ଗର୍ଭଗୃହରେ ଉତ୍ପାତ କରୁଥିଲେ ଏଇ ମୂଷା, ଦେଖନ୍ତୁ ଭିଡିଓ

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ପ୍ରତି ମୂଷା ବିପଦ।ଗର୍ଭଗୃହରେ ଉପଦ୍ରବ କରୁଥିବା ମୂଷାଙ୍କୁ ଧରିବାକୁ ୩ ମାସ ହେଲା ଜନ୍ତା ବସାଯାଇଥିବାବେଳେ ସେଥିରେ ୩ଟି ମୂଷା ପଡିଛନ୍ତି। ଗର୍ଭଗୃହରେ ମୂଷା କିଛିଦିନ ହେଲା ଶ୍ରୀଜୀଉଙ୍କ ପାଇଁ ଉଦ୍ଦିଷ୍ଟ ସାମଗ୍ରୀକୁ କାଟି ପକାଇବା ସହ ଶ୍ରୀଅଙ୍ଗ ପ୍ରତି ବିପଦ ସୃଷ୍ଟି କରୁଥିଲେ। ଯାହାକୁ ନେଇ ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ଚିନ୍ତିତ ଥିଲେ। ତେବେ ବସା ଯାଇଥିବା ଯନ୍ତାରେ ୩ଟି ମୂଷା ପଡ଼ିବା ପରେ ଏବେ […]

or

Tapas Behera
  • Published: Friday, 26 October 2018
  • , Updated: 26 October 2018, 10:00 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ପ୍ରତି ମୂଷା ବିପଦ।ଗର୍ଭଗୃହରେ ଉପଦ୍ରବ କରୁଥିବା ମୂଷାଙ୍କୁ ଧରିବାକୁ ୩ ମାସ ହେଲା ଜନ୍ତା ବସାଯାଇଥିବାବେଳେ ସେଥିରେ ୩ଟି ମୂଷା ପଡିଛନ୍ତି।

https://youtu.be/EYTJ1y1ttXg

ଗର୍ଭଗୃହରେ ମୂଷା କିଛିଦିନ ହେଲା ଶ୍ରୀଜୀଉଙ୍କ ପାଇଁ ଉଦ୍ଦିଷ୍ଟ ସାମଗ୍ରୀକୁ କାଟି ପକାଇବା ସହ ଶ୍ରୀଅଙ୍ଗ ପ୍ରତି ବିପଦ ସୃଷ୍ଟି କରୁଥିଲେ। ଯାହାକୁ ନେଇ ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ଚିନ୍ତିତ ଥିଲେ।

ତେବେ ବସା ଯାଇଥିବା ଯନ୍ତାରେ ୩ଟି ମୂଷା ପଡ଼ିବା ପରେ ଏବେ ସେବାୟତମାନେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ତେବେ ଆଗକୁ ମଧ୍ୟ ମୂଷା ଧରିବାକୁ ଯନ୍ତା ବସିବ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ।

Related story