ନର୍ସ ନିହାରିକା ମର୍ଡର ମିଷ୍ଟ୍ରି : ବାପାମା’ଙ୍କର ହେବ ଡିଏନଏ ଟେଷ୍ଟ

ଜଗତସିଂହପୁର ( ଶଶାଙ୍କ ଶେଖର ପଣ୍ଡା): ନର୍ସ ନିହାରିକା ପାତ୍ରଙ୍କ ମୃତ୍ୟୁର ୧୦ ଦିନ ପରେ ବି ଅପରାଧୀଙ୍କ ପତ୍ତା ପାଉନି ପୁଲିସ୍‌। ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରି ତଦନ୍ତ ଚାଲିଛି । ଡିଏନ୍ଏ ଟେଷ୍ଟ ପାଇଁ ଆଜି ନିହାରିକାଙ୍କ ବାପା, ମା’ଙ୍କର ସାମ୍ପୁଲ ସଂଗ୍ରହ ହେବ । ଗତକାଲି କଟକ ମେଡିକାଲରେ ଶବ ବ୍ୟବଚ୍ଛେଦ ହୋଇଥିବା ବେଳେ ଆଜି ରିପୋର୍ଟ ଆସିବ ବୋଲି ଜଣାଯାଇଛି। ଏହାକୁ ଆଧାର କରି ତଦନ୍ତକୁ ଅଧିକ ତ୍ୱରାନ୍ୱିତ କରାଯିବ।  ଖୁବ୍ […]

nursh-killed-1

nursh-killed-1

Niharika Rout
  • Published: Thursday, 19 September 2019
  • Updated: 19 September 2019, 09:55 AM IST

ଜଗତସିଂହପୁର ( ଶଶାଙ୍କ ଶେଖର ପଣ୍ଡା): ନର୍ସ ନିହାରିକା ପାତ୍ରଙ୍କ ମୃତ୍ୟୁର ୧୦ ଦିନ ପରେ ବି ଅପରାଧୀଙ୍କ ପତ୍ତା ପାଉନି ପୁଲିସ୍‌। ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରି ତଦନ୍ତ ଚାଲିଛି । ଡିଏନ୍ଏ ଟେଷ୍ଟ ପାଇଁ ଆଜି ନିହାରିକାଙ୍କ ବାପା, ମା’ଙ୍କର ସାମ୍ପୁଲ ସଂଗ୍ରହ ହେବ । ଗତକାଲି କଟକ ମେଡିକାଲରେ ଶବ ବ୍ୟବଚ୍ଛେଦ ହୋଇଥିବା ବେଳେ ଆଜି ରିପୋର୍ଟ ଆସିବ ବୋଲି ଜଣାଯାଇଛି। ଏହାକୁ ଆଧାର କରି ତଦନ୍ତକୁ ଅଧିକ ତ୍ୱରାନ୍ୱିତ କରାଯିବ।  ଖୁବ୍ ଶୀଘ୍ର ଅପରାଧୀ ଧରାଯିବ ବୋଲି ପୁଲିସ୍‌ କହିଛି ।

ସେପଟେ ବିଜେପି ମହିଳା ମୋର୍ଚ୍ଚାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ଘଟଣାସ୍ଥଳକୁ ଯିବ। ଏହାବ୍ୟତୀତ ପ୍ରତିନିଧି ଦଳ ମୃତ ନିହାରିକାଙ୍କ ପରିବାରକୁ ମଧ୍ୟ ଭେଟିବେ ବୋଲି ଜଣାଯାଇଛି ।

ଜଗତସିଂହପୁର ବିରିଡ଼ିର ବିଲୁଆଖାଇ ନଦୀପଠାରୁ ଗତ ମଙ୍ଗଳବାର ବସ୍ତା ଭିତରୁ ଗୋଡ଼ହାତ ବନ୍ଧା ଅବସ୍ଥାରେ ନିଖୋଜ ନିହାରିକାଙ୍କ ମୃତଦେହ ମିଳିଥିଲା । ଏହି ଘଟଣା ପରଠୁ ଉଭୟ ମଧୁପାଟଣା ଏବଂ ବିରିଡି ପୁଲିସ ମିଳିତ ତଦନ୍ତ  ଆରମ୍ଭ କରିଥିଲା ।

ବିରିଡିସ୍ଥିତ ନିଜ ମାମୁଁ ଘରକୁ ଯିବା ଆସିବା ଭିତରେ ନିହାରିକା ଏବଂ ରାଜାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଉଭୟେ ପରସ୍ପରକୁ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ ଅକସ୍ମାତ ଏଭଳି ଅଘଟଣ ଘଟିଲା କାହିଁକି  ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story