ଭାରତୀୟ ପ୍ରେସ୍ କାଉନସିଲକୁ ମନୋନୀତ ହେଲେ ସାଂସଦ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ପ୍ରେସ୍ କାଉନସିଲ ସଦସ୍ୟ ଭାବେ ଓଡ଼ିଶାର ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ମନୋନୀତ ହୋଇଛନ୍ତି। ପ୍ରେସ୍ କାଉନସିଲ ସଦସ୍ୟ ଭାବେ ୨ଜଣ ରାଜ୍ୟସଭା ସାଂସଦ ଓ ୩ଜଣ ଲୋକସଭା ସାଂସଦଙ୍କୁ ମନୋନୀତ କରାଯିବାର ପ୍ରାବଧାନ ରହିଛି। ରାଜ୍ୟସଭା ପକ୍ଷରୁ ଜାରି ସୂଚନା ଅନୁସାରେ, ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟାନାଇଡୁ ପ୍ରେସ୍ କାଉନସିଲ ଅଫ ଇଣ୍ଡିଆକୁ ଦୁଇଜଣ ସାଂସଦଙ୍କୁ ସଦସ୍ୟ ଭାବେ ମନୋନୀତ କରିଛନ୍ତି। ଶ୍ରୀ ବୈଷ୍ଣବଙ୍କ ବ୍ୟତୀତ ରାଜ୍ୟସଭା ସାଂସଦ […]

Ashwini-Vaishnav

Ashwini-Vaishnav

Ordigital Desk
  • Published: Wednesday, 21 April 2021
  • Updated: 21 April 2021, 05:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ପ୍ରେସ୍ କାଉନସିଲ ସଦସ୍ୟ ଭାବେ ଓଡ଼ିଶାର ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ମନୋନୀତ ହୋଇଛନ୍ତି। ପ୍ରେସ୍ କାଉନସିଲ ସଦସ୍ୟ ଭାବେ ୨ଜଣ ରାଜ୍ୟସଭା ସାଂସଦ ଓ ୩ଜଣ ଲୋକସଭା ସାଂସଦଙ୍କୁ ମନୋନୀତ କରାଯିବାର ପ୍ରାବଧାନ ରହିଛି।

ରାଜ୍ୟସଭା ପକ୍ଷରୁ ଜାରି ସୂଚନା ଅନୁସାରେ, ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟାନାଇଡୁ ପ୍ରେସ୍ କାଉନସିଲ ଅଫ ଇଣ୍ଡିଆକୁ ଦୁଇଜଣ ସାଂସଦଙ୍କୁ ସଦସ୍ୟ ଭାବେ ମନୋନୀତ କରିଛନ୍ତି। ଶ୍ରୀ ବୈଷ୍ଣବଙ୍କ ବ୍ୟତୀତ ରାଜ୍ୟସଭା ସାଂସଦ କେ. କେଶବରାଓ ମଧ୍ୟ କାଉନସିଲ୍ ସଦସ୍ୟ ହେବେ।

୧୯୯୪ ବ୍ୟାଚ୍ ଓଡ଼ିଶା କ୍ୟାଡ଼ର ଆଇଏଏସ୍ ଶ୍ରୀ ବୈଷ୍ଣବ ୨୦୧୯ ମସିହାରେ ଓଡ଼ିଶାରୁ ବିଜେପି ଟିକେଟରେ ନିଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୪ ମସିହାରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଶ୍ରୀ ବୈଷ୍ଣବ ମଧ୍ୟ କାର୍ଯ୍ୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story