ନବକଳେବର ବେଳେ ବଡ଼ଦାଣ୍ଡକୁ ନୋଫ୍ଲାଇଂ ଜୋନ୍ ଘୋଷଣା କରିବାକୁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ୱର: ନବକଳେବର ବେଳେ ପୁରୀ ବଡ଼ଦାଣ୍ଡକୁ ନୋଫ୍ଲାଇଂ ଜୋନ୍ ଘୋଷଣା କରିବାକୁ ବୁଧବାର ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ଜୁଲାଇ ୧୮,୨୬ ଓ ୨୭ ତାରିଖରେ ବଡ଼ଦାଣ୍ଡକୁ ନୋଫ୍ଲାଇଂ ଜୋନ୍ ଘୋଷଣା କରିବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ବ୍ୟୁରୋ ଅଫ୍ ସଭିଲ୍ ଆଭିଏସନ୍ ସିକ୍ୟୁରିଟି ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି। ସୁରକ୍ଷା ଦୃଷ୍ଟିରୁ ନବକଳେବର ସମୟରେ ଏହି ତିନି ଦିନ ବଡ଼ ଦାଣ୍ଡ ଉପରେ କୌଣସି ହେଲିକପ୍ଟର ଅବା ବିମାନକୁ ଉଡିବାକୁ ଅନୁମତି ନଦେବାକୁ […]

armmy

armmy

Rakesh Mallick
  • Published: Wednesday, 10 June 2015
  • Updated: 10 June 2015, 05:10 PM IST

Sports

Latest News

ଭୁବନେଶ୍ୱର: ନବକଳେବର ବେଳେ ପୁରୀ ବଡ଼ଦାଣ୍ଡକୁ ନୋଫ୍ଲାଇଂ ଜୋନ୍ ଘୋଷଣା କରିବାକୁ ବୁଧବାର ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ଜୁଲାଇ ୧୮,୨୬ ଓ ୨୭ ତାରିଖରେ ବଡ଼ଦାଣ୍ଡକୁ ନୋଫ୍ଲାଇଂ ଜୋନ୍ ଘୋଷଣା କରିବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ବ୍ୟୁରୋ ଅଫ୍ ସଭିଲ୍ ଆଭିଏସନ୍ ସିକ୍ୟୁରିଟି ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି। ସୁରକ୍ଷା ଦୃଷ୍ଟିରୁ ନବକଳେବର ସମୟରେ ଏହି ତିନି ଦିନ ବଡ଼ ଦାଣ୍ଡ ଉପରେ କୌଣସି ହେଲିକପ୍ଟର ଅବା ବିମାନକୁ ଉଡିବାକୁ ଅନୁମତି ନଦେବାକୁ ରାଜ୍ୟ ସରକାର ଚିଠିରେ ଉଲ୍ଲେଖ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos