ଜୟପୁର( ଓଡ଼ିଶା ରିପୋର୍ଟର): ଜୟପୁର ସଦର ଥାନା ଅଞ୍ଚଳରୁ ଜଣକୁ ଉଠାଇନେଲା ମୁମ୍ବାଇ ଏଟିଏସ୍। ସଦର ଥାନା କାଲାଗୁଡ଼ା ଗାଁର ଖଗପତି ପାଙ୍ଗିଙ୍କୁ ଗିରଫ ଏଟିଏସ୍ ତଥା ଆଣ୍ଟି ଟେରୋରିଷିମ୍ ସ୍କ୍ୱାର୍ଡ଼। ନାଗପୁରକୁ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଗିରଫ କରାଯାଥିବା ସୂଚନା ମିଳିଛି। ଅଧତ୍କ ତଦନ୍ତ ପାଇଁ ATS ଖଗପତିଙ୍କୁ ନାଗପୁର ନେଇଥିବା ଜଣାପଡ଼ିଛି। ଜୟପୁର ସଦର ଥାନା ପକ୍ଷରୁ ଏନେଇ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଜାରି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ସବ୍ଇନ୍ସପେକ୍ଟର ଆସି ଠାକୁରଙ୍କ ନେତୃତ୍ୱରେ ଏଟିଏସ୍ ଟିମ୍ ଜୟପୁରରେ ପହଞ୍ଚି ଖଗପତିଙ୍କ ଘରେ ଚଢ଼ାଉ କରିଥିଲା। ଏନେଇ NDSP Act ରେ ୪/୨୧ ସେକ୍ସନ-୨୦ ଏବଂ ୨୨ରେ ଏକ ମାମଲା ରୁଜୁ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।