ନବକଳେବରର ଉନ୍ନୟନ କାର୍ଯ୍ୟ ଶେଷ ହୋଇଛି: ପର୍ଯ୍ୟଟନ ମନ୍ତ୍ରୀ

ଭୁବନେଶ୍ୱର: ନବକଳେବରକୁ ଆଖି ଆଗରେ ରଖି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ହାତକୁ ନିଆଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ ହୋଇଯାଇଛି ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି।  ଭିତ୍ତିଭୂମି ବିକାଶ ସହ ଓଡ଼ିଆ ସଂସ୍କୃତିର ପ୍ରଚାର ପ୍ରସାର ଲାଗି ୨୫ କୋଟି ଟଙ୍କା ବିନିଯୋଗ ହୋଇଛି। ଲେଜର୍ ଲାଇଟ୍ ଶୋ, ବିଭିନ୍ନ ଗଣମାଧ୍ୟମ, ରୋଡ୍ ଶୋ, ୱେବସାଇଟ, ପଥପ୍ରାନ୍ତ ନାଟକ, ବିଭିନ୍ନ ପତ୍ରପ୍ରତିକା ମାଧ୍ୟମରେ ନବକଳେବରର ପ୍ରଚାର ଲାଗି ପଦକ୍ଷେପ ନିଆଯାଇଛି। […]

ASHOK_panda

ASHOK_panda

Rakesh Mallick
  • Published: Tuesday, 14 July 2015
  • Updated: 14 July 2015, 02:58 PM IST

Sports

Latest News

ଭୁବନେଶ୍ୱର: ନବକଳେବରକୁ ଆଖି ଆଗରେ ରଖି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ହାତକୁ ନିଆଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ ହୋଇଯାଇଛି ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି।  ଭିତ୍ତିଭୂମି ବିକାଶ ସହ ଓଡ଼ିଆ ସଂସ୍କୃତିର ପ୍ରଚାର ପ୍ରସାର ଲାଗି ୨୫ କୋଟି ଟଙ୍କା ବିନିଯୋଗ ହୋଇଛି। ଲେଜର୍ ଲାଇଟ୍ ଶୋ, ବିଭିନ୍ନ ଗଣମାଧ୍ୟମ, ରୋଡ୍ ଶୋ, ୱେବସାଇଟ, ପଥପ୍ରାନ୍ତ ନାଟକ, ବିଭିନ୍ନ ପତ୍ରପ୍ରତିକା ମାଧ୍ୟମରେ ନବକଳେବରର ପ୍ରଚାର ଲାଗି ପଦକ୍ଷେପ ନିଆଯାଇଛି। ଗତ ୪ମାସ ଭିତରେ ୪ କୋଟି ଲୋକ ୱେବସାଇଟ୍ ମାଧ୍ୟମରେ ତଥ୍ୟ ଜାଣିବାକୁ ଚେଷ୍ଟା କରିଥିବା ବିଭାଗ ସୂଚନା ଦେଇଛି। ଏହି ଅବସରରେ ନବକଳେବର ବୁକଲେଟ ଓ ଟି-ସାର୍ଟର ଉନ୍ମୋଚନ କରାଯାଇଛି। ଆସନ୍ତା ୧୭ରେ ନବକଳେବର ଡାକଟିକେଟ ଉନ୍ନୋଚନ ହେବ ବୋଲି ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story