ମୁଖ୍ୟମନ୍ତ୍ରୀଙ୍କ ସହ ଗୋଟିଏ ମଞ୍ଚରେ ବସିବା ଚର୍ଚ୍ଚାକୁ ଖଣ୍ଡନ କଲେ ପ୍ୟାରୀ

ଭୁବନେଶ୍ୱର: ୩ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟସଭା ସଦସ୍ୟ ପ୍ୟାରୀମୋହନ ମହାପାତ୍ର ଆସନ୍ତାକାଲି ଗୋଟିଏ ମଞ୍ଚରେ ବସିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ନିଜେ ପ୍ୟାରୀ ଏପରି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ପିଲିଲି ବାଇପାସ, ଜାତୀୟ ରାଜପଥ ଫେ।ରଲେନ ପ୍ରକଳ୍ପରର ଉଦଘାଟନ କରିବେ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ୟାରୀ ଗୋଟିଏ ମଞ୍ଚରେ ଯୋଗଦେବା ନେଇ ଚର୍ଚ୍ଚା ହେଉଥିଲା। ତେବେ ପ୍ୟାରୀ କହିଛନ୍ତି, ଏ କାର୍ଯ୍ୟକ୍ରମ […]

PYARI

PYARI

Rakesh Mallick
  • Published: Wednesday, 08 July 2015
  • Updated: 08 July 2015, 01:51 PM IST

ଭୁବନେଶ୍ୱର: ୩ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟସଭା ସଦସ୍ୟ ପ୍ୟାରୀମୋହନ ମହାପାତ୍ର ଆସନ୍ତାକାଲି ଗୋଟିଏ ମଞ୍ଚରେ ବସିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ନିଜେ ପ୍ୟାରୀ ଏପରି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ପିଲିଲି ବାଇପାସ, ଜାତୀୟ ରାଜପଥ ଫେ।ରଲେନ ପ୍ରକଳ୍ପରର ଉଦଘାଟନ କରିବେ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ୟାରୀ ଗୋଟିଏ ମଞ୍ଚରେ ଯୋଗଦେବା ନେଇ ଚର୍ଚ୍ଚା ହେଉଥିଲା। ତେବେ ପ୍ୟାରୀ କହିଛନ୍ତି, ଏ କାର୍ଯ୍ୟକ୍ରମ ଲାଗି ତାଙ୍କୁ ଆମନ୍ତ୍ରଣ କରାଯାଇନାହିଁ। ମୁଖ୍ୟମନ୍ତ୍ରୀଙ୍କ ସହ ଗତ ୩ବର୍ଷ ହେଲା ସେ କୌଣସି ମଞ୍ଚରେ ବସି ନାହାନ୍ତି କି ବସିବାର ଅଭିପ୍ରାୟ ବି ନାହିଁ ବୋଲି ପ୍ୟାରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story