ନିଶା ଛଡ଼ାଇବାକୁ କେନ୍ଦ୍ରକୁ ଯାଇଥିଲେ, ଘରକୁ ଆସିଲା ମୃତଦେହ

ଭୁବନେଶ୍ୱର  (ଓଡ଼ିଶା ରିପୋର୍ଟର ): ଭୁବନେଶ୍ୱରସ୍ଥିତ  ଏକ ନିଶା ନିବାରଣ କେନ୍ଦ୍ରରେ ଜଣେ ବ୍ୟକ୍ତିକୁ ପିଟିପିଟି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ନୟାପଲ୍ଳୀ ଗଡ ସାହି ଅଞ୍ଚଳର ଅକ୍ଷୟ କୁମାର ମାଝି ସବୁବେଳେ ନିଶାରେ ରହୁଥିବାରୁ ପରିବାର ଲୋକେ ଚିନ୍ତାରେ ଥିଲେ।  ତାଙ୍କ ନିଶା ଛଡ଼ାଇବା ଲାଗି କିଛି ଦିନ ହେବ ସେମାନେ ତାଙ୍କୁ ଏକ ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ।   କିନ୍ତୁ ଗତକାଲି ସେ ଅସୁସ୍ଥ ଥିବା ସମ୍ପର୍କରେ ତାଙ୍କ ପରିବାର […]

deadbody2

deadbody2

Niharika Rout
  • Published: Friday, 23 August 2019
  • Updated: 23 August 2019, 09:16 AM IST

Sports

Latest News

ଭୁବନେଶ୍ୱର  (ଓଡ଼ିଶା ରିପୋର୍ଟର ): ଭୁବନେଶ୍ୱରସ୍ଥିତ  ଏକ ନିଶା ନିବାରଣ କେନ୍ଦ୍ରରେ ଜଣେ ବ୍ୟକ୍ତିକୁ ପିଟିପିଟି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ନୟାପଲ୍ଳୀ ଗଡ ସାହି ଅଞ୍ଚଳର ଅକ୍ଷୟ କୁମାର ମାଝି ସବୁବେଳେ ନିଶାରେ ରହୁଥିବାରୁ ପରିବାର ଲୋକେ ଚିନ୍ତାରେ ଥିଲେ।  ତାଙ୍କ ନିଶା ଛଡ଼ାଇବା ଲାଗି କିଛି ଦିନ ହେବ ସେମାନେ ତାଙ୍କୁ ଏକ ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ।   କିନ୍ତୁ ଗତକାଲି ସେ ଅସୁସ୍ଥ ଥିବା ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କ ନିକଟକୁ ଖବର ଆସିଥିଲା ।  ସେମାନେ ପହଞ୍ଚିଲା ବେଳକୁ ଅକ୍ଷୟଙ୍କ ମୃତ୍ୟୁ ହୋଇ ସାରିଥିଲା ।

ମୃତ ଅକ୍ଷୟଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବାରୁ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।  ଏନେଇ ପୁଲିସ୍‌ ଘଟଣାର ତଦନ୍ତ କରୁଛି । ପରିବାର ଲୋକଙ୍କ ଅଭିଯୋଗ ପରେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିବା ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପକାରଣ ସ୍ପଷ୍ଟ ହେବ ବୋଲି ପୁଲିସ୍‌ କହିଛି। ଏ ନେଇ ନିଶା ନିବାରଣ କେନ୍ଦ୍ର କର୍ତ୍ତୃପକ୍ଷଙ୍କ ମତାମତ ମିଳି ପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story