ନବଦିଗନ୍ତ ଚିଟଫଣ୍ଡ ମାମଲା: ସାଂସଦ ରାମଚନ୍ଦ୍ର ହାଁସଦାଙ୍କ ଜାମିନ ହାଇକୋର୍ଟରେ ଖାରଜ

କଟକ: ନବଦିଗନ୍ତ ଚିଟଫଣ୍ଡ ମାମଲାରେ ଗିରଫ ହୋଇ ଜେଲରେ ଥିବା ସାଂସଦ ରାମଚନ୍ଦ୍ର ହାଁସଦାଙ୍କ ଜାମିନ ହାଇକୋର୍ଟରେ ଖାରଜ ହୋଇଯାଇଛି। ନବଦିଗନ୍ତର ଅନ୍ୟତମ ନିର୍ଦ୍ଦେଶକ ପ୍ରଦୀପ ପଟ୍ଟନାୟକଙ୍କଠାରୁ ଏହି ମାମଲା ଭିନ୍ନ ବୋଲି ଦର୍ଶାଇ କୋର୍ଟ ଆବେଦନକୁ ଖାରଜ କରିଦେଇଛନ୍ତି। ହାଁସଦାଙ୍କ ଘରୁ ଜବତ ହୋଇଥିବା ୨୮ ଲକ୍ଷ ଟଙ୍କା କେଉଁଠୁ ଆସିଲା ତା’ର ତଦନ୍ତ ସିବିଆଇ କରୁଛି । ଏଭଳି ସ୍ଥିତିରେ ଜାମିନ ଦେଇହେବ ନାହିଁ ବୋଲି କୋର୍ଟ ତାଙ୍କ ରାୟରେ ଶୁଣାଇଛନ୍ତି ।

Orissa-High-Court

Rakesh Mallick
  • Published: Friday, 14 August 2015
  • , Updated: 14 August 2015, 07:21 AM IST

Related story