ମୁନିଗୁଡ଼ାକୁ ଏନଏସି ଦାବିରେ ୧୨ଘଣ୍ଟିଆ ବନ୍ଦ ପାଳନ, ଯାତାୟତ ବାଧାପ୍ରାପ୍ତ

ରାୟଗଡ଼ା: ମୁନିଗୁଡାକୁ ଏନଏସି  ସହ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ଆଜି ରାୟଗଡ଼ା ଜିଲ୍ଲା ମୁନିଗୁଡାରେ ୧୨ ଘଣ୍ଟିଆ ବନ୍ଦ ଡାକରା  ଦିଆଯାଇଛି। ମୁନିଗୁଡ଼ା ବିକାଶ ପରିଷଦ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।  ସେହିପରି ବିଷମକଟକ ବ୍ଲକରେ  ବଣିକ ସଂଘ ପକ୍ଷରୁ ଏହି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି।

ମୁନିଗୁଡ଼ାକୁ ଏନଏସି କରିବା ସହ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ତେଣୁ  ବାଧ୍ୟ ହୋଇ ଆଜି ବନ୍ଦ ଡାକରା ଦେଇଛି ପରିଷଦ। ଫଳରେ ଦୋକାନ  ବଜାର ବନ୍ଦ ରହିବା ସହ କଳାହାଣ୍ଡି, ରାୟଗଡ଼ା, ଆମ୍ବଦୋଳା, ବିଶ୍ୱନାଥପୁର, ବିଷମକଟକ, ଗୁଣୁପୁର ଓ ରାୟଗଡ଼ାକୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଆନ୍ଦୋଳନକାରୀମାନେ ସହରର ପ୍ରବେଶ ପଥ ଗୁଡ଼ିକ ଅବରୋଧ କରିବା ଯୋଗୁଁ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି। ରାୟଗଡ଼ା-ଭବାନୀପାଟଣା ଓ ଭବାନୀପାଟଣା-ବ୍ରହ୍ମପୁର ରାଜ୍ୟ ରାଜପଥ ଅବରୋଧ ହେବା ଯୋଗୁଁ ଭାରିଯାନ ଗୁଡ଼ିକ ରାସ୍ତାର ବିଭିନ୍ନ ସ୍ଥାନରେ ଅଟକି ରହିଛି।

Ordigital Desk
• Published: Thursday, 07 September 2017
• Updated: 07 September 2017, 08:40 AM IST

Sports

Latest News

ରାୟଗଡ଼ା: ମୁନିଗୁଡାକୁ ଏନଏସି  ସହ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ଆଜି ରାୟଗଡ଼ା ଜିଲ୍ଲା ମୁନିଗୁଡାରେ ୧୨ ଘଣ୍ଟିଆ ବନ୍ଦ ଡାକରା  ଦିଆଯାଇଛି। ମୁନିଗୁଡ଼ା ବିକାଶ ପରିଷଦ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।  ସେହିପରି ବିଷମକଟକ ବ୍ଲକରେ  ବଣିକ ସଂଘ ପକ୍ଷରୁ ଏହି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି।

ମୁନିଗୁଡ଼ାକୁ ଏନଏସି କରିବା ସହ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ତେଣୁ  ବାଧ୍ୟ ହୋଇ ଆଜି ବନ୍ଦ ଡାକରା ଦେଇଛି ପରିଷଦ। ଫଳରେ ଦୋକାନ  ବଜାର ବନ୍ଦ ରହିବା ସହ କଳାହାଣ୍ଡି, ରାୟଗଡ଼ା, ଆମ୍ବଦୋଳା, ବିଶ୍ୱନାଥପୁର, ବିଷମକଟକ, ଗୁଣୁପୁର ଓ ରାୟଗଡ଼ାକୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଆନ୍ଦୋଳନକାରୀମାନେ ସହରର ପ୍ରବେଶ ପଥ ଗୁଡ଼ିକ ଅବରୋଧ କରିବା ଯୋଗୁଁ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି। ରାୟଗଡ଼ା-ଭବାନୀପାଟଣା ଓ ଭବାନୀପାଟଣା-ବ୍ରହ୍ମପୁର ରାଜ୍ୟ ରାଜପଥ ଅବରୋଧ ହେବା ଯୋଗୁଁ ଭାରିଯାନ ଗୁଡ଼ିକ ରାସ୍ତାର ବିଭିନ୍ନ ସ୍ଥାନରେ ଅଟକି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos