ମଦ ବିକୁଥିବାରୁ ଝିଅକୁ ମାରି ଦେଲା ମା’ ! ସୁପାରୀ କିଲରଙ୍କ ସହ ଡିଲ ହୋଇଥିଲା ୫୦ ହଜାର

ବାଲେଶ୍ୱର:(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ଥାନା ରାଇସୁଆଁ ଗାଁର ମହିଳାଙ୍କୁ ହତ୍ୟାର ପର୍ଦ୍ଦାଫାସ୍ କଲା ସଦର ଥାନା ପୁଲିସ। ମହିଳାଙ୍କୁ ତାଙ୍କ ମା ହିଁ ସୁପାରୀ ଦେଇ ମାରିଥିବା କହିଲା ପୁଲିସ । ମହିଳାଙ୍କ ମା ଏବଂ ଜଣେ ସୁପାରୀ କିଲରକୁ ଗିରଫ କଲା ପୁଲିସ। ହତ୍ୟାର ଶିକାର ହୋଇଥିବା ମହିଳା ହେଛନ୍ତି ଶିବାନୀ ନାୟକ (୩୬)। ଗିରଫ ଅଭିଯୁକ୍ତ ହେଲେ ଶିବାନୀଙ୍କ ମା ସୁକୁରୀ ଗିରି ଏବଂ ସୁପାରୀ ନେଇଥିବା ଅଭିଯୁକ୍ତ ପ୍ରମୋଦ ଜେନା। ଏନେଇ […]

7nm

7nm

Tapas Behera
  • Published: Sunday, 17 January 2021
  • Updated: 17 January 2021, 06:19 PM IST

Sports

Latest News

ବାଲେଶ୍ୱର:(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ଥାନା ରାଇସୁଆଁ ଗାଁର ମହିଳାଙ୍କୁ ହତ୍ୟାର ପର୍ଦ୍ଦାଫାସ୍ କଲା ସଦର ଥାନା ପୁଲିସ। ମହିଳାଙ୍କୁ ତାଙ୍କ ମା ହିଁ ସୁପାରୀ ଦେଇ ମାରିଥିବା କହିଲା ପୁଲିସ । ମହିଳାଙ୍କ ମା ଏବଂ ଜଣେ ସୁପାରୀ କିଲରକୁ ଗିରଫ କଲା ପୁଲିସ। ହତ୍ୟାର ଶିକାର ହୋଇଥିବା ମହିଳା ହେଛନ୍ତି ଶିବାନୀ ନାୟକ (୩୬)। ଗିରଫ ଅଭିଯୁକ୍ତ ହେଲେ ଶିବାନୀଙ୍କ ମା ସୁକୁରୀ ଗିରି ଏବଂ ସୁପାରୀ ନେଇଥିବା ଅଭିଯୁକ୍ତ ପ୍ରମୋଦ ଜେନା। ଏନେଇ ପୁଲିସ ସୂଚନା ଦେଇଛି।

ସୂଚନା ଅନୁଯାୟୀ, ଶିବାନୀ ନାୟକଙ୍କ ବାପ ଘର ହେଉଛି ବାଲେଶ୍ୱର ସଦର ଥାନା ରାଇସୁଆଁ ଗାଁରେ । ମହିଳା ଜଣକ ସେଇ ସଦର ଥାନା ଏରିଆରେ ବିବାହ କରିଥିଲେ।  ମହିଳା ଜଣକ ଶ୍ୱଶୁର ଘର ଛାଡ଼ି ବାପଘର ପାଖରେ ରହୁଥିଲେ। ଶିବାନୀ  ପାନ ଦୋକାନ କରିଥିଲେ। ତାଙ୍କର ଦୁଇ ଜଣ ଝିଅ ଛନ୍ତି। ତେବେ ଶିବାନୀ ମଦ ବେପାର  କରୁଥିବାରୁ ତାଙ୍କ ମା ସୁକୁରୀ ତାଙ୍କୁ ବାରମ୍ବାର ବାରମ୍ବାର ତାଗିଦ କରିଥିଲେ। ବାରଣ ସତ୍ତ୍ୱେ ନମାନିବାରୁ ଝିଅକୁ ହତ୍ୟା ଯୋଜନା କରିଥିଲେ ମା। ରାଇସୁଆଁର ପ୍ରମୋଦ ଜେନାକୁ ହତ୍ୟା ପାଇଁ ସୁପାରୀ ଦେଇଥିଲେ ମ॥ ହତ୍ୟା ପାଇଁ ୫୦ ହଜାର ଡିଲ୍ ହୋଇଥିଲା। ୮ ହଜାର ଅଗ୍ରୀମ ଦେଇଥିଲେ। ଘଟଣା ଦିନ ପ୍ରମୋଦ ସହ ୩ ଜଣ ଶିବାନୀଙ୍କୁ ଛେଚି ହତ୍ୟା କରିଥିଲେ। ହତ୍ୟା ପରେ ଶବକୁ ନଗ୍ରମ ଗାଁ ପୋଲତଳୁ ଫିଙ୍ଗି ପଳାଇଥିଲେ ୩ ଅଭିଯୁକ୍ତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story