ମୁଖ୍ୟମନ୍ତ୍ରୀଙ୍କ କୋରାପୁଟ ଗସ୍ତ ପୂର୍ବରୁ ମେଡିକାଲ କଲେଜ କାମ ତଦାରଖ କଲେ ସାଂସଦ

କୋରାପୁଟ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲା ଗସ୍ତ କରି ପ୍ରସ୍ତାବିତ ମେଡିକାଲ କଲେଜ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ରଖି ସାଂସଦ ଝିନ୍ନ ଡିକକା ମେଡିକାଲ କଲେଜରେ ଚାଲିଥିବା ମାଟି ସମତୁଳ କାମ ତଦାରଖ କରିଛନ୍ତି । ଆସନ୍ତା ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ଗସ୍ତରେ ଅସି ଏହାକୁ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଥିବା ସାଂସଦ କହିଛନ୍ତି । ସାଂସଦଙ୍କ ଏହି ଗସ୍ତ ସମୟରେ କଲେଜ ନିର୍ମାଣ କରୁଥିବା ସଂସ୍ଥାର ସାଇଟ ମ୍ୟାନେଜର […]

koraput

koraput

Rakesh Mallick
  • Published: Sunday, 16 August 2015
  • Updated: 16 August 2015, 12:17 PM IST

Sports

Latest News

କୋରାପୁଟ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲା ଗସ୍ତ କରି ପ୍ରସ୍ତାବିତ ମେଡିକାଲ କଲେଜ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ରଖି ସାଂସଦ ଝିନ୍ନ ଡିକକା ମେଡିକାଲ କଲେଜରେ ଚାଲିଥିବା ମାଟି ସମତୁଳ କାମ ତଦାରଖ କରିଛନ୍ତି । ଆସନ୍ତା ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ଗସ୍ତରେ ଅସି ଏହାକୁ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଥିବା ସାଂସଦ କହିଛନ୍ତି । ସାଂସଦଙ୍କ ଏହି ଗସ୍ତ ସମୟରେ କଲେଜ ନିର୍ମାଣ କରୁଥିବା ସଂସ୍ଥାର ସାଇଟ ମ୍ୟାନେଜର ଓ ଅନ୍ୟ କମୟଚାରୀମାନ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ଇଞ୍ଜିନିୟରିଂ ଏବଂ କନଷ୍ଟ୍ରକସନ କମ୍ପାନୀ ସପୁରଜି ପାଲନଜି ଆଣ୍ଡ କମ୍ପାନୀ ଲିମିଟେଡ ସହ ୨୦୧୫ ମାର୍ଚ୍ଚ ୧୮ ତାରିଖରେ ଏହି ମେଡିକାଲ କଲେଜ ନିର୍ମାଣ ଲାଗି ଏଗ୍ରିମେଣ୍ଟ କରାଯାଇଥିଲା । ମେ’ ମାସଠାରୁ କମ୍ପାନୀ ପ୍ରଥମ ପର୍ଯ୍ୟାୟରେ ମାଟି ସମତଳ କାମ ଆରମ୍ଭ କରିଛି । ୩୦ ଏକର ପରିମିତ ଅଞ୍ଚଳରେ ଏହି କାମ ଚାଲିଛି । ଆସନ୍ତା ୨୦୧୭ ସୁଦ୍ଧା ସମସ୍ତ କାମ ସରିବ ବୋଲି କମ୍ପାନୀର ସାଇଟ ମ୍ୟାନେଜର କହିଛନ୍ତି। କୋରାପୁଟଠାରେ ଥିବା ମେଡିକାଲରେ ଶଯ୍ୟା ସଂଖ୍ୟା ଯଥେଷ୍ଟ ରହିଥିବା ଓ ଆବଶ୍ୟକ ୫୦ଟି ବେଡ ପାଇଁ ନିର୍ମାଣ କାମ ଚାଲୁ ରହିଛି ବୋଲି ସିଡିଏମଓ ଲକ୍ଷ୍ମୀକାନ୍ତ କବି କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story