ମାର୍ଶାଘାଇରେ ଉନ୍ନୟନ କାମର ସମୀକ୍ଷା କଲେ ସାଂସଦ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ା: ଲକ୍ଷ ଲିଟର ବିଶିଷ୍ଟ ନବନିର୍ମିତ ଓଭର ହେଡ୍ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା । ଏହି ପାଣି ଟାଙ୍କିର ନିର୍ମାଣ କାମ କେନ୍ଦ୍ରପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁରଠାରେ ଚାଲିଛି। ୨୬ ଲକ୍ଷ ୮୫ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ପାଣି ଟାଙ୍କିର ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିବା ସହ କାମର ଅଗ୍ରଗତି ନେଇ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା […]

Rakesh Mallick
  • Published: Wednesday, 13 September 2017
  • , Updated: 13 September 2017, 02:33 PM IST

କେନ୍ଦ୍ରାପଡ଼ା: ଲକ୍ଷ ଲିଟର ବିଶିଷ୍ଟ ନବନିର୍ମିତ ଓଭର ହେଡ୍ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା । ଏହି ପାଣି ଟାଙ୍କିର ନିର୍ମାଣ କାମ କେନ୍ଦ୍ରପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁରଠାରେ ଚାଲିଛି। ୨୬ ଲକ୍ଷ ୮୫ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ପାଣି ଟାଙ୍କିର ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିବା ସହ କାମର ଅଗ୍ରଗତି ନେଇ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି ବୈଜୟନ୍ତ।  ଏହି ପାଣି ଟାଙ୍କି ନିର୍ମାଣ ହେଲେ ମାର୍ଶାଘାଇ ପଞ୍ଚାୟତର ପୁରୁଷୋତ୍ତମପୁର ଓ ତୁଳସୀପୁର ସମେତ ଆଖପାଖ ଗ୍ରାମବାସୀ ଉପକୃତ ହେବେ।

 

Related story