କେନାଲ ବନ୍ଧ ଭାଙ୍ଗିବା ପଛରେ ଯନ୍ତ୍ରୀଙ୍କ ଇସାରା, ମୂଷା ମୁଖ୍ୟ ଅଭିଯୁକ୍ତ!

ଜୟପୁର (ଟି.ଗୌରୀଶଙ୍କର): ଜୟପୁର ଏକତାଗୁଡ଼ାରେ କୋଲାବ କେନାଲର ବନ୍ଧ ଭାଙ୍ଗିଛି। ଏଥିପାଇଁ ମୂଷାଙ୍କୁ ଦାୟୀ କରିଛନ୍ତି ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ। ସେ କହିଛନ୍ତି, ମୂଷା ଗାତ କରିବାଦେବାରୁ ବନ୍ଧରେ ଘାଇ ହୋଇଛି। ସେଥିପାଇଁ ପାଣି ବନ୍ଦ କରାଯାଇଛି। ମରାମତି ଚାଲିଛି, ସନ୍ଧ୍ୟା ସୁଦ୍ଧା ସରିବ। ରବିବାର ସକାଳ ସୁଦ୍ଧା ପାଣି ଛଡ଼ାଯିବ। ଏହା ସହିତ ତଦନ୍ତ କରି ସବିଶେଷ ତଥ୍ୟ ଦେବାକୁ କୋଲାବ ମୁଖ୍ୟ ଯନ୍ତ୍ରୀଙ୍କୁ କୁହାଯାଇଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ […]

koraput

koraput

Manoranjan Sial
  • Published: Saturday, 09 January 2021
  • Updated: 09 January 2021, 04:27 PM IST

Sports

Latest News

ଜୟପୁର (ଟି.ଗୌରୀଶଙ୍କର): ଜୟପୁର ଏକତାଗୁଡ଼ାରେ କୋଲାବ କେନାଲର ବନ୍ଧ ଭାଙ୍ଗିଛି। ଏଥିପାଇଁ ମୂଷାଙ୍କୁ ଦାୟୀ କରିଛନ୍ତି ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ।

ସେ କହିଛନ୍ତି, ମୂଷା ଗାତ କରିବାଦେବାରୁ ବନ୍ଧରେ ଘାଇ ହୋଇଛି। ସେଥିପାଇଁ ପାଣି ବନ୍ଦ କରାଯାଇଛି। ମରାମତି ଚାଲିଛି, ସନ୍ଧ୍ୟା ସୁଦ୍ଧା ସରିବ। ରବିବାର ସକାଳ ସୁଦ୍ଧା ପାଣି ଛଡ଼ାଯିବ। ଏହା ସହିତ ତଦନ୍ତ କରି ସବିଶେଷ ତଥ୍ୟ ଦେବାକୁ କୋଲାବ ମୁଖ୍ୟ ଯନ୍ତ୍ରୀଙ୍କୁ କୁହାଯାଇଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି, ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ନଦୀ ଓ କେନାଲ ବନ୍ଧ ମରାମତି କରାଯାଉଛି। ଯଦି ବନ୍ଧ ମରାମତି କରାଇଥିଲା, ତାହାହେଲେ ମୂଷା କରିଥିବା ଗାତ ସମ୍ପର୍କରେ ଜଳସମ୍ପଦ ବିଭାଗ କେମିତି ଜାଣିପାରିଲେ ନାହିଁ?

ଗତ ରାତିରେ ଏକତାଗୁଡ଼ାରେ କେନାଲ ବନ୍ଧ ଭାଙ୍ଗି ଯାଇଥିଲା। ଫଳରେ ଆଖପାଖ ଗାଁରେ ପାଣି ପଶି ଯାଇଥିଲା। ଏକର ଏକର ଚାଷ ଜମି ଜଳମଗ୍ନ ହୋଇଥିଲା। ଜୟପୁର ବିଧାୟକ ତାରାପ୍ରଦାଦ ବାହିନୀପତି ରାତିରେ ସେଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ। ହେଲେ କେହି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି। ପ୍ରାୟ ୩ରୁ ୪ ଘଣ୍ଟା ପାଣି ମାଡ଼ିବା ପରେ କେନାଲକୁ ବନ୍ଦ କରି ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story