ନବଦିଗନ୍ତ ଚିଟଫଣ୍ଡ ଠକେଇ: ପ୍ରଦୀପଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ୍

ଭୁବନେଶ୍ୱର: ନବଦିଗନ୍ତ ଚିଟଫଣ୍ଡ ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ପ୍ରଦୀପ ପଟ୍ଟନାୟକଙ୍କୁ ସୋମବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି। ଜାମିନ୍ ପାଇଁ ତାଙ୍କୁ ବ୍ୟାଙ୍କରେ ୧ କୋଟି ଟଙ୍କା ଜମା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ୧ ଲକ୍ଷ ଟଙ୍କାର ଦୁଇ ଜାମିନଦାରଙ୍କ ଜରିଆରେ ସେ ଜାମିନରେ ଯାଇ ପାରିବେ ବୋଲି ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି।

samikhyabaithaka

Rakesh Mallick
  • Published: Monday, 13 July 2015
  • , Updated: 13 July 2015, 01:04 PM IST

Related story