ସୁପାରୀ ଦେଇ ପତ୍ନୀଙ୍କ ପ୍ରେମିକକୁ ମାରିଦେଲା ସ୍ୱାମୀ!

କଟକ (ଓଡ଼ିଶା ରିପୋର୍ଟର): ସୁପାରୀ ଦେଇ ପତ୍ନୀଙ୍କ ପ୍ରେମିକକୁ ମାରିଦେଲା ସ୍ୱାମୀ! ଏପରି ଲୋମଟାଙ୍କୁରା ଦୃଶ୍ୟ କଟକରେ ଘଟିଥିଲା। ଏହି ମାମଲାରେ କମିଶନରେଟ୍‌ ପୁଲିସ ସୁପାରୀ କିଲର ଓ ତା’ ସାଥୀଙ୍କୁ ଗିରଫ କରିଛି। ହେଲେ ମୁଖ୍ୟ ଅଭିଯୁକ୍ତ ଏବେ ମଧ୍ୟ ଫେରାର ଅଛି। ତାକୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ପୂରା ଘଟଣା ଏମିତି। ଭୁବନେଶ୍ୱର ସହିଦ୍‌ ନଗର ଥାନା ଅଞ୍ଚଳର ଆଜାଦ ଯାଦବଙ୍କ ଘର ବିହାରରେ। କିନ୍ତୁ ସେ […]

Cuttack

Cuttack

Manoranjan Sial
  • Published: Wednesday, 09 March 2022
  • Updated: 09 March 2022, 04:39 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ସୁପାରୀ ଦେଇ ପତ୍ନୀଙ୍କ ପ୍ରେମିକକୁ ମାରିଦେଲା ସ୍ୱାମୀ! ଏପରି ଲୋମଟାଙ୍କୁରା ଦୃଶ୍ୟ କଟକରେ ଘଟିଥିଲା। ଏହି ମାମଲାରେ କମିଶନରେଟ୍‌ ପୁଲିସ ସୁପାରୀ କିଲର ଓ ତା’ ସାଥୀଙ୍କୁ ଗିରଫ କରିଛି। ହେଲେ ମୁଖ୍ୟ ଅଭିଯୁକ୍ତ ଏବେ ମଧ୍ୟ ଫେରାର ଅଛି। ତାକୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ପୂରା ଘଟଣା ଏମିତି। ଭୁବନେଶ୍ୱର ସହିଦ୍‌ ନଗର ଥାନା ଅଞ୍ଚଳର ଆଜାଦ ଯାଦବଙ୍କ ଘର ବିହାରରେ। କିନ୍ତୁ ସେ ଭୁବନେଶ୍ୱରରେ ରହୁଥିଲେ। ତାଙ୍କ ସାଙ୍ଗ ହେଉଛି ପଙ୍କଜ ଯାଦବ। ଉଭୟ ଗୋଟିଏ ସ୍ଥାନରେ କାମ କରୁଥିଲେ। ଦୁଇ ସାଙ୍ଗଙ୍କ ମଧ୍ୟରେ ବେଶ୍‌ ବନ୍ଧୁତା ଥିଲା। ସେଥିପାଇଁ ପଙ୍କଜ ରହୁଥିବା ଘରକୁ ଆଜାଦ ନିୟମିତ ଯାଉଥିଲେ। ଏହାରି ଭିତରେ ପଙ୍କଜଙ୍କ ପତ୍ନୀ ଉପରେ ଆଜାଦ ନଜର ପଡ଼ିଥିଲା। ଆଉ ପରେ ଉଭୟ ପରସ୍ପରକୁ ଭଲ ପାଇଲେ।

ଗତବର୍ଷ ପଙ୍କଜଙ୍କ ଅଜାଣରେ ତାଙ୍କ ପତ୍ନୀଙ୍କୁ ସାଥୀରେ ଧରି ନିଜ ଗାଁ ବିହାର ନେଇଯାଇଥିଲେ ଆଜାଦ। ସେଠାରେ(ବିହାର) ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଗ୍ରାମ ସଭା ବସିଥିଲା। ଗ୍ରାମ ସଭା ନିଷ୍ପତ୍ତି ଅନୁସାରେ ପଙ୍କଜଙ୍କ ପତ୍ନୀ ତାଙ୍କ ପାଖକୁ ଫେରିଥିଲେ। ଏହା ପରେ ଆଜାଦ ଭୁବନେଶ୍ୱର ଫେରି ଆସିଥିଲେ। ଏଥର ସେ ସାଥୀ ପଙ୍କଜକୁ ଛାଡ଼ି ମୁନିଲାଲ ଶର୍ମାଙ୍କ ପାଖରେ କାମ କରିବାରେ ଲାଗିଲେ।

କିଛି ଦିନ ପରେ ପଙ୍କଜ ମଧ୍ୟ ଭୁବନେଶ୍ୱର ଫେରି ଆସିଲେ। ଆଉ ଜାଣିବାକୁ ପାଇଲେ ମୁନିଲାଲ ଶର୍ମାଙ୍କ ପାଖରେ ଆଜାଦ କାମ କରୁଛି। ପ୍ରତିଶୋଧ ପରାୟଣା ପଙ୍କଜ ନିଜର ବକେୟା ୨୦ ହଜାର ଟଙ୍କା ନେବା ପାଇଁ ମୁନିଲାଲ ଶର୍ମାଙ୍କ ପାଖକୁ ଯାଇଥିଲେ। ବକେୟା ଟଙ୍କା ନେବା ବଦଳରେ ମୁନିଲାଲ ଶର୍ମାଙ୍କୁ ଆଉ ୨୦ ହଜାର ଟଙ୍କା ଦେଇଥିଲେ। ଏହାର ବଦଳରରେ ଆଜାଦକୁ ରାସ୍ତାରୁ ହଟାଇବା ପାଇଁ କହିଥିଲେ।

ଯୋଜନା ମୁତାବକ ଟଙ୍କା ଦେବା ପାଇଁ ଫେବ୍ରୁଆରୀ ୨୫ ତାରିଖରେ ଆଜାଦକୁ ମୁନିଲାଲ ଶର୍ମା ଡାକିଥିଲେ। ଆଉ ଡାକରା ପାଇବା ପରେ ଆଜାଦ ଭୁବନେଶ୍ୱରରୁ କଟକ ଯାଇଥିଲେ। ବିଡ଼ାନାସୀ ନଦୀ ବନ୍ଧରେ ଉଭୟ ମିଶି ମଦ ପିଇଥିଲେ। ନିଶାସକ୍ତ ଅବସ୍ଥାରେ ବିଅର ବୋତଲରେ ଆଜାଦଙ୍କୁ ଆକ୍ରମଣ କରିଥିଲେ ମୁନିଲାଲ। ରକ୍ତାକ୍ତ ଅବସ୍ଥାରେ ଜୀବନ ବିକଳରେ ଧାଇଁଲେ ଆଜାଦ। ଆଉ ତାଙ୍କୁ ପିଛା କରି ପଥରରେ ଛେତି ହତ୍ୟା କରିଥିଲେ। ଆଜାଦକୁ ହତ୍ୟା କରିବା ପରେ ମୋନିଲାଲ ତାଙ୍କ ସାଙ୍ଗ କୌଳାଶକୁ ଡାକିଥିଲେ। କୌଳାଶ ଆସିବା ପରେ ଉଭୟ ଭୁବନେଶ୍ୱର ପଳାଇ ଯାଇଥିଲେ। ସେଠାରୁ ମୋନିଲାଲ ଚମ୍ପଟ ମାରିଥିଲେ।

ମାର୍ଚ୍ଚ ୩ ତାରିଖରେ କଟକ କମିଶନରେଟ୍‌ ପୁଲିସ ବିଡାନାସୀ ଭୁଆଷୁଣୀ ପଠାରୁ ଗଳିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଖୋଳତାଡ୍‌ ପରେ ମୃତ ଯୁବକ ଆଜାଦ ଯାଦବ ବୋଲି ଜଣାପଡ଼ିଥିଲା। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଥିଲା। ଏଥିରେ ମୋନିଲାଲ୍‌ଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରୁଥିଲା। ତେଣେ ମୋନିଲାଲ ମଧ୍ୟ ଫେରାର ଥିଲା। ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା।

ଆଜି ମୋନିଲାଲ୍‌ କଟକ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ ଅଞ୍ଚଳରେ ବୁଲୁଥିବା ପୁଲିସ ଜଣିବାକୁ ପାଇଥିଲା। ଏହାକୁ ତାକୁ ସେଠାରୁ ଗିରଫ କରିଛି। ଗିରଫ ପରେ ମୋନିଲାଲ୍‌ ହତ୍ୟା କରିଥିବା ସ୍ୱୀକାର କରିଛି। ତାଙ୍କ ବୟାନ ଆଧାରରେ ପୁଲିସ କୌଳାଶକୁ ଗିରଫ କରିଛି। ଏବେ ମଧ୍ୟ ପଙ୍କଜ ଫେରାର ଅଛି। ତାକୁ ଗିରଫ କରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି। ଅନ୍ୟପକ୍ଷରେ ପୁଲିସ ମୃତଦେହ ପାଖରୁ ଗୋଟିଏ ବାଇକ୍‌, ହେଲ୍‌ମେଟ, ରକ୍ତାକ୍ତ ପଥର, ଟି-ସାର୍ଟ ଓ ମୋବାଇଲ୍‌ ଜବତ କରିଛି ବୋଲି କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story