ଆରପାରିରେ ରଙ୍ଗବତୀ ଗୀତର ସଙ୍ଗୀତ ନିର୍ଦ୍ଦେଶକ ପ୍ରଭୁଦତ୍ତ ପ୍ରଧାନ

ସମ୍ୱଲପୁର(ସଞ୍ଜୟ ଜେନା): ଆଉ ନାହାନ୍ତି ପ୍ରସିଦ୍ଧ ରଙ୍ଗବତୀ ଗୀତର ସଙ୍ଗୀତ ନିର୍ଦ୍ଦେଶକ ପ୍ରଭୁଦତ୍ତ ପ୍ରଧାନ। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସମ୍ବଲପୁର ହସ୍ପିଟାଲ୍ ରୋଡ୍‌ ବାସଭବନରେ ପ୍ରଭୁଦତ୍ତ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି ଭୋର ୪ଟା ବେଳେ ତାଙ୍କର ବିୟୋଗ ହୋଇଥିବା ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି। ୭୦ ଦଶକର ସମ୍ବଲପୁରୀ ଗୀତ ରଙ୍ଗବତୀ ଖାଲି ଓଡ଼ିଶା ନୁହେଁ ବରଂ ସାରା ଦେଶରେ ବେଶ୍‌ ଲୋକପ୍ରିୟ ଗୀତର ମାନ୍ୟତା ପାଇଛି। […]

prabhu copy

prabhu copy

Rakesh Mallick
  • Published: Monday, 28 May 2018
  • Updated: 28 May 2018, 09:12 AM IST

ସମ୍ୱଲପୁର(ସଞ୍ଜୟ ଜେନା): ଆଉ ନାହାନ୍ତି ପ୍ରସିଦ୍ଧ ରଙ୍ଗବତୀ ଗୀତର ସଙ୍ଗୀତ ନିର୍ଦ୍ଦେଶକ ପ୍ରଭୁଦତ୍ତ ପ୍ରଧାନ। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସମ୍ବଲପୁର ହସ୍ପିଟାଲ୍ ରୋଡ୍‌ ବାସଭବନରେ ପ୍ରଭୁଦତ୍ତ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଆଜି ଭୋର ୪ଟା ବେଳେ ତାଙ୍କର ବିୟୋଗ ହୋଇଥିବା ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି। ୭୦ ଦଶକର ସମ୍ବଲପୁରୀ ଗୀତ ରଙ୍ଗବତୀ ଖାଲି ଓଡ଼ିଶା ନୁହେଁ ବରଂ ସାରା ଦେଶରେ ବେଶ୍‌ ଲୋକପ୍ରିୟ ଗୀତର ମାନ୍ୟତା ପାଇଛି। ଜିତେନ୍ଦ୍ରୀୟ ହରିପାଲ୍ କ୍ରିଷ୍ଣା ପଟେଲ କଣ୍ଠଦାନ କରିଥିବା ଏହି କାଳଜୟୀ ଗୀତକୁ ପ୍ରଭୁଦତ୍ତ ସଙ୍ଗୀତରେ ସଜେଇ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story