ପ୍ୟାକେଜ କରିପାରିବକି ଡ୍ୟାମେଜ୍ କଣ୍ଟ୍ରୋଲ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ପାଇଁ ଦୋହଲି ଯାଇଛି ଅର୍ଥନୀତି । ଜୀବନ ଯାଇଛି, ଜୀବିକା ବି ଯାଇଛି । ରୋଜଗାର ନପାଇ ହନ୍ତସନ୍ତ ହେଉଛନ୍ତି ଲକ୍ଷଲକ୍ଷ ଲୋକ। ଅର୍ଥନୀତିକୁ ଟ୍ରାକକୁ ଆଣିବା ସହ ବେକାରୀଙ୍କୁ ରୋଜଗାର ଯୋଗାଇଦେବାକୁ ସରକାର ପ୍ରସ୍ତୁତ କରୁଛନ୍ତି ଗୋଟିଏ ପରେ ଗୋଟିଏ ବ୍ଲୁ ପ୍ରିଣ୍ଟ । ସେଥିପାଇଁ MSME  ସେକ୍ଟର ଲାଗି ୨୯୦ କୋଟିର ପ୍ୟାକେଜ୍ ଘୋଷଣା ସହ ରୋଜଗାର ଅଭାବରୁ ଯେପରି ଗୋଟିଏ ବି ପରିବାର କଷ୍ଟ ନପାଏ ସେଥିପ୍ରତି ଧ୍ୟାନ […]

naveen-patnik

naveen-patnik

Tapas Behera
  • Published: Wednesday, 16 December 2020
  • Updated: 16 December 2020, 08:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ପାଇଁ ଦୋହଲି ଯାଇଛି ଅର୍ଥନୀତି । ଜୀବନ ଯାଇଛି, ଜୀବିକା ବି ଯାଇଛି । ରୋଜଗାର ନପାଇ ହନ୍ତସନ୍ତ ହେଉଛନ୍ତି ଲକ୍ଷଲକ୍ଷ ଲୋକ। ଅର୍ଥନୀତିକୁ ଟ୍ରାକକୁ ଆଣିବା ସହ ବେକାରୀଙ୍କୁ ରୋଜଗାର ଯୋଗାଇଦେବାକୁ ସରକାର ପ୍ରସ୍ତୁତ କରୁଛନ୍ତି ଗୋଟିଏ ପରେ ଗୋଟିଏ ବ୍ଲୁ ପ୍ରିଣ୍ଟ । ସେଥିପାଇଁ MSME  ସେକ୍ଟର ଲାଗି ୨୯୦ କୋଟିର ପ୍ୟାକେଜ୍ ଘୋଷଣା ସହ ରୋଜଗାର ଅଭାବରୁ ଯେପରି ଗୋଟିଏ ବି ପରିବାର କଷ୍ଟ ନପାଏ ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଆଉ ଫୋକସରେ ରହିଛି MGNREGS ଓ ସହରାଂଚଳ ରୋଜଗାର ଯୋଜନା ।

ଏଥିରେ ମଜୁରୀ ପାଇବାରେ ବିଳମ୍ବ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରିଛନ୍ତି । ଏହା ସହ ଯେଉଁ ଜିଲ୍ଲାଗୁଡ଼ିକରେ ବହୁ ସଂଖ୍ୟାରେ ଲୋକେ ଅନ୍ୟ ରାଜ୍ୟକୁ କାମ ପାଇଁ ଯାଉଛନ୍ତି ସେସବୁ ଜିଲ୍ଲାରେ ପରିବାର ପିଛା ଅଧିକ ୧୦୦ ଦିନର କାମ ଓ ଅତିରିକ୍ତ ମଜୁରୀ ଦେବାକୁ ଘୋଷଣା କରାଯାଇଛି । ତେବେ ସରକାରଙ୍କ ଏସବୁ ପଦକ୍ଷେପ ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିନି ।

କରୋନା ସମୟରେ ରାଜ୍ୟରୁ ପ୍ରାୟ ୧୦ ଲକ୍ଷ ପ୍ରବାସୀ ଫେରିଥିଲେ । ହେଲେ ଓଡ଼ିଶାରେ କାମଧନ୍ଦା ଅଭାବରୁ ପୁଣି ବାହାର ରାଜ୍ୟକୁ ଫେରିଛନ୍ତି । ଯାହାକୁ ନେଇ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। କରୋନା କାଳରେ ଲକ୍ଷ ଲକ୍ଷ ଲୋକ ବେକାର ହୋଇଛନ୍ତି। ସେପଟେ MGNREGSରେ ଲୋକଙ୍କ ବଦଳରେ ମେସିନ୍ ବ୍ୟବହାର ହେଉଥିବାରୁ ଅନେକ ଲୋକ କାମ ପାଉ ନଥିବା ଅଭିଯୋଗ ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story