ମାଗିଯାଚି ଚଳୁଥିଲେ ମା’ପୁଅ, ବିଲରୁ ମିଳିଲା ମୃତଦେହ

ଆନନ୍ଦପୁର(ମୁନା ସିଂ): ଚାଷ ଜମିରୁ ମିଳିଲା ମା’ପୁଅଙ୍କ ମୃତଦେହ । କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ନନ୍ଦିପଦା ଥାନା ଜାବିନପୁର ଗାଁରେ ଘଟିଛି ଏପରି ଘଟଣା। ମୃତ ମା’ ପୁଅ ହେଲେ ମନୋହରପୁର ଗ୍ରାମର ଜେମା ଦାସ ଓ ତାଙ୍କ ପୁଅ ସନ୍ତା ଦାସ । ଉଭୟଙ୍କ ମୃତ୍ୟୁ କିପରି ହେଲା, ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ଲାଗି ରହିଛି ସସ୍‌ପେନ୍ସ। ମନୋହରପୁର ଗ୍ରାମର ବୃଦ୍ଧା ଜେମା ଦାସ ଓ ତାଙ୍କ ୩୦ ବର୍ଷୀୟା […]

deadbody

deadbody

Niharika Rout
  • Published: Tuesday, 14 June 2022
  • Updated: 14 June 2022, 09:22 AM IST

Sports

Latest News

ଆନନ୍ଦପୁର(ମୁନା ସିଂ): ଚାଷ ଜମିରୁ ମିଳିଲା ମା’ପୁଅଙ୍କ ମୃତଦେହ । କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ନନ୍ଦିପଦା ଥାନା ଜାବିନପୁର ଗାଁରେ ଘଟିଛି ଏପରି ଘଟଣା। ମୃତ ମା’ ପୁଅ ହେଲେ ମନୋହରପୁର ଗ୍ରାମର ଜେମା ଦାସ ଓ ତାଙ୍କ ପୁଅ ସନ୍ତା ଦାସ । ଉଭୟଙ୍କ ମୃତ୍ୟୁ କିପରି ହେଲା, ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ଲାଗି ରହିଛି ସସ୍‌ପେନ୍ସ।

ମନୋହରପୁର ଗ୍ରାମର ବୃଦ୍ଧା ଜେମା ଦାସ ଓ ତାଙ୍କ ୩୦ ବର୍ଷୀୟା ପୁଅ ସନ୍ତା ଦାସ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ଭିକ୍ଷାବୃତ୍ତି କରି ପେଟ ପୋଷିଥାନ୍ତି। ଉଭୟଙ୍କ ପରିବାର କହିଲେ ଆଉ କେହି ନାହାନ୍ତି। ଆଜି ସକାଳେ ସ୍ଥାନୀୟ ଲୋକେ ଉଭୟଙ୍କ ମୃତଦେହ ବିଲରେ ପଡ଼ିଥିବା ଦେଖିବାକୁ ପାଇଲେ।  ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଜେମାଙ୍କ ମୁହଁରେ କ୍ଷତ ଚିହ୍ନ ଥିବାରୁ କିଏ ଆକ୍ରମଣ କରିବାରୁ ତାଙ୍କ ମୃତ୍ୟୁ ଘଟିଛି ନା ତାଙ୍କ ମୃତ୍ୟୁ ପରେ ଜଙ୍ଗଲୀ ଜନ୍ତୁ ଆକ୍ରମଣ କରିଛନ୍ତି, ତାକୁ ନେଇ ଦେଖାଦେଇଛି ସସ୍‌ପେନ୍ସ। ଏଥିସହ ଉଭୟ ମା’ପୁଅ ଯଦି ଏକସଙ୍ଗେ ଆତ୍ମହତ୍ୟା କରିଛନ୍ତି, ତେବେ କାହିଁକି ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ତାହା ଏବେବି ରହସ୍ୟଘେରରେ । ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହେବା ପରେ ସବୁ କିଛି ସତ ଜଣାପଡ଼ିବ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story