ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପାଠ ପଢ଼ିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ଶିକ୍ଷାର ପ୍ରଚଳନ ହେବ। ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆ ଭାଷାରେ ପାଠ ପଢିପାରିବେ ଇଞ୍ଜିନିଅରିଂ ଛାତ୍ରଛାତ୍ରୀ। ଏନେଇ ଏଆଇସିଟିଇ ଓ ଆଇଓଏସଆର ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି। ଭୁବନେଶ୍ୱର ସ୍ଥିତ ଆଇଆଇଟି ଖଡ଼ଗପୁରର ବର୍ଦ୍ଧିତ କ୍ୟାମ୍ପସରେ ଆୟୋଜିତ ସମାରୋହରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଅନୀଲ ସହସ୍ରବୁଦ୍ଧେ ଓ ଅବସରପ୍ରାପ୍ତ ରାଷ୍ଟ୍ରଦୂତ ତଥା ଆଇଓଏସଆର ଅଧ୍ୟକ୍ଷ ଅବସର ବେଉରିଆ ଉପସ୍ଥିତ ଥିଲେ।  ଶିକ୍ଷାର ମାନ […]

AICTE

AICTE

Manoranjan Sial
  • Published: Monday, 18 October 2021
  • Updated: 18 October 2021, 08:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ଶିକ୍ଷାର ପ୍ରଚଳନ ହେବ। ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆ ଭାଷାରେ ପାଠ ପଢିପାରିବେ ଇଞ୍ଜିନିଅରିଂ ଛାତ୍ରଛାତ୍ରୀ। ଏନେଇ ଏଆଇସିଟିଇ ଓ ଆଇଓଏସଆର ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି। ଭୁବନେଶ୍ୱର ସ୍ଥିତ ଆଇଆଇଟି ଖଡ଼ଗପୁରର ବର୍ଦ୍ଧିତ କ୍ୟାମ୍ପସରେ ଆୟୋଜିତ ସମାରୋହରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଅନୀଲ ସହସ୍ରବୁଦ୍ଧେ ଓ ଅବସରପ୍ରାପ୍ତ ରାଷ୍ଟ୍ରଦୂତ ତଥା ଆଇଓଏସଆର ଅଧ୍ୟକ୍ଷ ଅବସର ବେଉରିଆ ଉପସ୍ଥିତ ଥିଲେ। 

ଶିକ୍ଷାର ମାନ ଓ ଛାତ୍ରଛାତ୍ରୀଙ୍କ ବୁଝିବା ଭଳି ଡିପ୍ଲୋମା ଏବଂ ବି.ଟେକ ଭଳି ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଓଡ଼ିଆରେ ଅନୁବାଦ କରି ମାତୃଭାଷାରେ ଶିକ୍ଷା ପ୍ରଦାନ ପାଇଁ ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା ପୁସ୍ତକ ପ୍ରସ୍ତୁତିର ବ୍ୟବସ୍ଥା କରୁଥିବାରୁ ଏଆଇସିଟିଇ ଓ ଆଇଓଏସଆରକୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ।

ସେ କହିଛନ୍ତି, ନିଜ ଭାଷାରେ ଶିକ୍ଷା ଦ୍ୱାରା ବ୍ୟକ୍ତି ଓ ରାଷ୍ଟ୍ରର କିପରି ଆର୍ଥକ ବିକାଶ ଘଟିଥାଏ, ତାହାର ସର୍ବଶ୍ରେଷ୍ଠ ଦୃଷ୍ଟାନ୍ତ ୟୁରୋପିୟ ଦେଶ ଜର୍ମାନୀ, ଫ୍ରାନ୍ସ ଓ ଏସିୟ ଦେଶ ଜାପାନରେ ଦେଖିବାକୁ ମିଳୁଛି। ତେଣୁ ଭାରତରେ ପ୍ରଣୟନ ହୋଇଥିବା ରାଷ୍ଟ୍ରୀୟ ଶିକ୍ଷା ନୀତି ଅନୁସାରେ ଶିକ୍ଷା ବ୍ୟବସ୍ଥାକୁ ମାତୃଭାଷା ଆଧାରିତ କରିବା ଆବଶ୍ୟକ। ଅତୀତରେ ଗଭୀର ସମୁଦ୍ରରେ ବିଶାଳ ବୋଇତ ଚାଳନା, ଶିଳ୍ପୀ ବିଶୁ ମହାରଣାଙ୍କ ଦ୍ୱାରା ନିର୍ମିତ କୋଣାର୍କର ସୂର୍ଯ୍ୟ ମନ୍ଦିର ମାନବ ସଭ୍ୟତାର ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ଓଡ଼ିଆଙ୍କ ପରିପ୍ରକାଶର ପ୍ରମାଣ। ସେ ସମୟରେ ଏହିଭଳି ବୈଷୟିକ ଶିକ୍ଷା ବଳରେ ଆର୍ଥିକ ଓ ସାମାଜିକ ବିକାଶ ଓଡ଼ିଆ ଜାତିର ଅନନ୍ୟ ନିଦର୍ଶନ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଆମ ରାଜ୍ୟ ୧୫ ବର୍ଷ ପରେ ୨୦୩୬ ମସିହାରେ ଭାଷା ଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ। ଏହାଛଡ଼ା ଆଉ ୨୫ ବର୍ଷ ପରେ ଅର୍ଥାତ ୨୦୪୭ ମସିହା ସୁଦ୍ଧା ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପାଳିବ। ଏହି ସମୟରେ ପୋଷଣ, ଭାଷା, ଶିକ୍ଷା ଓ ରୋଜଗାର ଆମ ପାଇଁ ଆହ୍ୱାନ। ଏହାକୁ ଗୁରୁତ୍ୱ ଦେଲେ ଆମେ ସ୍ୱାବଲମ୍ବୀ, ସ୍ୱାଭିମାନୀ ଓ ଆତ୍ମନିର୍ଭର ହୋଇପାରିବା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story