୀ ଫେରି ଆସିବା ପରେ ଗାଁରେ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଛି।  ସମସ୍ତେ ଖୁସିରେ ଫାଟି ପଡ଼ୁଥିବା ବେଳେ ଗାଁରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story